Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
୨୫ ରୁ ରାଜ୍ୟସ୍ତରୀୟ କୁମାର ସ୍ୱାମୀ ମହୋତ୍ସବ
ଭବାନୀପାଟଣା, : କଳାହାଣ୍ଡି କଳା, ସଂସ୍କୃତି, ଐତିହ୍ୟ, ସାହିତ୍ୟ, ପରମ୍ପରାର ବାର୍ତ୍ତାବହ ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା ରାଜ୍ୟ ସ୍ତରୀୟ କୁମାରସ୍ୱାମୀ ମହୋତ୍ସବ୨୦୨୩ ଆସନ୍ତା ନଭେମ୍ବର ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ । କଳାହାଣ୍ଡି…
ପାଣି ଅଭାବରୁ ଧାନ ଜମି ଫାଟି ଆଁ, ମରୁଡ଼ି ଆଶଙ୍କା
କେନ୍ଦ୍ରାପଡ଼ା, : କେନ୍ଦ୍ରାପଡ଼ା ବ୍ଲକ ସମେତ ଜିଲ୍ଲାର ବିଭିନ୍ନ ଅଂଚଳରେ ଥିବା ଧାନ ଜମି ଗୁଡିକ ପାଣି ଅଭାବରୁ ଶୁଖିଲା ହେବା ସହ ଫାଟି ଆଁ କରିଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଚାଷୀ କୂଳ ହତାଶରେ ଥିବାବେଳେ ସୁସ୍ଥ ସବଳ ଧାନ ଗଛ ଗୁଡିକ ପାଣି ବିନା ଗଜା ମରୁଡି ଧରିବାର ଆଶଙ୍କା ଦେଖା…
ସହର ଓ ଗାଁ ଭିତରେ ରହିବନି ଫରକ
ଭୁବନେଶ୍ୱର, : ବିକାଶ ଯାତ୍ରାରେ ସାମିଲ ହୋଇଛି ରାଜ୍ୟର ସବୁ ପଞ୍ଚାୟତ । ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ ସଂସ୍କୃତିର ସମନ୍ୱୟରେ ସଶକ୍ତ ଓଡ଼ିଶାର ମାର୍ଗକୁ ପ୍ରଶସ୍ତ କରିଛି "ଆମ ଓଡ଼ିଶା ନବୀନ ଓଡ଼ିଶା' । ଗ୍ରାମୀଣ ଭିତ୍ତିଭୂମିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ…
ଭାରତ-ଆମେରିକା ମିଳିତ ଭାବେ ଚୀନ୍କୁ ଦେବେ ଟକ୍କର
ଆମେରିକା: ଆମେରିକାର ପ୍ରତିରକ୍ଷା ମନ୍ତ୍ରୀ ଓଲିଉଡ ଅଷ୍ଟିନ କହିଛନ୍ତି ଯେ ଆମେ (ଭାରତ-ଆମେରିକା) ଭାରତ ସହ ଅନ୍ତରୀକ୍ଷରୁ ନେଇ ସମୁଦ୍ର ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରୁଛୁ । ଟୁ ପ୍ଲସ ଟୁ ମିଟିଂ :- ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ…
ଡଲାର ତୁଳନାରେ ନିମ୍ନସ୍ତରରେ ଭାରତୀୟ ମୁଦ୍ରା
ନୂଆଦିଲ୍ଲୀ: । କରେନ୍ସି ଡିଲରଙ୍କ ଅନୁସାରେ, ଅସ୍ଥିରତାକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନେଉଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ଶୁକ୍ରବାର କିଛି କରି ନଥିଲା । ଅପରାହ୍ନ୧.୫୫ରେ ଭାରତୀୟ ମୁଦ୍ରା ୮୩.୪୦ ଟଙ୍କା ପ୍ରତି ଡଲାରରେ କାରବାର କରୁଥିଲା । ଡଲାର ତୁଳନାରେ ଭାରତୀୟ ମୁଦ୍ରାର ସବୁଠୁ…
