Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଏଣିକି ସବୁ ବ୍ଲକ୍ରେ କଏନ୍ ଏକ୍ସଚେଞ୍ଜ
ଭୁବନେଶ୍ୱର,୨୯ା୧୧ : ରାଜ୍ୟର ୩୧୪ ବ୍ଲକରେ ହେବ କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ । ବିଭିନ୍ନ ବ୍ୟାଙ୍କ ଜରିଆରେ ଡିସେମ୍ବରରୁ ଆରମ୍ଭ ହେବ ଏହି କଏନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ । ୩ ମାସ ମଧ୍ୟରେ ସବୁ ବ୍ଲକ ବଜାର ସ୍ଥାନରେ ଏହି ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ହେବ । ଏଥିରେ ଲୋକମାନେ କଏନ ସହ ମଇଳା ଓ…
ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୯ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଅପରାହ୍ନ ୪ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କୁ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ କର୍ମଚାରୀମାନଙ୍କୁ ସମ୍ବୋଧିତ…
ହକିରେ ଓଡ଼ିଶା ବାଳକ ଦଳକୁ ସ୍ୱର୍ଣ୍ଣ, ବାଳିକାଙ୍କୁ ବ୍ରୋଞ୍ଜ
ଭୁବନେଶ୍ୱର, ୨୮ା୧୧ : ମାଲେସିଆରେ ଅନୁଷ୍ଠିତ ୧୭ ବର୍ଷରୁ କମ୍ ମିର୍ନାୱାନ୍ କପ୍ ହକି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ବାଳକ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୪-୩ ଗୋଲରେ ହରାଇ •ମ୍ପିୟନ ହୋଇଛି । ସେହିପରି ପ୍ଲେ-ଅଫରେ ଦକ୍ଷିଣ ଆଫ୍ରିକାକୁ ୨-୦ରେ ହରାଇ ବାଳିକା ଦଳ ତୃତୀୟ ସ୍ଥାନ ହାସଲ କରିଛି…
ପ୍ରଥମ ଥର ଲିଥିୟମ ଓ ଗ୍ରାଫାଇଟ୍ ଭଳି ଖଣିଜର ହେବ ନିଲାମ
ନୂଆଦିଲ୍ଲୀ: ପ୍ରଥମ ଥର ଖଣି ମନ୍ତ୍ରାଳୟ, ଭାରତରେ ଲିଥିୟମ, ଗ୍ରାଫାଇଟ ଭଳି ମହତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ନିଲାମୀ କରିବାକୁ ଯାଉଛି । ନଭେମ୍ବର ୨୯ ତାରିଖରେ ଏହାର ପ୍ରଥମ ପର୍ଯ୍ୟାୟ ୨୦ ଗୁରୁତ୍ୱପୂର୍ଣ୍ଣ ଖଣି ପାଇଁ ନିଲାମ ଡକାଯିବ । ଏନେଇ ଖଣି ମନ୍ତ୍ରାଳୟ ତରଫରୁ ଏକ ବିବୃତ୍ତିରେ ସୂଚନା…
ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳରେ ମାଡ଼ ହେବା ଆଶଙ୍କା
ଭୁବନେଶ୍ୱର,୨୮ା୧୧ : ଆସୁଛି ବାତ୍ୟା । ଦକ୍ଷିଣ ଆଣ୍ଡମାନ ପାଶ୍ୱର୍ବର୍ତ୍ତୀ ମଲାକା ରାଜ୍ୟରେ ଲଘୁ•ପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ବୁଧବାର ସୁଦ୍ଧା ଏହା ଅବପାତର ରୂପ ନେବ । ପରବର୍ତ୍ତୀ ୪୮ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ । ସମ୍ଭାବ୍ୟ…
