Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ ଭାରତ ଆଧୁନିକ ଯୁଦ୍ଧ ବିମାନ ନିର୍ମାଣକୁ ଦେଲା ଅନୁମୋଦନ
ନୂଆଦିଲ୍ଲୀ,: ପାକିସ୍ତାନ ସହିତ ସାମ୍ପ୍ରତିକ ସାମରିକ ଉତ୍ତେଜନା ଏବଂ ଏକ ନୂତନ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ମଧ୍ୟରେ ଭାରତ ଦେଶର ସବୁଠାରୁ ଉନ୍ନତ ଗୁପ୍ତ ଯୁଦ୍ଧ ବିମାନ (ଷ୍ଟେଲଥ ଫାଇଟର ଜେଟ) ନିର୍ମାଣ ପାଇଁ ଏକ କାର୍ଯ୍ୟକ୍ରମକୁ ଅନୁମୋଦନ ଦେଇଛି । ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ…
ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକରେ ଯୋଗ ଦେଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ
ପାରାଦୀପ, :- ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ପାରାଦ୍ବୀପ ସତନ୍ତ୍ର ପ୍ରଦକ୍ଷଣ ଗୃହରେ ଅନୁଷ୍ଠିତ ହୋଇଯାଇଛି।ଜଗତସିଂହପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଉପଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ଅତିରିକ୍ତ ପୋଲିସ ଅଧିକ୍ଷକ, ଗୋଷ୍ଠୀ ଉନ୍ନୟନ ଅଧିକାରୀ,…
ସହିଦ ପତ୍ନୀଙ୍କ କଲ୍ୟାଣ ପାଣ୍ଠିକୁ ୧.୧୦ କୋଟି ଦାନ କଲେ ପ୍ରୀତି ଜିଣ୍ଟା
ନୂଆଦିଲ୍ଲୀ, : ବଲିଉଡ୍ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମଧ୍ୟ ଆଇପିଏଲ୍ କ୍ରିକେଟ୍ ଦଳ ପଞ୍ଜାବ କିଙ୍ଗ୍ସର ମାଲିକାଣୀ ଏବଂ ଆଜିକାଲି ତାଙ୍କୁ ମ୍ୟାଚ୍ ସମୟରେ ଲଗାତାର ଷ୍ଟାଡିୟମରେ ଦେଖିବାକୁ ମିଳିଛି । ଏବେ ପ୍ରୀତି ଜିଣ୍ଟା ସେନା ପରିବାରକୁ ସହାୟତାର ହାତ ବଢ଼ାଇଛନ୍ତି । \"ଅପରେସନ୍ ସିନ୍ଦୂର\'…
ଅକ୍ଷୟଙ୍କୁ ୧୧ ଲକ୍ଷ ଟଙ୍କା ଫେରାଇଲେ ପରେଶ
ମୁମ୍ବାଇ,: ଅଭିନେତା ପରେଶ ରାୱଲ \"ହେରାଫେରି-୩\' ଛାଡ଼ିବାକୁ ନେଇ ମିଳିଥିବା ଲିଗାଲ ନୋଟିସ୍ ଉପରେ ମୁହଁ ଖୋଲିଛନ୍ତି । ତାଙ୍କ ଓକିଲ ଅମିତ ନାଇକ ଫିଲ୍ମ ନିର୍ମାତାଙ୍କୁ ଫିଲ୍ମ ଛାଡ଼ିବାକୁ ନେଇ ଉଚିତ ଆଇନଗତ ଜବାବ ପଠାଇଦେଇଛନ୍ତି । ଜବାବ ପଢିବା ପରେ ମାମଲା ଶାନ୍ତ ପଡ଼ିଯିବ ବୋଲି ପରେଶ ଏକ୍ସରେ…
ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟପାଳ
ଭୁବନେଶ୍ୱର,: କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ, ବରଂ ଭବିଷ୍ୟତରେ ଦାୟିତ୍ୱବାନ ନାଗରିକ ଭାବେ ମାଟ୍ରିକ ଟପ୍ପରମାନେ ଉତ୍କର୍ଷ ହାସଲ କରିବାକୁ ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି ଆହ୍ୱାନ ଜଣାଇଛନ୍ତି । ସୋମବାର ଦିନ ରାଜଭବନର ନ୍ୟୁ ଅଭିଷେକ ହଲ ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ୨୦୨୫…
