Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
୯୭ଟି ତେଜସ ବିମାନ ଓ ୧୫୬ ପ୍ରଚଣ୍ଡ ହେଲିକପ୍ଟର ସାମିଲ
ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନା । ବଢ଼ିବ ଭାରତୀୟ ସେନାର ଶକ୍ତି । ଭାରତରେ ସୈନ୍ୟ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ । ପ୍ରତିରକ୍ଷା ବୋର୍ଡ ୯୭ଟି ଅତିରିକ୍ତ ତେଜସ ବିମାନ ଏବଂ ୧୫୬ ପ୍ରଚଣ୍ଡ ଲଢ଼ୁଆ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ଦେଇଛି । ଉଭୟ…
ଦେଶ-ବିଦେଶରେ ଭାରତ ଜେନେରିକ୍ ଔଷଧର ଚାହିଦା ବଢୁଛ
ନୂଆଦିଲ୍ଲୀ: ଭାରତକୁ ବିଶ୍ୱର ଫାର୍ମାସୀ କୁହାଯାଏ । କାରଣ ଏଠାରୁ ସମଗ୍ର ବିଶ୍ୱକୁ ଔଷଧ ଯୋଗାଇ ଦିଆଯାଇଥାଏ । କାରଣ ଭାରତରେ ବଡ଼ ବଡ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡିକ ବ୍ରାଣ୍ଡେଡ୍ ଔଷଧ ପ୍ରସ୍ତୁତ କରିଥାନ୍ତି । ଅପରପକ୍ଷେ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ (ଏମ୍ଏସ୍ଏମ୍ଇ) କ୍ଷେତ୍ରର…
ଟାଟା ପାୱାର ପକ୍ଷରୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ
ଭୁବନେଶ୍ୱର, : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ ମାଧ୍ୟମ, ନୂତନ ସଂଯୋଗ ଅଫର ଏବଂ ନିରାପତ୍ତା ମାର୍ଗଦର୍ଶିକା ମଧ୍ୟ ପ୍ରଦର୍ଶିତ କରିବ । ଓଡ଼ିଶାର ସାଂସ୍କୃତିକ ଐତିହ୍ୟରେ ଗଭୀର ଭାବେ ଜଡ଼ିତ ବାଲିଯାତ୍ରା ବିଭିନ୍ନ ଖାଦ୍ୟପେୟ ଓ ବାଣିଜ୍ୟ ମେଳାଠାରୁ ଆରମ୍ଭ କରି…
ଆସିଲା ୫ ରାଜ୍ୟର ବୁଥ୍ ବାହୁୂଡା ମତ
ତେଲେଙ୍ଗାନା: ଦକ୍ଷିଣ ରାଜ୍ୟ ତେଲେଙ୍ଗାନାରେ ଭୋଟ ଗ୍ରହଣ ଶେଷ ହୋଇଛି । ସଂଧ୍ୟା ୫ଟା ସୁଦ୍ଧା ୬୩.୯୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ଇତି ମଧ୍ୟରେ ଏହି ନିର୍ବାଚନ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ବୁଥ ବାହୁଡ଼ା ମତ ବା ଏଗଜିଟ୍ ପୋଲ ରିପୋର୍ଟ ପ୍ରକାଶ ପାଇଛି । ଏସବୁ ରିପୋର୍ଟ…
ସାକାର ହେଉଛି ‘ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା’ ଲକ୍ଷ୍ୟ
ଭୁବନେଶ୍ୱର, ୩୦ା୧୧ : ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଲୋକଙ୍କ ଭରଷା ବଢିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଗୁରୁବାର ଭିଡିଓ କନଫରେନ୍ସ ଜରିଆରେ ସାରା ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପର ଶୁଭାରମ୍ଭ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।…