ରତ୍ନଭଣ୍ଡାର ଲେଜର ସ୍କାନିଂ ଆରମ୍ଭ
ପୁରୀ,୨୮ା୧୧ : ଶ୍ରୀମନ୍ଦିର ରତ୍ନଭଣ୍ଡାରର ଆରମ୍ଭ ହେଲା ଲେଜର ସ୍କାନିଂ । ଏଥିପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି ଏଏସଆଇର ବୈଷୟିକ ଟିମ୍ । ଏଏସ୍ଆଇ ସୁପରିଟେଣ୍ଡେଣ୍ଟ ଡି.ବି. ଗଡନାୟକଙ୍କ ନେତୃତ୍ୱରେ ୧୫ ଜଣିଆ ଟିମ୍ ରତ୍ନଭଣ୍ଡାରର ଲେଜର ସ୍କାନିଂରେ ନିୟୋଜିତ ହେବେ । ସ୍କାନିଂ ପାଇଁ…
୧୭ ଦିନର ସଂଘର୍ଷ : ଫେରିଲା ଜୀବନ
ଉତ୍ତରକାଶୀ,୨୮ା୧୧: ଦିନେ କି ଦୁଇ ଦିନ ନୁହେଁ ପୂରା ୧୭ ଦିନ । କେମିତି ବିତିଥିଲା ସେହି ରାତି, କେମିତି କଟିଲା ସେସବୁ ଅନ୍ଧାରୀ ଦିନ । ତାହା କେବଳ ସେହି ଶ୍ରମିକ ମାନେ ହିଁ ଜାଣନ୍ତି । ଏହି ୧୭ ଦିନ ଭିତରେ ସମସ୍ତେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିଜ ସାମର୍ଥ୍ୟ ଲଗାଇ ଦେଇଥିଲେ । କିଏ…
ଏଣିକି ଗାଁରେ ହାତ ପାହାନ୍ତାରେ ବ୍ୟାଙ୍କ ସେବା
ଭୁବନେଶ୍ୱର,୨୮ା୧୧ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ଯୁଗାନ୍ତକାରୀ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି । ଏହାଦ୍ୱାରା ବ୍ୟାଙ୍କ ସୁବିଧା ନ ଥିବା ୪୩୭୩ ପଞ୍ଚାୟତରେ ଲୋକମାନେ ବ୍ୟାଙ୍କିଙ୍ଗ ସୁବିଧା ପାଇବେ । ୨୦୨୪ ମାର୍ଚ୍ଚ…
ଚାଇନାରେ ସଙ୍କଟ: ଓଡିଶା ଆଲର୍ଟ |
ଭୁବନେଶ୍ୱର,୨୮ା୧୧ : ଚୀନ୍ରେ ବ୍ୟାପୁଥିବା ନିମୋନିଆକୁ ନେଇ ରାଜ୍ୟ ସରକାର ସଚେତନ ଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ଆଗୁଆ ସଚେତନ ରହିବାକୁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି । ଯଦିଓ ଏ ଭାଇରସ୍…
ଆଇପିଏଲ୍ ୨୦୨୪: ଗୁଜୁରାଟ୍ ଟାଇଟନ୍ସର ନେତୃତ୍ୱ ନେବେ ଶୁଭମନ୍
ମୁମ୍ବାଇ: ଗିଲ୍ଙ୍କ ମୁଣ୍ଡରେ ତାଜ୍ । ଆଇପିଏଲ୍ର ଆଗାମୀ ସିଜିନ୍ରେ ଗୁଜୁରାଟ ଟାଇଟନ୍ସର ଅଧିନାୟକ ହେବେ ଶୁଭମନ୍ ଗିଲ୍ । ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ହାର୍ଦ୍ଦିକ ପାଣ୍ଡ୍ୟା ଯିବା ପରେ ଶୁଭମନ୍ ଗିଲ୍ଙ୍କୁ ଏହି ଦାୟିତ୍ୱ ମିଳିଛି । ୨୦୨୪ ସିଜିନ୍ରେ ଟିମ୍ର ଲିଡ୍ ନେବେ ଶୁଭମନ୍ ।…