Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସିଡ୍ନୀ ଟେଷ୍ଟ ଡ୍ର’
ସିଡନୀ: ଟିମ୍ ଇଣ୍ଡିଆ କଙ୍ଗାରୁ ଟିମ୍କୁ ବ୍ୟାଟ୍ରେ ଦେଇଛି ଜବରଦସ୍ତ ଜବାବ ଏବଂ ହାରି ଯାଉଥିବା ସିଡନୀ ଟେଷ୍ଟ ମ୍ୟାଚକୁ ଡ୍ର' କରିଛି । କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେଙ୍କ ଆଉଟ୍ ପରେ ଅଭିଜ୍ଞ ଚେତେଶ୍ୱର ପୂଜାରା ଓ ଯୁବ ୱିକେଟକିପର ଋଷଭ ପନ୍ତ ଏବଂ ଶେଷ ଭାଗରେ ହନୁମା ବିହାରୀ ଓ ରବିଚନ୍ଦ୍ରନ୍…
ମହାରାଷ୍ଟ୍ର ହସ୍ପିଟାଲ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କ ସମ୍ପର୍କୀୟଙ୍କ ପାଇଁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀ ମହାରାଷ୍ଟ୍ରର ଭଣ୍ଡାରାସ୍ଥିତ ହସ୍ପିଟାଲରେ ଘଟିଥିବା ଦୁଃଖଦ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି…
୯ ରାଜ୍ୟରେ ଦେଖାଦେଲାଣି ବାର୍ଡ ଫ୍ଲୁ
ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁର ପ୍ରକୋପ ଦେଖିବାକୁ ମିଳିଛି । କିଛି ସ୍ଥାନରେ କୁକୁଡା ଓ ପକ୍ଷୀ ଗୁଡିକ ଅସ୍ୱାଭାବିକ ଭାବେ ମୃତ୍ୟୁବରଣ କରୁଥିବାର ଖବର ସାମ୍ନାକୁ ଆସୁଛି । ଶହ ଶହ ସଂଖ୍ୟାରେ ପକ୍ଷୀ ଗୁଡିକ ମରୁଥିବାରୁ ଏବେ ଏହା ଚିନ୍ତାର କାରଣ ପାଲଟିଛ । ଏସବୁ ଭିତରେ…
ବିଜୁବାବୁଙ୍କ ନାଁରେ ଦୂତାବାସ କୋଠରୀ
ନୂଆଦିଲ୍ଲୀ: ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ଇଣ୍ଡୋନେସିଆରେ ସମ୍ମାନ । ସ୍ୱାଧୀନତା ସଂଗ୍ରାମରେ ରହିଥିବା ତାଙ୍କର ଅବଦାନକୁ ପୁଣି ମନେ ପକାଇଛି ଦେଶ । ପାଇଲଟ୍ ହୋଇ ପ୍ରଧାନମନ୍ତ୍ରୀଙ୍କୁ ଉଦ୍ଧାର କରିବା ହେଉ କିମ୍ବା ଅର୍ଥନୀତି ସଂକଟ ସମୟରେ ଦେଶକୁ ଉଦ୍ଧାର କରିବା ହେଉ । ବିଦେଶ ମାଟିରେ…
ଆଇନ ପ୍ରତ୍ୟାହାର କରିବ ନା ଖଣ୍ଡପୀଠ ନେବେ ପଦକ୍ଷେପ
କୃଷି ଆଇନ ନେଇ କେନ୍ଦ୍ରକୁ ସୁପ୍ରିମ୍କୋର୍ଟଙ୍କ ଶକ୍ତ ଚାପୁଡ଼ା
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଲାଗୁ କରିଥିବା ୩ଟି ଯାକ କୃଷି ଆଇନର କାର୍ଯ୍ୟକାରିତା ଉପରେ ରୋକ୍ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । କୃଷି ଆନ୍ଦୋଳନ ସହ ଜଡ଼ିତ ସମସ୍ତ ପିଟିସନ୍ ଉପରେ ସୋମବାର ସୁପ୍ରିମ୍କୋର୍ଟରେ…
କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ୯୨.୩୭ କୋଟି ଟଙ୍କାର ବୋନସ୍ ଓ ଅନ୍ୟ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
-କେନ୍ଦୁପତ୍ର ବୋର୍ଡ ବୈଠକ
