Browsing Category

ରାଜ୍ୟ

କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୬୮,୧୪୭ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩,୬୮,୧୪୭ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩,୪୧୭ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୯୯,୨୫,୬୦୪ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ରାଜ୍ୟରେ ଗୋଟିଏ ଦିନରେ ୮୯୧୪ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୧୫୩୬

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୮୯୧୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭୧୫୩୬ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୯୭୫୭୫ ରୋଗୀ ସୁସ୍ଥ ହୋଇ…

ଟଙ୍କା ଦେବାରେ ବିଳମ୍ବ ; ମେଡିକାଲ କର୍ତ୍ତୁପକ୍ଷ ପ୍ରବାସୀ ଓଡିଆଙ୍କ ମୃତଦେହ ରାସ୍ତା କଡରେ ରଖି ଚାଲିଗଲେ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଅନେକ ଓଡିଅ। ସୁରତ ଉପରେ ନିର୍ଭର କରୁଥିବା ବେଳେ ଅ।ସିକା ମଙ୍ଗଳପୁର ଗାଁର ଭଗବାନ ନାୟକ ନାମକ ବ୍ୟକ୍ତି ମଧ୍ୟ ସେଠାରେ କାମ କରୁଥିଲେ । ତେବେ ଗଲା କିଛି ଦିନ ହେବ ସେ ଅସୁସ୍ଥ ହୋଇ ସୁରତ ପାଣ୍ଡେସରା ଠାରେ ଥିବା ପ୍ରିୟା ନାମକ ଏକ ଘରୋଇ ମେଡିକାଲରେ ଚିକିତ୍ସା ପାଇଁ…

ଭୁବନେଶ୍ୱରରେ ୨ ଦିନରେ ୧୯୦୨ କରୋନା ପଜିଟିଭ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଗତ ୨ ଦିନରେ ୧୯୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶନିବାର ଦିନ ୧୦୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରବିବାର ଦିନ ୮୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶନିବାର ଦିନ ୧୨୧ କ୍ୱାରେଂଟାଇନ୍ ଓ ୯୭୨ ଲୋକାଲ ମାମଲା ରହିଥିବା ବେଳେ ରବିବାର…

ଦୁଇ କୁଖ୍ୟାତ ଗଞ୍ଜେଇ ମାଫିଆ ଗିରଫ

ଜୟପୁର : କୋରାପୁଟ ଜିଲ୍ଲା ତଥା ଜିଲା ବାହାର ପୋଲିସର ମୋଷ୍ଟ ଓ୍ବାଂଟେଡ୍ ତାଲିକାରେ ଥିବା ଦୁଇ କୁଖ୍ୟାତ ଗଞ୍ଜେଇ ମାଫିଆ ତଥା ଅପରାଧୀ ରବୀନ୍ଦ୍ର ଖିଲ ଓରଫ ରେଙ୍ଗା, ଚନ୍ଦରୁ ବାଘ ଓରଫ ରାମଚନ୍ଦ୍ରଙ୍କୁ ଲକ୍ଷ୍ମୀପୁର ପୋଲିସ ସହାୟତାରେ ଗିରଫ କରାଯାଇଛି । ଯାହାକି ପୋଲିସ ପାଇଁ ଏକ ବଡ଼ ସଫଳତା…

ତୃତୀୟ ପର୍ଯ୍ୟାୟ ଟିକାକରଣର ପ୍ରଥମ ଦିନରେ ୧୮-୪୪ ବର୍ଷ ବର୍ଗରେ ୮୬ ହଜାରରୁ ଅଧିକ ହିତାଧିକାରୀଙ୍କ ଟିକାକରଣ

-ଗତ ୨୪ ଘଂଟା ମଧ୍ୟରେ ୩ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀର ମୁକାବିଲା ପାଇଁ ଭାରତରେ କେନ୍ଦ୍ର ଓ ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସରକାର ମିଳିତ ଭାବେ ପ୍ରତିରୋଧ, କେଂଟନମେଂଟ ଏବଂ କୋଭିଡ ପରିଚାଳନା କ୍ଷେତ୍ରରେ ପାଂଚ ସୂତ୍ରୀ ରଣନୀତି ଆଦରିଛନ୍ତି । ପାଂଚ…

