Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
୨୦୨୧ ରଥଯାତ୍ରା ପାଇଁ ପ୍ରଥମ ଘଣ୍ଟ ବାଜିଲା
ପୁରୀ: ଆଜି ୨୦୨୧ ମସିହା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରଥମ ରଥଘଣ୍ଟ ବାଜିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟିମ୍ ମାଳ, ମହାର୍ଦ୍ଦ ଧରି କାଠ ଚିହ୍ନଟ ପାଇଁ ନୟାଗଡର ଦଶପଲ୍ଲା ଜଙ୍ଗଲ ଅଭିମୁଖେ ଗସ୍ତ କରିଛନ୍ତି । ଆସନ୍ତାକାଲି ବଡମୂଳସ୍ଥିତ ମା ବଡରାଉଲ ଠାକୁରାଣୀ ଠାରେ…
ମୃତ ଗୃହରକ୍ଷୀଙ୍କ ପରିବାରକୁ ୧ ଲକ୍ଷ ୮୪ ହଜାର ଆର୍ଥିକ ସହାୟତା ପ୍ରଦାନ
ଗଞ୍ଜାମ: ଛତ୍ରପୁର ଥାନାର ମୃତ ଗୃହରକ୍ଷୀ ସୁଧାଶୁଂ ଶେଖର ଦାଶଙ୍କ ପରିବାରକୁ ଗଞ୍ଜାମ ଗୃହରକ୍ଷୀ ବାହିନୀ ପକ୍ଷରୁ ୧ ଲକ୍ଷ ୮୪ ହଜାର ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ଗଞ୍ଜାମ ପୋଲିସ ଜିଲ୍ଲା ଅଧିନରେ କାର୍ଯ୍ୟରତ ସମସ୍ତ ଗୃହରକ୍ଷୀ ମାନେ ଗୋଟିଏ ଦିନର ଦରମା ୧ ଲକ୍ଷ ୮୦ ହଜାର ଟଙ୍କା…
ଖୋଲିଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
ଗଞ୍ଜାମ: ଆଜି ଠାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଖୋଲିଛି । ଏହା ପୂର୍ବରୁ ବିଶ୍ୱବିଦ୍ୟାଳୟର ସମସ୍ତ କୋଠରୀ ଓ ଏହାର ପରିସରକୁ ବିଶୋଧନ କରାଯାଇଛି । ଗତକାଲି ଠାରୁ ପ୍ରାୟ ୫୦ ରୁ ଅଧିକ ଛାତ୍ର ଛାତ୍ରୀ ହଷ୍ଟେଲରେ ଆସି ରହିଛନ୍ତି । ଗତ ମାର୍ଚ୍ଚ ମାସ ଠାରୁ ଛାତ୍ରାବାସ ଖାଲି ପଡିଥିଲା ।…
ପୋଡି ହୋଇ ପରିବାରର ୪ ଗୁରୁତର
ଝାରସୁଗୁଡ଼ା: ଝାରସୁଗୁଡ଼ା ବ୍ରଜରାଜନଗର ସ୍ଥିତ ହରିଓମ୍ ବିହାର ଠାରେ ଗତକାଲି ରାତିରେ ଘରେ ଶୋଇଥିବା ବେଳେ ପୋଡି ହୋଇ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି । ଆହତ ମାନେ ହେଲେ ରାଜେନ୍ଦ୍ର ସିଂ, ମଞ୍ଜିତ କୌର, ବଲଜିତ କୌର , ଇସ୍ମିତ କୌର ।
ସୂଚନା ଅନୁଯାୟୀ, ଗତକାଲି ଗୁରୁମିତ ସିଂଙ୍କ…
ବସ୍ ରେ ଲାଗିଲା ନିଆଁ, ଅଳ୍ପକେ ବର୍ତିଲେ ୩୦ ଯାତ୍ରୀ
କନ୍ଧମାଳ: କନ୍ଧମାଳ ଜିଲ୍ଲା କ. ନୂଆଗାଁ ଥାନା ଅନ୍ତର୍ଗତ ଧୁନ୍ଦିଆଡିହା ଘାଟିରେ ଆଜି ସକାଳେ ଏକ ଚଳନ୍ତା ବସ୍ ରେ ହଠାତ୍ ନିଆଁ ଲାଗିଯିବା ଫଳରେ ବସ୍ ଟି ସମ୍ପୂର୍ଣ୍ଣ ଜଳିଯାଇଛି । ହେଲେ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଛନ୍ତି ବସ୍ ରେ ଯାତ୍ରା କରୁଥିବା ୩୦ ଯାତ୍ରୀ । ସର୍ଟ ସର୍କିଟରୁ…
