Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁଣି ଦୁଇଦିନ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି କାମ
ପୁରୀ, : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦୟଣାଚୋରି ଓ ଦମନକ ଚତୁର୍ଦ୍ଦଶୀ ନୀତି ସମ୍ପାଦିତ ହେବ । ଏଥିପାଇଁ ଆସନ୍ତାକାଲି ଅର୍ଥାତ ଅପ୍ରେଲ ୧୦ ଓ ୧୧ ତାରିଖ ଦୁଇ ଦିନ ପାଇଁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଉପରୋକ୍ତ ଦିନ ବ୍ୟତୀତ ଅନ୍ୟ…
ଓଡିଶା ବିଦୁ୍ୟତ ନିୟାମକ ଆୟୋଗର ଅଧ୍ୟକ୍ଷ ଭାବେ ପ୍ରଦୀପ କୁମାର ଜେନାଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ
ଭୁବନେଶ୍ୱର,: ଓଡ଼ିଶା ବିଦୁ୍ୟତ ନିୟାମକ ଆୟୋଗ (ଓ.ଇ.ଆର.ସି)ର ଅଧ୍ୟକ୍ଷ ଭାବେ ପ୍ରଦୀପ କୁମାର ଜେନାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି । ଆଜି ରାଜଭବନର ନୁ୍ୟ ଅଭିଷେକ ହଲ୍ଠାରେ ଆୟୋଜିତ ଶପଥ ପାଠ ଉସôବରେ ରାଜ୍ୟପାଳ ଡ. କମ୍ଭମ୍ପାଟି ଶ୍ରୀ ଜେନାଙ୍କୁ ଓ.ଇ.ଆର.ସି.ର…
ଯାଜପୁର ଓ ପାରାଦ୍ୱୀପରେ ବିଭିନ୍ନ ପ୍ରକଳ୍ପର ଏମଓୟୁରେ ଯୋଗ ଦେଲେ ଯାଜପୁର ସାଂସଦ
ଯାଜପୁର,: ଯାଜପୁର ଚଣ୍ଡିଖୋଲ ଠାରେ ପ୍ରସ୍ତାବିତ ଡଙ୍କାରୀ ତୈଳ ପ୍ରକଳ୍ପ ଓ ପାରାଦୀପ ପେଟ୍ରୋ କେମିକାଲ ପ୍ରକଳ୍ପର ଏମଓୟୁ ଦିଲ୍ଲୀ ଠାରେ ଓଡିଶା ଓ ଭାରତ ସରକାର ଇଣ୍ଡିଆନ ଅଏଲ ମଧ୍ୟରେ ଅନୁଷ୍ଠିତ ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜଗତସିଂପୁର ସାଂସଦ ବିଭୁପ୍ରସାଦ ତରାଇଙ୍କ ସହ…
ସ୍ପଷ୍ଟ ଚିହ୍ନିତ ହେଲା ଲଘୁଚାପ କ୍ଷେତ୍ର : ଆଗାମୀ ୩ ଦିନ ଯାଏଁ ବିଜୁଳି-ଘଡଘଡି ସହ ବର୍ଷା
ଭୁବନେଶ୍ୱର,: ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହୋଇଛି ବଙ୍ଗୋପସାଗର ସୃଷ୍ଟି ହୋଇଥିବା ଲଘୁଚାପ । ଗତକାଲିର ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ ଆଜି ଦକ୍ଷିଣପଶ୍ଚିମ ପାଶ୍ୱର୍ବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ…
ନେତୃତ୍ୱ ପରିବର୍ତ୍ତନ ଦ୍ୱାରା ଗୋଷ୍ଠୀ ଭିତ୍ତିକ ଅନୁଷ୍ଠାନ ଗୁଡିକର ପୁନର୍ଗଠନ
ଭୁବନେଶ୍ୱର,: ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀଭିତିକ ଅନୁଷ୍ଠାନଗୁଡିକର ପୁନର୍ଗଠନ କରିବା ପାଇଁ ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ଗ୍ରାମୀଣ ବିକାଶ ବିଭାଗଙ୍କ ପ୍ରଦତ ନିର୍ଦ୍ଦେଶାବଳୀ ଅନୁଯାୟୀ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ଓ…