ରପ୍ତାନୀ କାର୍ଯ୍ୟରେ ବ୍ୟବହୃତ ପାଇଁ ଟାଟା ଷ୍ଟିଲ୍ ପକ୍ଷରୁ ଇ-ଫର୍କ ଲିଫ୍ଟର ଶୁଭାରମ୍ଭ
ଭୁବନେଶ୍ୱର,: ଦେଶର ପ୍ରମୁଖ ଘରୋଇ ସଂସ୍ଥା ଟାଟା ଷ୍ଟିଲ୍ର ଫେରୋ ଆଲଏଜ ଆଣ୍ଡ ମିନେରାଲ୍ସ ଡିଭିଜନ (ଏଫ୍ଏଏମ୍ଡି) ପକ୍ଷରୁ ଏକ ନୂତନ ତଥା ଅତ୍ୟାଧୁନିକ ଇ-ଫର୍କ ଲିଫ୍ଟର ଶୁଭାରମ୍ଭ କରାଯାଇଛି । ବିଶେଷକରି ଦୀର୍ଘସ୍ଥାୟୀ ପରିଚାଳନା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହୋଇଥିବା ବେଳେ…
ସ୍ୱାସ୍ଥ୍ୟସେବାରେ ବଡ଼ ବିପ୍ଳବ ହସ୍ପିଟାଲରେ ରହିବନି ବେଡ଼ ଅଭାବ
ଭୁବନେଶ୍ୱର,୧୧ା୧୧ : ରୋଗୀ ସେବାରେ ବଡ଼ ବିପ୍ଳବ ଆଣିବାକୁ ଯାଉଛନ୍ତି ରାଜ୍ୟ ସରକାର । ପ୍ରତି ହସ୍ପିଟାଲରେ ବଢ଼ିବ ମେଡିକାଲ ଶଯ୍ୟା ସଂଖ୍ୟା । ବର୍ତ୍ତମାନ ରାଜ୍ୟରେ ଘରୋଇ ଓ ସରକାରୀ ହସ୍ପିଟାଲକୁ ମିଶାଇ ପାଖାପାଖି ୨୮ ହଜାର ବେଡ୍ ଅଛି । ସରକାରୀ ହସ୍ପିଟାଲରେ ୪୫ ହଜାରରୁ ୫୦ ହଜାରକୁ ବେଡ୍…
୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ପ୍ରକଳ୍ପ କାର୍ଯ୍ୟ ଶେଷ କର : ଶୃଙ୍ଖଳିତ ଦର୍ଶନ ଲାଗି ପଦକ୍ଷେପ ନିଅ
ପୁରୀ,୧୧ା୧୧ : ନିର୍ଦ୍ଧାରିତ ସମୟ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ କରିବାକୁ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି । ଏତଦବ୍ୟତୀତ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଲାଗି ପଦକ୍ଷେପ ନେବାକୁ ସେ ବିଭଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ…
କିଟ୍ ଓ କିସ୍ରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କଲ୍ୟାଣକାରୀ କାର୍ଯ୍ୟକ୍ରମକୁ କଲେ ଉଦ୍ଘାଟନ
ଭୁବନେଶ୍ୱର,୧୧ା୧୧: କିଟ୍ ଓ କିସ ପକ୍ଷରୁ ଏହାର କର୍ମ•ରୀଙ୍କ ପିଲାମାନଙ୍କ ନିମନ୍ତେ ପ୍ରତିଷ୍ଠା କରାଯାଇଥିବା ସେଫାଳୀ କ୍ରେଚ୍, କିଟ୍ ପବ୍ଲିକ ସ୍କୁଲ୍ ଏବଂ ସର୍ବସାଧାରଣଙ୍କ ନିମନ୍ତେ ଜୟନ୍ତ ମହାପାତ୍ର ପବ୍ଲିକ୍ ଲାଇବ୍ରେରୀ, ବାବା ନାରାୟଣ ଦାସ ପ୍ରସାଦ ସେବନ କେନ୍ଦ୍ର, କିଟ୍ ସୋଭିନିର…
ଜିଲ୍ଲାରେ ୧୭୬୫ ପ୍ରକଳ୍ପ ପାଇଁ ୬୫ କୋଟି ୫୦ ଲକ୍ଷର ଅନୁଦାନ
ନୂଆପଡ଼ା/ କୋମନା, ନୂଆପଡ଼ା ଜିଲ୍ଲାର ନୂଆପଡ଼ା, କୋମନା, ଖଡିଆଳ, ବୋଡେ଼ନ ଓ ସିନାପାଲି ଆଦି ୫ ଗୋଟି ବ୍ଲକ୍ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶୁଭାରମ୍ଭ କରିଛନ୍ତି । ଜିଲ୍ଲାରେ ମୋଟ ୧,୭୬୫ ପ୍ରକଳ୍ପ ପାଇଁ ୬୫ କୋଟି ୫୦ ଲକ୍ଷ…