ଜୁଲାଇ ୮ ପୂର୍ବରୁ ଆମେରିକା ସହିତ ବାଣିଜ୍ୟ ଚୁକ୍ତ
ନୂଆଦିଲ୍ଲୀ, : ଭାରତ ଏବଂ ଆମେରିକା ମଧ୍ୟରେ ଜୁଲାଇ ୮ ପୂର୍ବରୁ ଏକ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ହୋଇପାରେ । ଦୁଇ ଦେଶ ମଧ୍ୟରେ ଆଲୋଚନାରେ ଭାରତ ୧୦% ମୂଳ ଶୁଳ୍କ ସହିତ ୨୬% ଅତିରିକ୍ତ ଶୁଳ୍କ ହଟାଇବାର ସର୍ତ୍ତ ରଖିଛି । ଏପ୍ରିଲ ୨ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟ ୫…
ପାକ୍କୁ ମୋଦିଙ୍କ ଚେତାବାନୀ: ଖୁସିରେ ରୁହ, ରୁଟି ଖାଅ ନଚେତ ମୋର ଗୁଳି ଅଛ
ନୂଆଦିଲ୍ଲୀ, : ପୁଣିଥରେ ପାକିସ୍ତାନ ଉପରେ ଜୋରଦାର ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ପାକିସ୍ତାନକୁ ଚେତାବନୀ ଦେବା ସହ ଭାରତ ସହ ନ ଲାଗିବା ପାଇଁ ପରାମର୍ଶ ଦେଇଛନ୍ତି । ଗୁଜରାଟର ଭୁଜରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ପର୍ଯ୍ୟଟନରେ ବିଶ୍ୱାସ କରେ । ପର୍ଯ୍ୟଟକ…
କନ୍ଦାଗଡ଼ ଏମଏମସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶିଉନି ଏମଏମସିସି ଦଳ ଚାମ୍ପିୟାନ।
ଧର୍ମଗଡ଼, : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ କନ୍ଦାଗଡ଼ ଏମଏମସିସି କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ କନ୍ଦାଗଡ଼ ଖେଳ ପଡିଆ ରେ ମଙ୍ଗଳବାର କ୍ରିକେଟ ଉଦଯାପନି ମ୍ୟାଚ ଶିଉନି ଏମଏମସିସି ଦଳ ଓ ଆମପାଣି ବିବିସି ଦଳ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଉଦଯାପିତ କ୍ରିକେଟ…
କନ୍ଦାଗଡ଼ ଏମଏମସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶିଉନି ଏମଏମସିସି ଦଳ ଚାମ୍ପିୟାନ।
ଭୁବନେଶ୍ୱର, : ଆସନ୍ତା ମାସରେ ଓଡ଼ିଶାରେ ବିଜେପି ସରକାରଙ୍କ ଏକ ବର୍ଷ ପୂରଣ ହେବାକୁ ଯାଉଛି । ଏହି ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ରାଜ୍ୟ ପୂର୍ତ୍ତ, ଅବକାରୀ ଓ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି,…
ଚାରି ଦିନ ବ୍ୟାପି ଅଖଣ୍ଡ ଚବିଶ ପ୍ରହରୀ ମହାମନ୍ତ୍ର ନାମ ଯଜ୍ଞ
କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ କାଟେସାହି ଗ୍ରାମ ରେ ଭାବ ଭକ୍ତି ପୂର୍ଣ୍ଣ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଚଳିତ ମଇ ମାସ 22/23/24/25 ଚାରି ଦିନ ବ୍ୟାପି ଅଖଣ୍ଡ ଚବିଶ ପ୍ରହରୀ ମହାମନ୍ତ୍ର ନାମ ଯଜ୍ଞ ଅନୁଷ୍ଠିତ ହୋଇ ଯାଇଛି, ଶ୍ରୀ ଶ୍ରୀ ମହାବୀର ହନୁମାନ ଙ୍କ ବାର୍ଷିକ ଉତ୍ସବ…