ଷଷ୍ଠ ଛାତ୍ର କୁ ନିର୍ଯ୍ୟାତନା ,ବ୍ଲେଡ ରେ କାଟିଦେଲେ ଉପର ଶ୍ରେଣୀର ଛାତ୍ର, ଥାନା ରେ ମାମଲା
ଷଷ୍ଠ ଶ୍ରେଣୀର ଛାତ୍ର କୁ ନିର୍ଯ୍ୟାତନା ସେ ବି ବର୍ବରତା ର ସହ ।ଉପରିସ୍ଥ ଛାତ୍ର ମାନେ ହାତକୁ ବାନ୍ଧିକି ମାଡ଼ ମାରିଲେ ରୁମ୍ ରେ ବନ୍ଦ କରି ବ୍ଲେଡ ରେ କାଟିଦେଲେ ଏଭଳି ସାଂଘାତିକ ଘଟଣା ନଜର କୁ ଆସିଛି ମୟୁରଭଞ୍ଜ ଜିଲ୍ଲାରେ,ଖୁଣ୍ଟା ବ୍ଲକ୍ ର ଏକ ଆଦିବାସୀ ହଷ୍ଟେଲରେ ରହୁଥିବା ଜଣେ ଷଷ୍ଠ…
ଆଉ ଟିକେ ହେଲେ ଜୀଅନ୍ତା ମଣିଷକୁ ଗିଳିଥାନ୍ତା ଅହିରାଜ
ରୋଷେଇ ଘରେ ଶୋଇଥିଲା ଅହିରାଜ ସାପ। ଗୋଟେ ଅଧେ ନୁହେଁ ବରଂ ପନ୍ଦର ଫୁଟ ଲମ୍ବର ଅହିରାଜ ରୋଷେଇ ଘରେ ଶୋଇ ଯାଆ ଆସ ଉପରେ ନଜର ରଖିଥିଲା ,କେହି କିଛି ବି ଜାଣି ପାରି ନ ଥିଲେ , ଆଜି ସକାଳୁ ଅହିରାଜ ର ଗର୍ଜନ ଶୁଣି ପରିବାର ଲୋକେ ସନ୍ଦେହ କରିଥିଲେ ଆଉ ଦେଖିବା ବେଳକୁ ରୋଷେଇ ଘର ବାସନ ଭିତରେ…
ବର୍ଣ୍ଣବୋଧର ସଫଳ ଜ୍ଞାନ ଦ୍ୱାରା ପଠନ-ଲିଖନ-କଥନ-ଶ୍ରବଣ ସୁଦୃଢ ହୋଇପାରିବ
ଛତ୍ରପୁର,: ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡିଆ ଭାଷା ପ୍ରତିଷ୍ଠାନ ଆନୁକୁଲ୍ୟରେ ଗଞ୍ଜାମ ଜିଲ୍ଲାର ବିଦ୍ୟାଳୟ ଗୁଡିକରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଚଳିତ ମାସ ୧ ତାରିଖ ଠାରୁ ଆରମ୍ଭ କରାଯାଇଥିବା ଓଡିଆ ପକ୍ଷ,୨୦୨୫ ପାଳନ ଅବସରରେ…
ଶ୍ରୀରାମ ମନ୍ଦିର ନିମନ୍ତେ ଶିଳାନ୍ୟସ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଶିଳ୍ପ ମନ୍ତ୍ରୀ
ପାରାଦ୍ୱୀପ,: ପବିତ୍ର ‘ରାମ ନବମୀ\'ର ଶୁଭ ଅବସରରେ ପାରାଦ୍ୱୀପ ପୌରାଞ୍ଚଳ ଅନ୍ତର୍ଗତ ଶ୍ରୀରାମ ନଗର ବିଜୟଚନ୍ଦ୍ରପୁର (ତାରିଣୀଗଡା) ଠାରେ ଶ୍ରୀରାମ ମନ୍ଦିରର ଚତୁର୍ଥ ବାର୍ଷିକ ଉତ୍ସବରେ ପାରାଦ୍ୱୀପ ବିଧାୟକ ତଥା ଓଡିଶାର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର…
୨୪ ଫୁଟ ବାଉଁଶକୁ ଧର୍ମଝଣ୍ଡା ଭାବେ ପୂଜାର୍ଚ୍ଚନା
ବ୍ରହ୍ମପୁର, ବ୍ରହ୍ମପୁର ପ୍ରସିଦ୍ଧ ମାଁ ବୁଢୀ ଠାକୁରାଣୀଙ୍କ ଯାତ୍ରାକୁ ନେଇ ଏବେ ବେଶ୍ ଚଳଚଞ୍ଚଳ ହୋଇ ଉଠିଛି ରେଶମ ସହର ବ୍ରହ୍ମପୁର । ମାଁଙ୍କ ଏହି ଯାତ୍ରା ଯେତେ ପ୍ରସିଦ୍ଧ ଆଉ ପରମ୍ପରା ମଧ୍ୟ ସେତେ ନିଆରା । ସେଥିମଧ୍ୟରୁ ଅନ୍ୟତମ ହେଉଛି ମାଁଙ୍କ ଧର୍ମଝଣ୍ଡା । ମାଁ ଅସ୍ଥାୟୀ ମନ୍ଦିରକୁ…