Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୬,୩୧୧ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୬,୩୧୧ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧୬୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୪,୬୬,୫୯୫ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା…
ମାନବ ସମାଜକୁ ସୁରକ୍ଷିତ ରଖିବା ପାଇଁ ଭାରତ ପ୍ରସ୍ତୁତ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଦେଶରେ ବିକଶିତ ଦୁଇଟି କୋଭିଡ୍ ୧୯ ଟିକା ଦ୍ୱାରା ଭାରତ ମାନବ ସମୁଦାୟକୁ ସୁରକ୍ଷିତ ରଖିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । କୋଭିଡ୍ ୧୯ ମହାମାରୀ ସମସ୍ୟାର ସମାଧାନ ଲାଗି ଉଦ୍ଦିଷ୍ଟ ଏହି ଦୁଇଟି ଭାରତୀୟ ଟିକା ଦ୍ୱାରା ସମ୍ପୂର୍ଣ୍ଣ…
ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ୨,୨୨,୨୨୨ଟଙ୍କା ଦାନ କଲେ ପ୍ରଭାକର ରାଉତ
ଭୁବନେଶ୍ୱର: ୪୯୨ ବର୍ଷର ସଂଘର୍ଷ ପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ଶ୍ରୀରାମ ଜନ୍ମଭୂମିରେ ଭଗବାନ ରାମଙ୍କ ଭବ୍ୟମନ୍ଦିର ନିର୍ମାଣ ହେବାକୁ ଯାଉଅଛି । ରାଷ୍ଟ୍ରୀୟ ମର୍ଯ୍ୟାଦାର ପ୍ରତୀକଏହି ମନ୍ଦିର ୨୦୨୪ ମସିହା ସୁଦ୍ଧା ସଂପୂର୍ଣ୍ଣ ହେବ । ଏଥି ପାଇଁ ନିଶ୍ଚିନ୍ତି ହୋଇଅଛି ମକର ସଂକ୍ରାନ୍ତି…
କୋଭିଡ-୧୯ ଟୀକକରଣ ପାଇଁ ଦେଶବ୍ୟାପୀ ପ୍ରସ୍ତୁତି
-କୋ-ୱିନ ପରିଚାଳନା ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା
-ବିଶ୍ୱର ସର୍ବବୃହତ ଟୀକାକରଣ ଅଭିଯାନ ପାଇଁ ଦୃଢ ମୂଳଦୂଆ ଓ ସହାୟକ ବ୍ୟବସ୍ଥା ପ୍ରଦାନ କରିବା ଲାଗି ଉନ୍ନତ ଜ୍ଞାନକୌଶଳ
ନୂଆଦିଲ୍ଲୀ: ସମଗ୍ର ଦେଶରେ କୋଭିଡ-୧୯ ଟୀକାକରଣ ଲାଗି…
ଫଡ଼ନଭିସ୍ ଙ୍କ ସୁରକ୍ଷା ବ୍ୟବସ୍ଥାକୁ କମାଇ ଦେଲେ ଉଦ୍ଧବ ସରକାର
ବୁଲେଟ୍ ପ୍ରୁଫ୍ ଗାଡି ମଧ୍ୟ ଛଡାଇ ନେଲେ
ମୁମ୍ବାଇ: ମହାରାଷ୍ଟ୍ରର ଉଦ୍ଧବ ଠାକରେ ସରକାର ରବିବାର ବଡ ପଦକ୍ଷେପ ଉଠାଇଛି । ମହାରାଷ୍ଟ୍ର ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡ଼ନଭିସଙ୍କ ସୁରକ୍ଷା ହ୍ରାସ କରିଛନ୍ତି । ଏହାବ୍ୟତୀତ ଫଡନଭିସଙ୍କ…
