Browsing Category

ରାଜ୍ୟ

ତନିସ୍କ ଆଖପାଖରେ ଥିବା ସମସ୍ତ ସୁନା ଦୋକାନ ମାନଙ୍କର ନିଜସ୍ୱ ପାକିଙ୍ଗ ସୁବିଧା ଥିବା ବେଳେ ତନିସ୍କ ତାହାର ପାକିଙ୍ଗ…

ବ୍ରହ୍ମପୁର ସହରରେ ସ୍ବତନ୍ତ୍ର ଭାବେ ବାଇକ ଓ ଚାରି ଚାକିଆ ଯାନର ପାକିଙ୍ଗ ବ୍ୟବସ୍ଥା ନ ଥିବା ବେଳେ ୨ ଚକିଆ ରାସ୍ତାର ସମସ୍ତ ଦୋକାନ ସମ୍ମୁଖରେ ବାଇକ ଲମ୍ବା ହୋଇ ରହିଥିଲା l ସହରର କିଛି ପ୍ରତିଷ୍ଠିତ ବ୍ୟବସାୟୀ l ତଥା ସୁନା ଦୋକାନ ତନିସ୍କ ସୁନା ଦୋକାନ ସାମନା, ଲସି ଦୋକାନ ସାମନା ତଥା ବହୁ…

ୱାଟ୍‌କୋ ପକ୍ଷରୁ ଲାଗୁହେଲା ପାଣି ପାଇଁ ‘ମିଟର ଭଡ଼ା

ଖରାଦିନରେ ନଦୀ ଓ କଳଭଣ୍ଡାର ସବୁକିଛି ଶୁଖୁଲା ପଡିଛି। ଜଳଉସରେ ଜଳର ଅଭାବ ଯୋଗୁଁ ଲୋକଙ୍କୁ ଦୈନିକ ଦୁଇଓଳା ପାଣି ଯୋଗାଇବା ସମ୍ଭବପର ହେଉନାହିଁ I ଏକ୍ଷେତ୍ରରେ ଦୈନିଜ ମାତ୍ର ଗୋଟିଏ ଥର ଜଳଯୋଗାଣ କରି ହାତ ଟେକିଦେଉଛି ୱାଟକୋ। ଏଭଳି ପରିସ୍ଥିତିରେ ଘାଟକୋ ପକ୍ଷରୁ ଲାଗୁ କରାଯାଇଥିବା ମିଟର…

ଗଣମାଧ୍ୟମ ପ୍ରତିନିଧି ଙ୍କ ସହଯୋଗ ରେ ଦିର୍ଘ ୧ ବର୍ଷ ପରେ ମାନସିକ ବିକାର ଯୁବକ ଙ୍କୁ ପରିବାର ଲୋକ ଙ୍କୁ ହସ୍ତାନ୍ତର…

ଧର୍ମଗଡ଼ : ଦିର୍ଘ ୧ ବର୍ଷ ପରେ ନିଜର ହଜିଥିବା ଭାଇ କୁ ଫେରି ପାଇଛି ଭଉଣୀ ଓ ପରିବାର ଲୋକେ। ଗତ ୨୦୨୪ ଏପ୍ରିଲ ୨୮ ତାରିଖରୁ ଢେଙ୍କାନାଳ ଜିଲ୍ଲା ଫରଜଙ୍ଗ ବ୍ଲକ କନ୍ଦସିଆ ଗ୍ରାମ ର ସ୍ବର୍ଗତ ଲକ୍ଷ୍ମଣ ସାହୁ ଙ୍କ ମାନସିକ ବିକାର ଗ୍ରସ୍ତ ପୁଅ ମାତୃ ପ୍ରସାଦ ଘରୁ ବାହାରି ନିଖୋଜ ଥିଲେ।ଏନେଇ…

ଓବିସି ସଂରକ୍ଷଣକୁ ନେଇ ଧର୍ମଗଡ଼ ଠାରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ଧର୍ମଗଡ଼ : ମୋହନ ସରକାର ସାମାଜିକ ଆର୍ଥିକ ପଛୁଆ ବର୍ଗ ପିଲାଙ୍କୁ ଶିକ୍ଷା କ୍ଷେତ୍ରରେ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରି ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଏହା ଏକ ଐତିହାସିକ ପଦକ୍ଷେପ ବୋଲି ଧର୍ମଗଡ଼ ଠାରେ ଆୟୋଜିତ ଏକ…

ଗ୍ରାମ୍ୟ ଉନ୍ନୟନ ବିଭାଗର ଭୁଲ ଡିଜାଇନ ଯୋଗୁଁ ବନ୍ଦ ହୋଇଗଲା ଗୋଲାଗଡ ସେତୁ ନିର୍ମାଣ,

ଧର୍ମଗଡ଼ : ବହୁମୁଖୀ ଇନ୍ଦ୍ରାବତୀ ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲ୍ଲାର ଜୟପାଟଣା, କୋକସରା, ଜୁନାଗଡ଼ ଓ ଧର୍ମଗଡ଼ ବ୍ଳକର ଚାଷୀମାନେ ବ୍ୟାପକ ଜଳସେଚନ ସୁବିଧା ପାଇ ପାରୁଛନ୍ତି | ଜଳବିଦ୍ୟୁତ ପ୍ରକଳ୍ପ ଯୋଗୁଁ ୧୧୦୦ ମେଗାଓ୍ବାଟର ବିଜୁଳି ଉତ୍ପାଦନ ସହିତ ଓଏପିସି ହଜାର ହଜାର କୋଟି ଟଙ୍କା…

ଏଭଳି ଭୁଲ ବରଦାସ୍ତ କରାଯିବନି: ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ, : ରାଗରେ ନିଆଁବାଣ ହେଲେ ପଞ୍ଜାବ କିଙ୍ଗ୍ସ ମାଲିକାଣୀ ତଥା ଅଭିନେତ୍ରୀ ପ୍ରୀତି ଜିଣ୍ଟା । ଦିଲ୍ଲୀ ବିପକ୍ଷ ମ୍ୟାଚ୍‌ ସମୟରେ ହୋଇଥିବା ଏକ ବଡ଼ ଭୁଲ ଯୋଗୁ ସେ ଚିହିଁକି ଉଠିଥିଲେ । ଏହା ପଛରେ ଦଳର ପରାଜୟ ଥିବା କୁହାଯାଉଥିଲେ ହେଁ ତାହା ଠିକ୍‌ ନୁହେଁ । ପଞ୍ଜାବ ଇନିଂସର ୧୫ତମ…

ପୁଣିଥରେ ମା\’ ହେବାକୁଯାଉଛନ୍ତି ଆଲିଆ

ମୁମ୍ବାଇ,: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୫ରେ ଡେବ୍ୟୁ କରିଥିଲେ । ଏହି ସମୟରେ ତାଙ୍କର ଷ୍ଟାଇଲିସ ଷ୍ଟାଇଲ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପ୍ରଥମେ ସେ ଏକ ସିଆପାରେଲି ଗାଉନ ପିନ୍ଧିଥିଲେ, ତା\'ପରେ ଲୋରିଆଲ ପ୍ୟାରିସ \"ଲାଇଟ୍ସ ଅନ ୱିମେନ୍ସ…

ଅଣ୍ଡରଗ୍ରାଉଣ୍ଡରେ ଦୌଡ଼ିବ ଭୁବନେଶ୍ୱର ମେଟ୍ରୋ ଟ୍ରେନ୍‌: ପୂର୍ତ୍ତମନ୍ତ୍ରୀ

ଭୁବନେଶ୍ୱର, : ବହୁ ପ୍ରତୀକ୍ଷିତ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ନେଇ ନୂଆଁ ଅପଡେଟ୍ ଆସିଛି । ରାଜ୍ୟ ସରକାର ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ୍ ବ୍ରିଜ୍ ଉପର ବଦଳରେ ମାଟି ଭିତର ଦେଇ ଚଳାଚଳ କରିବାକୁ ଯୋଜନା କରୁଛନ୍ତି । ଏଥିପାଇଁ ପ୍ରାୟତଃ ପ୍ରସ୍ତୁତି ସଂପର୍କିତ ଆଲୋଚନା ମଧ୍ୟ ହୋଇସାରିଛି ।…

ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର, : ଉତ୍କଳମାତାର ସୁଯୋଗ୍ୟ ସନ୍ତାନ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଥିଲେ ଏକାଧାରରେ ଆଦର୍ଶ ସୁଶାସକ, ପ୍ରଜାବତ୍ସଳ ଓ ଦୂରଦ୍ରଷ୍ଟା ରାଜା, ବିଚକ୍ଷଣ ରାଜନୀତିଜ୍ଞ, ଦେଶଭକ୍ତ, ଶିକ୍ଷାନୁରାଗୀ ଏବଂ ସାହିତ୍ୟାନୁରାଗୀ । ଓଡ଼ିଆଭାଷୀ ଅଞ୍ଚଳର ଏକତ୍ରୀକରଣ ଓ…

ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ଦେବ ୨.୬୯ ଲକ୍ଷ କୋଟ

ନୂଆଦିଲ୍ଲୀ,: ୨୦୨୪- ୨୫ ଆର୍ଥିକବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ୨.୬୯ ଲକ୍ଷ କୋଟିର ଲାଭାଂଶ ବାବଦ ପାଣ୍ଠି ପ୍ରଦାନ କରିବ । ଏହା ସର୍ବକାଳୀନ ରେକର୍ଡ ଏବଂ ପୂର୍ବବର୍ଷ ତୁଳନାରେ ୨୮ ପ୍ରତିଶତ ଅଧିକ । ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡର ୬୧୬ତମ…