Browsing Category

ରାଜ୍ୟ

କାଲିଠୁ ସବୁ ସ୍କୁଲରେ ନାମଲେଖା ଆରମ୍ଭ

ଭୁବନେଶ୍ୱର : ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବ । ଏଥିନେଇ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସମସ୍ତ ଡିଇଓ , ବିଇଓ ଓ ଡିପିସି ମାନଙ୍କୁ ଚିଠି ଲେଖିଛନ୍ତି । କୋଭିଡ୍ ଗାଇଡ୍ ଲାଇନ୍ ମାନି ମେ ୩୧ ତାରିଖ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା…

ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ପୁଣି ରାଜରାସ୍ତାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ପରୀକ୍ଷା ବାତିଲ ଦାବିରେ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି ଯୁକ୍ତ ୨ ଛାତ୍ରଛାତ୍ରୀ । କେବେ ପରୀକ୍ଷା ହେବ ଏଯାଏ ସ୍ଥିର ହୋଇ ନାହିଁ । ଏପରି ସ୍ଥିତି ଲାଗି ରହିଲେ ଆଗକୁ ଉଚ୍ଚ ଶିକ୍ଷାରେ ଅସୁବିଧା ହେବ । ତେଣୁ ଶୀଘ୍ର ଯୁକ୍ତ ୨ ପରୀକ୍ଷା ବାତିଲ କରାଯାଉ ବୋଲି ଦାବି କରି ଯୁକ୍ତ…

ଜିଲାପାଳଙ୍କ ଅକ୍ସିଜେନ ପ୍ଲାଂଟ ପରିଦର୍ଶନ : ଫିଲିଙ୍ଗ ଓ ମହଜୁଦ ପ୍ରକ୍ରିୟାର ସମୀକ୍ଷା କଲେ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବ୍ରହ୍ମପୁର ହଳଦିଆପଦର ଅଟୋ ନଗର ସ୍ଥିତ ଅକ୍ସିଜେନ ପ୍ଲାଂଟ ପରିଦର୍ଶନ କରି ସେଠାରେ ଅକ୍ସିଜେନ୍ ଫିଲିଙ୍ଗ ଓ ମହଜୁଦ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି । ଭଞ୍ଜନଗର, ଆସିକା, ହିଞ୍ଜିଳିକାଟୁ ଏବଂ ବ୍ରହ୍ମପୁର ସମେତ ଅନ୍ୟାନ୍ୟ ସ୍ଥାନ…

ଜିଲ୍ଲା ବାହାରର ଶବକୁ ସ୍ୱର୍ଗଦ୍ୱାର ମନା

ପୁରୀ : ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲାର ଲୋକଙ୍କ ଶବଦାହକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ଏହି ନିୟମ ପ୍ରକାରେ ଆଜି ଠାରୁ ପୁରୀ ଜିଲ୍ଲା ବାହାରର…

କରୋନାର କରୁଣ ଚିତ୍ର : ଶତଚେଷ୍ଟା କରି ବି ସ୍ୱାମୀଙ୍କୁ ବଞ୍ଚାଇ ପାରିଲେନ

ଲକ୍ଷ୍ନୌ : ମଣିଷ ସମାଜକୁ ନାକେଦମ କଲାଣି କରୋନା ସଂକ୍ରମଣ । ଚାରିଆଡ଼େ ହାହା କାର । କିଏ ଚିକିତ୍ସା ପାଇଁ ଚିକ୍ରାର କରୁଛି ତ ଆଉ କିଏ ଅମ୍ଳଯାନ ପାଇବାକୁ ଗୋଟିଏ ହସ୍ପିଟାଲରୁ ଅନ୍ୟ ଏକ ହସ୍ପିଟାଲକୁ ଦୌଡ଼ୁଛି । ନିଜର ଲୋକକୁ ବଞ୍ଚାଇବାକୁ ଚାଲିଛି ପ୍ରାଣମୂର୍ଚ୍ଛା ଉଦ୍ୟମ । ଉତ୍ତରପ୍ରଦେଶର…

ମାଓବାଦୀଙ୍କ ଭାରତ ବନ୍ଦ ଡାକରା, ସରକାରୀ ବସ ଚଳାଚଳ ବନ୍ଦ

ମାଲକାନଗିରି : ମାଓବାଦୀଙ୍କ ପକ୍ଷରୁ ଆଜି ଅପରେସନ ପ୍ରହାରକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦ ଡାକରା ବେଳେ ମାଓବାଦୀ ହିଂସାକାଣ୍ଡ ଘଟାଇବା ଆଶଙ୍କା ଥିବାରୁ ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ବନ୍ଦ ଡାକରାର ଆଂଶିକ ପ୍ରଭାବ…

ରାଜ୍ୟରେ ଗୋଟିଏ ଦିନରେ ୬୫୯୯ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୪୦୫୬

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୬୫୯୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୧୪୦୫୬ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୬୨୯୩୧ ରୋଗୀ ସୁସ୍ଥ ହୋଇ…

ଓଡ଼ିଶାରେ ପ୍ଲାଟୋ ଷ୍ଟେଜରେ ଅଛି କରୋନା- ଡିଏମଇଟି ନିର୍ଦେଶକ

ଭୁବନେଶ୍ୱର : ଓଡିଶାରେ କରୋନା ପ୍ଲାଟୋ ଷ୍ଟେଜରେ ଅଛି ବୋଲି କହିଛନ୍ତି ଡିଏମଇଟି ନିର୍ଦେଶକ ସିବିକେ ମହାନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬ ହଜାରରୁ ଅଧିକ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଗତ ୫ ଦିନ ହେବ…

ମୁଖ୍ୟମନ୍ତ୍ରୀଙ୍କୁ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷଙ୍କ କୃତଜ୍ଞତା

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ମାଗଣା ଟିକା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଡ଼ ଘୋଷଣା କରିଥିବାରୁ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜେଡି ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ଧନ୍ୟବାଦ ଏବଂ କୃତଜ୍ଞତା ଜଣାଇଛନ୍ତି । କୋଭିଡ୍‌ର କଠିନ ସମୟରେ ମୁଖ୍ୟମନ୍ତ୍ରୀ…

ଅମ୍ଳଜାନ ଅଭାବ ଦୂର ପାଇଁ ପଦକ୍ଷେପ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ଅକ୍ସିଜେନ୍ ପ୍ଲାଣ୍ଟ

ନୂଆଦିଲ୍ଲୀ : ଦେଶରେ ଅକ୍ସିଜେନର ଅଭାବକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡ଼ ପଦକ୍ଷେପ ନେଇଛନ୍ତି । ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ଲାଣ୍ଟ ପାଇଁ…