Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସକାଳୁ ସକାଳୁ ଅସ୍ଥାୟୀ ମଣ୍ଡପରେ ମହିଳାଙ୍କ ପ୍ରବଳ ଭିଡ
ବ୍ରହ୍ମପୁର, : ମା\' ବୁଢ଼ୀ ଠାକୁରାଣୀଙ୍କ ଅସ୍ଥାୟୀ ମଣ୍ଡପରେ ଦୈନିକ ଶ୍ରଦ୍ଧାଳୁଙ୍କ ଗହଳି ବଢ଼ିବାରେ ଲାଗିଛି । ମା\'ଙ୍କ ଯାତ୍ରାର ଶୁକ୍ରବାର ଥିଲା ନବମ ଦିନ । ଶୁକ୍ରବାର ହୋଇଥିବାରୁ ସକାଳୁ ସକାଳୁ ଅସ୍ଥାୟୀ ମଣ୍ଡପରେ ମହିଳାଙ୍କ ପ୍ରବଳ ଭିଡ଼ ଜମିଥିଲା । ହାତରେ ହଳଦି ପାଣି ଆଣି ମହିଳାମାନେ…
ମା’ବୁଢ଼ୀ ଠାକୁରାଣୀଙ୍କ ସବୁଠାରୁ ଆକର୍ଷଣୀୟ ବେଶ
ବ୍ରହ୍ମପୁର, : ହେଉଛି ବାଘ ବେଶ । ମାନସିକଧାରୀମାନେ ବାଘ ବେଶ ପାରି ନାଚି ନାଚି ମା’ଙ୍କ ପାଖକୁ ଯାଇ ଦର୍ଶନ କରିଥାନ୍ତି । ଏହି ବାଘ ବେଶରେ ସଜ୍ଜିତ ହେବାକୁ ଜଣେ ମାନସିକଧାରୀଙ୍କୁ ୫ ରୁ ୬ ଘଣ୍ଟା ସମୟ ଲାଗିଥାଏ । ବାଘ ବେଶରେ ସଜ୍ଜିତ ହେବା ପରେ ନିଜ ଗୁରୁଙ୍କ ଠାରୁ କିଭଳି ବାଘ ନାଚ କରିବେ…
ଆଜି ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା
ଭୁବନେଶ୍ୱର,: ଶୁକ୍ରବାର ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଅପରାହ୍ନ ୧ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସିଧା କଟକ ଯାଇ ବାଲିଯାତ୍ରା ପଡ଼ିଆରେ ଆୟୁଷ୍ମାନ ଭାରତର ମେଗା କାର୍ଯ୍ୟକ୍ରମ ଶୁଭାରମ୍ଭ…
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ୧୦ ବଷ
ଭୁବନେଶ୍ୱର,: ପ୍ରଧାନ ମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍ଏମ୍ୱାଇ) ୮ ଏପ୍ରିଲ, ୨୦୨୫ରେ ୧୦ ବର୍ଷ ପୂରଣ କରିଛି । ଏହି ଯୋଜନା ଦେଶରେ ଏମ୍ଏସ୍ଏମ୍ଇ ଆର୍ଥିକ ପରିସ୍ଥିତକୁ ପରିବର୍ତ୍ତନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଗତ ଦଶନ୍ଧି ଧରି ପିଏମ୍ଏମ୍ୱାଇ କ୍ଷୁଦ୍ର ଉଦ୍ୟୋଗ…
ସ୍କୁଲ ବସ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତିଲେ ଛାତ୍ରଛାତ୍ରୀ।
ଧର୍ମଗଡ଼: ଓଲଟିଲା ସ୍କୁଲ ବସ ଆଉ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଛାତ୍ରଛାତ୍ରୀ।କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅନ୍ତର୍ଗତ ପାଇକକେନ୍ଦୁମୁଣ୍ଡି ଠାରେ ଓଲଟିଲା ସ୍କୁଲ ଭେନ୍, ଓଲଟି ପଡିଥିବା ବେଳେ ଅଳ୍ପକେ ବର୍ତି ଯାଇଛନ୍ତି ୮ ଜଣ ଛାତ୍ର ଛାତ୍ରୀ । ଦୁର୍ଘଟଣା ପରେ ଅଞ୍ଚଳବାସୀ ଛାତ୍ର…