ପାକ୍ ର ଅସ୍ତ୍ରବିରତି ଉଲ୍ଲଙ୍ଘନକୁ ଭାରତର ଜବରଦସ୍ତ ପ୍ରହାର : ଟଳିଲେ ୩ ପାକ୍ ସେନା, ୪ ପୋଷ୍ଟ ଧ୍ୱଂସ
ନୂଆଦିଲ୍ଲୀ: ପାକିସ୍ତାନ ତରଫରୁ ହୋଇଥିବା ଅସ୍ତ୍ରବିରତି ଉଲଙ୍ଘନର ଜବାବରେ ଭାରତୀୟ ସେନା ପାକିସ୍ତାନ ସେନାକୁ ମୁହଁତୋଡ ଜବାବ ଦେଇଛନ୍ତି । ଭାରତୀୟ ସେନା ରବିବାର ଦିନ କାଶ୍ମୀର ରଜୋରି ନୌସେରା ସେକ୍ଟରରେ ପାକ ସେନାକୁ ଅସ୍ତ୍ରବିରତି ଉଲଙ୍ଘନର ଜବାବରେ ୩ ପାକ ସେନାକୁ ଗୁଳି କରିଛି । ଅନେକ ପାକ…
ବିଶ୍ୱସ୍ତରୀୟ ହେବ ପାରାଦ୍ୱୀପ ମାଛଧରା ବନ୍ଦର
ପାରାଦ୍ୱୀପ: ପାରାଦ୍ୱୀପ ନେହେରୁ ବଙ୍ଗଳା ଠାରେ ଥିବା ମାଛଧରା ବନ୍ଦରକୁ ବିଶ୍ୱସ୍ତରୀୟ ମାଛଧରା ବନ୍ଦର କରିବାକୁ ଯୋଜନା ଆରମ୍ଭ ହୋଇଛି । ଏଥି ନିମନ୍ତେ ପ୍ରାୟ ୩୦ କୋଟି ଟଙ୍କାର ବଜେଟ୍ ଅନୁମୋଦନ ହୋଇଛି । ମାଛ ଧରା ବନ୍ଦର ବିଶ୍ୱସ୍ତରୀୟ ହେବା ଯୋଜନାର ସଫଳତା କାମନା କରିବା ସହ ମାନ୍ୟବର…
ଚୀନ୍ ର ଲଦାଖ ଚାଲ୍: ଆଲର୍ଟରେ ଭାରତ
ନୂଆଦିଲ୍ଲୀ: ଶୁକ୍ରବାର ପୂର୍ବ ଲଦାଖର ଚୁଶୂଲ ସେକ୍ଟର୍ ଅନ୍ତର୍ଗତ ଗୁରୁଙ୍ଗ ପାହାଡ଼ ପାଖରୁ ଭାରତ ଧରିଥିବା ଚୀନର ଜଣେ ସୈନିକଙ୍କୁ ତୁରନ୍ତ ଫେରାଇ ଦେବାକୁ ଚୀନ୍ କହିଛି । ଚୀନ୍ ସେନାର ଦୈନିକ ସମ୍ବାଦପତ୍ର "ପିଏଲ୍ଏ ଡେଲି' ଦ୍ୱାରା ପରି·ଳିତ ନିଉଜ୍ ପୋର୍ଟାଲ୍ "ଦି ·ଇନା ମିଲିଟାରି ଅନ୍ଲାଇନ୍'…
କୋଭିଡ୍ ଭ୍ୟାକ୍ସିନ୍: ଆଜି ପିଏମ୍-ସିଏମ୍ ଆଲୋଚନା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ତାରିଖ ଘୋଷଣା ପରେ ଆରମ୍ଭ ହୋଇଯାଇଛି ଟିକାକରଣ କାଉଣ୍ଟଡାଉନ୍ । ଆସନ୍ତା ୧୬ ତାରିଖରେ ଦେଶରେ ଆରମ୍ଭ ହେବ ବହୁ ପ୍ରତୀକ୍ଷିତ ଟିକାକରଣ । ଏହା ପୂର୍ବରୁ ଆସନ୍ତାକାଲି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ନରେନ୍ଦ୍ର…
ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ସୁରିନାମ ରାଷ୍ଟ୍ରପତ
ନୂଆଦିଲ୍ଲୀ: ଦକ୍ଷିଣ ଆମେରିକାର ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସନ୍ତୋଖି ୨୬ ଜାନୁଆରୀରେ ଗଣତନ୍ତ୍ର ଦିବସ ପରେଡରେ ମୁଖ୍ୟ ଅତିଥି ହେବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହା ଜଣାପଡ଼ିଛି । ଭାରତୀୟ ବଂଶୋଦ୍ଭବ ସନ୍ତୋଖି ରାଜପଥ ପରେଡରେ ସାମିଲ୍ ହେବେ । ସୂଚନାଯୋଗ୍ୟ…