ଚୋରା ଗଞ୍ଜେଇ କାରବାରର ଭୂସ୍ୱର୍ଗ ପାଲଟିଛି ଗଜପତି, ପୁଣି ୧୮ କୋଟିରୁ ଉଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛକୁ ପୋଡି ନଷ୍ଟ…
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଗଞ୍ଜେଇ ଚୋରା କାରବାରର ଭୂସ୍ୱର୍ଗ ପାଲଟିଛି । ପୁଣି ବେଆଇନ ଭାବେ ଚାଷ କରାଯାଇଥିବା ୧୮ କୋଟିରୁ ଉଦ୍ଧ୍ୱର୍ ଟଙ୍କାର ଚୋରା ଗଞ୍ଜେଇ ଗଛକୁ ପୋଡି ଦିଆଯାଇଛି । ଘଟଣାରୁ ପ୍ରକାଶ,ଗଜପତି ଜିଲ୍ଲାପାଳ ଅନୁପମ ସାହା,ଏସପି ତପନ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ…
ବସ ଆଟୋ ମୁହାଁମୁହିଁ ଘଣ୍ଟାଏ କାଳ ଟ୍ରାଫିକ ଜାମ
କୋଲନରା: ଜେ କେ ପୁର ବାଲାଜି ମନ୍ଦିର ନିକଟରେ ବସ ଓ ଅଟୋ ମୁହାଁମୁହିଁ ଧୋକା ହେବା ଫଳରେ ପ୍ରାୟ ୧ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଟ୍ରାଫିକ ସମସ୍ୟା ଉପୁଜି ଥିଲା । ଜେ କେ ପୁରରେ ସହଯେ ଟ୍ରଫିକ ସମସ୍ୟା ଠିକ ଅଫିସ ସମୟ ହୋଇଥିବା ଯୋଗୁଁ ବହୁ ମାତ୍ରାରେ ଦୁଇ ଚକିଆ,ଚାରି ଚକିଆ ସମେତ ମାଲ ବୋଝେଇ…
ରାଜ୍ୟରେ ଗୋଟିଏ ଦିନରେ ୨୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୨୧୦୬
ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୨୪୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୨୧୦୬ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ…
ବିଭାଗ ହାଇକୋର୍ଟଙ୍କ ନିର୍ଦେଶ ପହଂଚିିବା ପରେ ନିଷ୍ପତି ନେବ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ
ସ୍କୁଲ ଫି ଛାଡ଼ ପ୍ରସଙ୍ଗ
ଭୁବନେଶ୍ୱର: ସ୍କୁଲ ଫି ଛାଡ଼ ପ୍ରସଙ୍ଗରେ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ କହିଥିବା ବେଳେ ଏ ପ୍ରସଙ୍ଗରେ ମତ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ କୋର୍ଟଙ୍କ ଏ…
ଟିକାକରଣ ଆରମ୍ଭ ହେବାର ଦୁଇ- ତିନି ଦିନ ପୂର୍ବରୁ ରାଜ୍ୟକୁ ଆସିପାରେ ଭ୍ୟାକ୍ସିନ: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଭୁବନେଶ୍ୱର: ଆଗାମୀ ୧୬ ତାରିଖରେ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଏହାର ଦୁଇ ତିନି ଦିନ ପୂର୍ବରୁ ରାଜ୍ୟକୁ ଭ୍ୟାକ୍ସିନ ଆସିପାରେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।
ଏଠାରେ ଉଲ୍ଲେଖ କରା ଯାଇ ପାରେ ଯେ ରାଜ୍ୟର ୧୬୦ଟି ସ୍ଥାନରେ ଟିକାକରଣ…