-ମୃତ୍ୟୁ ଓ ଅକର୍ମଣ୍ୟତା କ୍ଷେତ୍ରରେ ସହାୟତା ଦୁଇ ଲକ୍ଷକୁ ବୃଦ୍ଧି
ଭୁବନେଶ୍ୱର: କେନ୍ଦୁପତ୍ର ତୋଳାଳୀ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସୋମବାର ୯୨.୩୭ କୋଟି ଟଙ୍କାର ବୋନସ୍ ଏବଂ ଅନ୍ୟାନ୍ୟ ସହାୟତା ଘୋଷଣା କରିଛନ୍ତି…
ଆରଏସପିରେ ୪ ଶ୍ରମିକ ମୃତ୍ୟୁ ମାମଲାରେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ : ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର୍ ହେବାର…
ରାଉରକେଲା: ରାଉରକେଲା ଇସ୍ପାତ କାରଖାନାରେ ୫ ଦିନ ତଳେ ଗ୍ୟାସ୍ ଲିକ ହୋଇ ୪ ଜଣ ଠିକା ଶ୍ରମିକ ପ୍ରାଣ ହରାଇବା ଘଟଣାରେ ରାଜ୍ୟ ସରକାରଙ୍କ ଫାକ୍ଟ୍ରୀ ଓ ବୟଲର ବିଭାଗ ପକ୍ଷରୁ ତଦନ୍ତ ଚାଲିଥିବା ବେଳେ ଏଯାଏଁ ଏନେଇ କୋର୍ଟରେ ମାମଲା ରୁଜ୍ଜୁ ହୋଇନି । ପୁଲିସ ଏକ ମାମଲା ରୁଜୁ କରିଛି, ଏତିକି ବେଳେ…
୧ ଲକ୍ଷ ୩୬ ହଜାର ୫୦୦ ଟଙ୍କା ଇ-ଚାଲାଣ କଟାଗଲା : ୪୭ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ନେଇ ସୁପାରିଶ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲିସ ପକ୍ଷରୁ ବେପରୁଆ ଗାଡି ଚାଳକ ଓ କୋଭିଡ଼୍ କଟକଣା ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଗତ ୨୪ ଘଂଟା ମଧ୍ୟରେ ୪୭ଟି ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବା ନେଇ ସୁପାରିଶ କରାଯିବା ସହ ୧ ଲକ୍ଷ ୩୬ ହଜାର ୫୦୦ ଟଙ୍କା ଇ-ଚାଲାଣ…
ଚିତ୍ରକୋଣ୍ଡା ଡ୍ୟାମରେ ଛଡାଗଲା ୫ ଲକ୍ଷ ଯାଆଁଳ
ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକ ଚିତ୍ରକୋଣ୍ଡା ମେନ ଡ୍ୟାମରେ ୫ ଲକ୍ଷ ମାଛ ଯାଆଁଳ ଆଜି ଛଡା ଯାଇଛି । ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ଡ୍ୟାମରେ ଅତିରିକ୍ତ ଜିଲ୍ଲାପାଳ ବିରସେନ ପ୍ରଧାନ, ମତ୍ସ୍ୟ ବିଭାଗର ଉପନିର୍ଦେଶକ ସୁରେଶ ଚନ୍ଦ୍ର ବେହେରା, ମାଲକାନଗିରି…
ଟ୍ରକ୍ ପଛରେ ପିଟିଲା କାର୍ : ଦମ୍ପତି ଗୁରୁତର
ଜଗତସିଂହପୁର: କଟକ - ପାରାଦ୍ୱୀପ ରାସ୍ତାର କୁଜଙ୍ଗ ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମ ନିକଟରେ ଥିବା ଭାରତ ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳେ ଟ୍ରକ୍ ପଛରେ ଏକ କାର୍ ଧକ୍କା ଦେବା ଫଳରେ କାର୍ରେ ଯାତ୍ରା କରୁଥିବା ଦମ୍ପତି ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଉଦ୍ଧାର ପରେ ଚିକିତ୍ସା…