Browsing Category

ରାଜ୍ୟ

ବିଶ୍ୱବ୍ୟାପୀ କରୋନାରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୯ କୋଟି ଅତିକ୍ରମ କଲା

ନୂଆଦିଲ୍ଲୀ: କରୋନାରେ ସଂକ୍ରମିତଙ୍କ ସଂଖ୍ୟା ସାଢ଼େ ୯ କୋଟି ଅତିକ୍ରମ କରିଥିବା ଜଣା ପଡିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବିଶ୍ୱବ୍ୟାପୀ ବଢି ୯ କୋଟି ୫୪ ଲକ୍ଷ ୫୧ ହଜାର ୮୦୪ରେ ପହଂଚିିଥିବା ବେଳେ ୨୦ ଲକ୍ଷ ୩୮ ହଜାର ୮୮୨ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୬…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୩,୭୮୮ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୩,୭୮୮ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୪୫ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୫,୭୧,୭୭୩ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…

୫ଦିନିଆ ରିମାଣ୍ଡରେ ଶୁଭ୍ରା କୁଣ୍ଡ

ଭୁବନେଶ୍ୱର: କୋଲକାତାରୁ ଗିରଫ ରୋଜଭ୍ୟାଲି ଗ୍ରୁପର ମୁଖ୍ୟ ଶୁଭ୍ରା କୁଣ୍ଡୁଙ୍କୁ ଭୁବନେଶ୍ୱରକୁ ଆଣିବା ପରେ ତାଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଥିଲା । ସିବିଆଇ ପକ୍ଷରୁ ୭ଦିନିଆ ରିମାଣ୍ଡ ଆବେଦନ କରାଯାଇଥିବା ବେଳେ କୋର୍ଟ ୫ ଦିନ ପାଇଁ ମଞ୍ଜୁରି ଦେଇଛନ୍ତି । ପୂର୍ବରୁ ରୋଜ ଭ୍ୟାଲି…

ଆଜିଠୁ ୫ ସେସନ୍ ରେ ଟିକାକରଣ

-ପ୍ରତି ମେଡିକାଲ କଲେଜରେ ୫ଟି କେନ୍ଦ୍ର -୧୦୦ ପରିବର୍ତ୍ତେ ୨୦୦ ଲୋକଙ୍କୁ ଟିକା -୭ରୁ ୧୦ଦିନ ଭିତରେ ପ୍ରଥମ ପର୍ଯ୍ୟାୟ ଶେଷ ଲକ୍ଷ୍ୟ ଭୁବନେଶ୍ୱର: ରାଜ୍ୟରେ କାଲିଠୁ ପୁଣି ଟିକାକରଣ ଚାଲିବ । ବଢିବ ଟିକାକରଣ କେନ୍ଦ୍ର ସଂଖ୍ୟା । ଗୋଟିଏ ଗୋଟିଏ କେନ୍ଦ୍ରରେ ଶହେ ବଦଳରେ ୨୦୦ ଜଣଙ୍କୁ ଟିକା…

ଆଜି ସୁଦ୍ଧା ୩୫ ଲକ୍ଷ ୬ ହଜାର ୧୮୩ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ

-ରାଜ୍ୟରେ ଖରିଫ ଧାନସଂଗ୍ରହ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଯୋଗାଣ ମନ୍ତ୍ରୀଙ୍କ ନର୍ଦ୍ଦେଶ ଭୁବନେଶ୍ୱର: ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ରାଜ୍ୟରେ ଖରିଫ ଧାନସଂଗ୍ରହ କାର୍ଯ୍ୟ ଚାଲୁ ରହିଥିବାବେଳେ ଆଜି ସୁଦ୍ଧା ମୋଟ ୩୫ ଲକ୍ଷ ୬ ହଜାର ୧୮୩ ମେଟ୍ରିକ୍ ଟନ୍ ଧାନ…

ଗଜପତିରୁ ଆନ୍ଧ୍ରକୁ ରକ୍ତଚନ୍ଦନ ଚୋରାଚାଲାଣ ବେଳେ ଜବତ ୨ ଅଟକ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ରକ୍ତଚନ୍ଦନ ଚୋରାଚାଲାଣ ବେଳେ ବନ ବିଭାଗ ଦ୍ୱାରା ଜବତ ହୋଇଛି । ଏହି ଚୋରାଚାଲାଣରେ ବ୍ୟବହୃତ ଏକ ଅଟୋକୁ ଜବତ କରାଯାଇ ଏଥିରୁ ଦେଢ କୁଇଣ୍ଟାଲ୍ ଓଜନର ୩ଗୋଟି ରକ୍ତଚନ୍ଦନ ଗଣ୍ଡିକୁ ଜବତ କରାଯାଇଛି । ରକ୍ତଚନ୍ଦନ ଚୋରାଚାଲାଣକାରୀ ୨…

ମୋ ସରକାରର ପ୍ରଭାବ: ଅଭିଯୋଗକାରୀ ମହିଳାଙ୍କୁ ଏତଲାର କପି ଦେଲା ପୋଲିସ

ରାଉରକେଲା: ନବୀନ ସରକାରରେ ଆଇନ ସବୁ ବେଳେ ତା ରାସ୍ତାରେ ଜିବ ବୋଲି କୁହାଯାଉଥିବା ବେଳେ ମୋ ସରକାରରେ ଆଇନ ଆଗରେ ସମସ୍ତେ ସମାନ ବୋଲି ଯାହା ନୀତି ନିୟମ ରହିଛି ତାହାର ଆଜି ଏକ ପ୍ରତିଫଳନ ଦେଖିବାକୁ ମିଳିଛି ରାଉରକେଲାରେ । ଜଣେ ଅବିବାହିତ ମହିଳା ନିଜ ଲୁଗା ପରିବର୍ତନ କରୁଥିବା ବେଳେ ସେହି…

ଅଜଣା ଗାଡ଼ି ଧକ୍କାରେ ବାଇକ୍ ଅ।ରୋହୀଙ୍କ ମୃତ୍ୟୁ

କୋରେଇ: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ବ୍ରଜନଗର ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକର ଶୋଚନୀୟ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ବାଲେଶ୍ଵର ଜିଲ୍ଲାର ଖଇରା ଥାନା ଅଧିନ କୁପାରି ଗ୍ରାମର ବାସୁଦେବ ବିଶ୍ୱାଳଙ୍କ ପୁଅ ଅଜିତ (୩୧) । ସେ ଗତକାଲି…

ବିଧାୟକ ପ୍ରଦୀପଙ୍କ ପାଇଁ ଅଡୁଆ ବଢିଲା : ଥାନାରେ ଆଉ ଏକ ମାମଲା ରୁଜ୍ଜୁ

ଗଞ୍ଜାମ: ଟାଟା ମୋଟର୍ସରେ ଚାକିରୀ କରାଇଦେବା ପାଇଁ ଠକେଇ ଅଭିଯୋଗରେ ଗିରଫ ହୋଇ ଜେଲ୍ ରେ ରହିଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଇଁ ଅଡ଼ୁଆ କ୍ରମଶଃ ବଢ଼ିବାରେ ଲାଗିଛି । ଗୋଳନ୍ଥରା ଥାନାରେ ବିଧାୟକଙ୍କ ନାମରେ ପୁଣି ଏକ ଠକେଇ ଲିଙ୍କ୍ ରେ ତୃତୀୟ ମାମଲା ୭/୨୧ ରେ ଭାରତୀୟ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୫,୧୪୪ ନୂଆ ମାମଲା

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧୫,୧୪୪ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୮୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୫,୫୭,୯୮୫ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…