ଜେଏସ୍ଏଲ୍ ସୁପର ଷ୍ଟିଲ ଏବଂ ସନସ୍ୟୁର ଏନର୍ଜି ମଧ୍ୟରେ ୧୧ ମେଗାୱାଟ ପିକ୍ ଶକ୍ତି କ୍ରୟ ଚୁକ୍ତି ସ୍ୱାକ୍ଷର
ଭୁବନେଶ୍ୱର,: ସ୍ଥାୟୀ ଶିଳ୍ପ ଅଭିବୃଦ୍ଧି ଦିଗରେ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ଅଗ୍ରଣୀ ଶକ୍ତି ଉତ୍ପାଦନକାରୀ କମ୍ପାନୀ ସନସ୍ୟୁର ଏନର୍ଜି ଆଜି ଭାରତର ସର୍ବବୃହତ ଷ୍ଟେନଲେସ୍ ଷ୍ଟିଲ୍ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସର ଗାଜିଆବାଦ ସ୍ଥିତ ସହାୟକ କମ୍ପାନୀ ଜେଏସ୍ଏଲ୍ ସୁପର ଷ୍ଟିଲ୍ ସହିତ ୧୧…
ସର୍ବଭାରତୀୟ ପୁଲିସ ହକି
ଭୁବନେଶ୍ୱର, : କଳିଙ୍ଗ ଷ୍ଟାଡିୟମ୍ ହକି ଷ୍ଟାଡିୟମରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୁଲିସ ହକି ପ୍ରତିଯୋଗିତାରେ ମଙ୍ଗଳବାର ମୋଟ ୭ ମ୍ୟାଚ୍ ଖେଳାଯାଇଛି । ସେଥିମଧ୍ୟରେ ରହିଛି ପୁରୁଷ ବର୍ଗର ୬ ଏବଂ ମହିଳା ବର୍ଗର ଗୋଟିଏ ମ୍ୟାଚ୍ । ପ୍ରଥମ ମ୍ୟାଚରେ ଉତ୍ତରପ୍ରଦେଶ ପୁଲିସ ୯-୦ ଗୋଲରେ…
ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାରରେ ଦ୍ୱିତୀୟ ପର୍ଯ୍ୟାୟ ଆପାତକାଳୀନ ଅଭ୍ୟାସ
ପାରାଦୀପ,: ଆଇଓସିଏଲ ପାରାଦୀପ ତୈଳ ବିଶୋଧନାଗାରରେ ମଙ୍ଗଳବାର ଦିନ ଏକ ଦ୍ୱିତୀୟ ପର୍ଯ୍ୟାୟ ଅପାତକାଳୀନ ଅଭ୍ୟାସ କୌଶଳ ବା ମକ୍ ଡ୍ରିଲ୍ ଆୟୋଜିତ ହୋଇଯାଇଛି । ଯେଉଁଥିରେ ବିଶୋଧନାଗାର ତାହାର ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ପ୍ରସ୍ତୁତିର ପ୍ରଭାବ ପରୀକ୍ଷଣ କରିଥିଲା । ଜରୁରୀକାଳୀନ ପରିସ୍ଥିତି…
ମାଉସୀ ମା ଘରକୁ ବୁଲିବାକୁ ଗଲେ ମା’ ବୁଢ଼ୀ ଠାକୁରାଣୀ
ବ୍ରହ୍ମପୁରର,: ମା\' ବୁଢ଼ୀ ଠାକୁରାଣୀଙ୍କ ବାର୍ଷିକ ଯାତ୍ରାର ସପ୍ତମ ଦିନ ଏବଂ ଘଟ ପରିକ୍ରମାର ପଞ୍ଚମ ଦିନରେ ମା\' ଜଉରା ସାହିସ୍ଥିତ ମାଉସୀମା\' ଘରକୁ ବୁଲି ଯିବାର ବିଧି ରହିଛି । ଯାତ୍ରାରମ୍ଭ ହେବାର ୭ଦିନ ପରେ ମା\'ଙ୍କ ସୁରକ୍ଷା କବଚ ଭାବେ ରାଜା, କଟୁଆଳ ଓ. ପାଇକ ସମେତ ବହୁ ପୁଲିସଙ୍କ…
କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ଶ୍ରୀ ଶାହଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ରାଜ୍ୟର ବିକାଶ ପାଇଁ ଆଇନଶୃଙ୍ଖଳା ଓ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ…