Sign in
Sign in
Recover your password.
A password will be e-mailed to you.
Browsing Category
ସ୍ପେସିଆଲ
ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା!
ପୁରୀ,୩ା୧୧(ଡିକେ ନୁ୍ୟଜ): ଶ୍ରୀକ୍ଷେତ୍ର ଇତିହାସରେଯୋଡିହେବ ନୂଆ ଅଧ୍ୟାୟ । ଜାନୁଆରୀ ୧୭ତାରିଖରେହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା । ଶ୍ରୀମନ୍ଦିର
ପରିକ୍ରମା ପ୍ରକଳ୍ପ ନେଇ ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଜିର ଆଲୋଚନା ନେଇ କାଲିର ପରିଚାଳନା କମିଟି…
ପରଦାରେ ସିଦ୍ଧାନ୍ତ -ନୀତୁଙ୍କ ଯୋଡ଼ି
ଭୁବନେଶ୍ୱର, ୧ା୧୧ (ଡିକେନୁ୍ୟଜ୍): ଅଭିନେତା ସିଦ୍ଧାନ୍ତଙ୍କସାଥ୍ ପାଇଲେ ଜଣେ ଲୋକପ୍ରିୟଟେଲି ଅଭିନେତ୍ରୀ । ତାଙ୍କୁ ଦର୍ଶକଗାୟତ୍ରୀ ଭଳି ମେଗାଧାରାବାହିକରେ ଟାଇଟଲ
ରୋଲରେ ଦେଖିବାକୁପାଇଥିଲେ । ଏବେ ସେ ବିଟେଲିଜଗତରେ ସକ୍ରିୟ ଅଛନ୍ତି । ସେକେତେକ ସିନେମାରେ ବି ଆଗରୁନଜର ଆସିଛନ୍ତି । ଏଠାରେ…
ଆଜି ଭାରତ-ଶ୍ରୀଲଙ୍କା ମୁହାଁମୁହ
ମୁମ୍ବାଇ, ୧ା୧୧: ଚଳିତ ବିଶ୍ୱକପରେ ଭାରତନିଜର ପରବର୍ତ୍ତୀ ମ୍ୟାଚ୍ ଗୁରୁବାର ଶ୍ରୀଲଙ୍କା ସହଖେଳିବ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ।ଦିନିକିଆ ବିଶ୍ୱକପ୍ ଇତିହାସରେ ଉଭୟ ଦେଶ
୯ ଥର ଭେଟିଥିଲେ ମଧ୍ୟ ସ୍ଥିତି ୪-୪ ସମତୁଲସ୍ଥିତିରେ ରହିଛି । ଗୋଟିଏ ମୁକାବିଲାରୁ ଫଳବାହାରି ପାରି ନଥିଲା ।…
ମହାପ୍ରଭୁଙ୍କ ଆଶିଷ ଲୋଡିଲେ ରାଜ୍ୟପାଳ
ପୁରୀ,୧ା୧୧(ଡିକେ ନୁ୍ୟଜ): ନୂତନ ରାଜ୍ୟପାଳ ରଘୁବରଦାସ ଦାୟିତ୍ୱ ଗ୍ରହଣ କରିବା ପରେ ପୁରୀ ଆସି ଶ୍ରୀମନ୍ଦିରରେଶ୍ରୀଜିଉମାନଙ୍କୁ ଦର୍ଶନ କରିଛନ୍ତି । ରାଜ୍ୟପାଳ ଭାବେ ଦାୟିତ୍ୱ
ଗ୍ରହଣ କରିବା ପରେ ଏହା ରାଜ୍ୟପାଳଙ୍କର ପ୍ରଥମ ପୁରୀଗସ୍ତ । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ…
ଚନ୍ଦ୍ରବାବୁ ନାଇଡୁଙ୍କୁ ୪ ସପ୍ତାହ ପାଇଁ ମିଳିଲା ଅନ୍ତରୀଣ ଜାମିନ
ଅମରାବତି: ଦୁର୍ନୀତି ମାମଲାରେ ଗିରଫହୋଇଥିବା ଆନ୍ଧ୍ର ପ୍ରଦେଶର ପୂର୍ବତନମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ ଚନ୍ଦ୍ରବାବୁ
ନାଇଡୁଙ୍କୁ ଜାମିନ ମିଳିଛି । ୫୨ ଦିନ ଧରିଜେଲରେ ରହିବା ପରେ ଚନ୍ଦ୍ରବାବୁ ନାଇଡୁଙ୍କୁ୪ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ
କରିଛନ୍ତି ଆନ୍ଧ୍ର ହାଇକୋର୍ଟ ।…
ଶପଥ ନେଲେ ନୂଆ ରାଜ୍ୟପାଳ
ଭୁବନେଶ୍ୱର,୩୧ା୧୦(ଡିକେ ନୁ୍ୟଜ):ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥନେଇଛନ୍ତି ରଘୁବର ଦାସ । ଓଡ଼ିଶାର୨୬ତମ ରାଜ୍ୟପାଳ ଭାବେ ରଘୁବରଦାସଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ହାଇକୋର୍ଟର ମୁଖ୍ୟବି·ରପତି ବିଦ୍ୟୁତରଞ୍ଜନ ଷଡଙ୍ଗୀ ।ରାଜଭବନ ଅଭିଷେକ ହଲରେ ସକାଳ୧୧ଟା ୪୫ମିନିଟରେ ଶପଥ ଗ୍ରହଣ…
ଦକ୍ଷିଣ ପରେ ଏବେ ପଶ୍ଚିମ ଓଡ଼ିଶା ବିକାଶ କ୍ଷେତ୍ରରେ ଯୋଡ଼ିହେବ କଳାହାଣ୍ଡି
ଭୁବନେଶ୍ୱର,୩୧ା୧୦(ଡିକେ ନୁ୍ୟଜ):ଆସନ୍ତାକାଲି କଳାହାଣ୍ଡି ଗସ୍ତରେ ଯିବେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ
ନେଇ ଉତ୍ସବମୁଖର ହୋଇଉଠିଛି କଳାହାଣ୍ଡି ।ଦକ୍ଷିଣ ପରେ ଏବେ ପଶ୍ଚିମ ଓଡ଼ିଶା । ଲକ୍ଷ୍ମୀବସ୍ ଯୋଜନା, ମେଡ଼ିକାଲ କଲେଜ ଏବଂ
ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିବେ ।ବିକାଶ…
୫-ଟି ଅଧ୍ୟକ୍ଷଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ
୩୧ା୧୦(ଡିକେ ନୁ୍ୟଜ):ନବୀନ ନିବାସରେ ୫-ଟି ଓ ନବୀନଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁଭେଟିଛନ୍ତି ରାଜ୍ୟ ବିଭିନ୍ନ ସରକାରୀ ଓବେସରକାରୀ ସଂଘର କର୍ମକର୍ତ୍ତା । ଏଥିସହଭିକେ ପାଣ୍ଡିଆନଙ୍କୁ ଶୁଭେଛା ଜଣାଇଛନ୍ତି ।ପ୍ରାୟ ୨୦ରୁ ଅଧିକ ସଂଘର କର୍ମକର୍ତ୍ତାସାକ୍ଷାତକରି ନୂଆ ଦାୟିତ୍ୱ ପାଇଁ…
ବାଲେଶ୍ୱର ଓ ବଲାଙ୍ଗୀରରେ “ଆମ ଓଡିଶା ନବୀନ ଓଡିଶା’ର ଶୁଭାରମ୍ଭ
ଭୁବନେଶ୍ୱର,୩୧ା୧୦(ଡିକେ ନୁ୍ୟଜ):ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀମହତ୍ୱକାଂକ୍ଷୀ ଯୋଜନା "ଆମ ଓଡିଶାନବୀନ ଓଡିଶା' ମାଧ୍ୟମରେ ନୂଆ ଓଡିଶା
ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢକରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ ।ଏହି କାର୍ଯ୍ୟକ୍ରମର ଫୋକସ୍ ହେବ ପ୍ରତିପଞ୍ଚାୟତ, ପ୍ରତି ଗାଁ । ଆଜି…
ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବା ସହିତ ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହେବାରେ ଲାଗିଛି ।
ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବା ସହିତ ଜୀବଜନ୍ତୁଙ୍କ ପ୍ରତି ବିପଦ ସୃଷ୍ଟି ହେବାରେ ଲାଗିଛି ।
ଡୁମାଣି ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଅକ୍ଷୟ କୁମାର ପଟ୍ଟନାୟକ ଜୀବେଦୟା
ଓ ପରିବେଶ ସୁରକ୍ଷା ବାର୍ତ୍ତାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁ ଉଦ୍ୟମରତ ।