ବଙ୍ଗ ବାଜି ଜିତିଲା ଟିଏମ୍ସି: ବିଜେପିର ସବୁ ଅଙ୍କ ଫେଲ୍

-ଶୁଭେଚ୍ଛା ଜଣାଇଲେ ମୋଦୀ-ନବୀନ କୋଲକାତା : ଖେଲୋ ହବେ ନା ବିକାଶ ହବେ । ଦିଦି ଓ ଦିଦି । ସମସ୍ତ ଭାଷଣବାଜି, ବୟାନବାଜି, ଆକ୍ଷେପ,ପ୍ରତିଆକ୍ଷେପର ଅନ୍ତ ଘଟିଛି । ପୁଣିଥରେ ବେଙ୍ଗଲରେ ଦିଦିଙ୍କ ଟିଏମ୍ସି ରେକର୍ଡ ରଚିଛି । ମୋଦୀଙ୍କ ଚିକ୍ରାର, ଶାହାଙ୍କ ହୁଙ୍କାର ଏବଂ ନଡ୍ଡାଙ୍କ ରୋଡ ଶୋ’କୁ…

କାଲିଠୁ ଭୁବନେଶ୍ୱରରେ ୧୮ ବର୍ଷରୁ ଉର୍ଦ୍ଧ୍ୱଙ୍କ ଟିକାକରଣ

-ପ୍ରସ୍ତୁତି ଅନୁଧ୍ୟାନ କଲେ ବିଏମସି କମିଶନର ଭୁବନେଶ୍ୱର : ଆସନ୍ତାକାଲି (ସୋମବାର) ଠାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ଭୁବନେଶ୍ୱରେ ଆରମ୍ଭ ହେବ ଟିକାକରଣ । ଭାରତ ବାୟୋଟେକ୍‌ରୁ ଦେଢ଼ ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ପାଇବା ପରେ ଟିକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତକାଲିଠୁ…

କନ୍ଧମାଳ ଜିଲ୍ଲାରେ ନୂଆ ୬୧ କରୋନା ପଜିଟିଭ୍ ଚିହ୍ନଟ

କନ୍ଧମାଳ : କନ୍ଧମାଳ ଜିଲ୍ଲାରେ କରୋନାର ଦ୍ୱିତୀୟ ଲହର ଜାରୀ ରହିଛି । ଜିଲ୍ଲାରୁ ଆଜି ନୂଆ ୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୬୧୭ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ଏହି ୬୧ ଆକ୍ରାନ୍ତଙ୍କ ମଧ୍ୟରେ ଫୁଲବାଣୀ ବ୍ଲକରୁ ୨୨…

କୋଭିଡ୍ ପରିଚାଳନା ନେଇ ସମିକ୍ଷା କଲେ ପୁଲିସ ଡିଜି ଅଭୟ

ରାଉରକେଲା : ପଶ୍ଚିମାଚଂଳରେ କୋଭିଡ ସ୍ଥିତି ଧିରେ ଧିରେ ବିଗୁଡୁଥିବା ବେଳେ ଓଡିଶାର ଅନ୍ୟ ସ୍ଥାନରେ ସ୍ଥିତି ବିଗିଡ଼ି ଚାଲିଛି । ଏହାକୁ ଦେଖି ରାଜ୍ୟ ସରକାର ୧୪ ଦିନିଆ ଲକଡାଉନ ଘୋଷଣା କରିଥିବା ବେଳେ ରାଉରକେଲା ସମେତ ପଡୋଶି ପୁଲିସ ଜିଲ୍ଲାରେ କୋଭିଡ୍ ପରିଚାଳନା କେମିତି ଚାଲିଛି ତାହାର…