ଆସିଲା ଟିମ୍ ଇଣ୍ଡିଆର ନୂଆ କାର୍ଯ୍ୟସୂଚୀ
ନୂଆଦିଲ୍ଲୀ,୨୯ା୧୧: ଭାରତୀୟ ଦଳ ୨୦୨୪ରେ ଶ୍ରୀଲଙ୍କା ଗସ୍ତ କରିବ । ସେଠାରେ ଦଳକୁ ୬ଟି ହ୍ୱାଇଟ୍ ବଲ ମ୍ୟାଚ ଖେଳିବାକୁ ପଡିବ । ଏଥିରେ ୩ଟି ଦିନିକିଆ ଏବଂ ୩ ଟି-୨୦ ଅନ୍ତର୍ଜାତୀୟ ସାମିଲ ଅଛି । ଏହି ହ୍ୱାଇଟ୍ ବଲ ସିରିଜ ଜୁଲାଇରେ ଖେଳାଯିବ । ଏହି ସିରିଜ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଘୋଷଣା…
ସଲମାନଙ୍କୁ ପୁଣି ହତ୍ୟା ଧମକ
ମୁମ୍ବାଇ, ୨୯ା୧୧: ଅପରାଧୀଙ୍କ ଟାର୍ଗେଟରେ ବଲିଉଡର ଭାଇଜାନ୍ ସଲମାନ ଖାନ୍ । ତାଙ୍କୁ ପୁଣି ଥରେ ମିଳିଛି ହତ୍ୟା ଧମକ । ଅନେକ ଥର ତାଙ୍କୁ ହତ୍ୟା ଧମକ ମିଳିଥିବା ବେଳେ ଏବେ ପୁଣି ତାଙ୍କୁ ପାଖକୁ ଧମକ ଭରା ମେସେଜ ଆସିଛି । ଏହାପରେ ମୁମ୍ବାଇ ପୋଲିସ ଆଲର୍ଟ ମୁଡ୍ ଆସିଯାଇଛି । ସୂଚନା…
ଟି-୨୦ ଓ ଦିନିକିଆ ସିରିଜରୁ ବ୍ରେକ୍ ନେବେ ବିରାଟ!
ମୁମ୍ବାଇ, ୨୯ା୧୧: କ୍ରିକେଟରୁ କିଛି ସମୟ ପାଇଁ ବ୍ରେକ୍ ନେବେ କିଙ୍ଗ କୋହଲି । ଆଗାମୀ ଟି-୨୦ ବିଶ୍ୱକପ୍, ୱାଲ୍ଡ ଟେଷ୍ଟ ଚମ୍ପିଆନସିପ୍ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି ବିରାଟ କିଛି ଦିନ କ୍ରିକେଟରୁ ବିଶ୍ରାମ ନେଇପାରନ୍ତି । ହେଲେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଜାତୀୟ…
ମୁଖ୍ୟକୋଚ୍ ଭାବେ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ବୃଦ୍ଧି
ନୂଆଦିଲ୍ଳୀ, ୨୯ା୧୧: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷ ହୋଇଯାଉଥିବାରୁ ସେ ଆଗକୁ ସେହି ପଦରେ ରହିବେ କି ନାହିଁ ବୋଲି ଦ୍ୱନ୍ଦ୍ୱ ରହିଥିଲା । କେହି କେହି ରାହୁଲ ଆଉ କୋଚ୍ ବନିବେ ନାହିଁ ବୋଲି ଅନୁମାନ କରୁଥିବା ବେଳେ ଆଉ କେହି ତାଙ୍କ…
ନିଃସ୍ୱାର୍ଥପର ଓ ନିଷ୍ଠାର ସହ କାମ କର
ଭୁବନେଶ୍ୱର,୨୯ା୧୧ : ଆଜି ରାଜ୍ୟର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟର ବିଭିନ୍ନ ମେଡିକାଲ କଲେଜ ଓ ଡାକ୍ତରଖାନାରେ ୩୭୩୨ ଜଣ ନର୍ସିଂ ଅଫିସର ଯୋଗ ଦେଇଛନ୍ତି । ଏଥିପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମଠାରେ ଏକ ନିଯୁକ୍ତି ପର୍ବର ଆୟୋଜନ କରାଯାଇଥିଲା । ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ…