Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ନ୍ୟୁଜିଲାଣ୍ଡର ସେମି ଆଶା ବଢିଲା
ବେଙ୍ଗାଲୁରୁ, ୧୦ା୧୧: ଚଳିତ ପୁରୁଷ କ୍ରିକେଟ୍ ବିଶ୍ୱକପର ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ଲିଗ୍ ମ୍ୟାଚରେ ନ୍ୟୁଜିଲାଣ୍ଡ ଗୁରୁବାର ପୂର୍ବ ବିଜେତା ଶ୍ରୀଲଙ୍କାକୁ ୫ ୱିକେଟରେ ପରାସ୍ତ କରିଛି । ୧୬୦ ବଲ୍ ପୂର୍ବରୁ ଜିତି ସେମିଫାଇନାଲରେ ଗୋଟିଏ ପାଦ ଥାପିଛି । ସେହିଭଳି ନେଟ୍ ରନ୍ ହାରରେ ଯଥେଷ୍ଟ…
ସେମି ଫାଇନାଲକୁ କେମିତି ଯିବ ପାକିସ୍ତାନ?
ନୂଆଦିଲ୍ଲୀ, ୧୦ା୧୧: ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲ୍ୟାଣ୍ଡର ବଡ଼ ବିଜୟ ଆଫଗାନିସ୍ତାନ ଓ ପାକିସ୍ତାନର ସେମି ଫାଇନାଲ ପ୍ରବେଶ ସ୍ୱପ୍ନକୁ ଏକପ୍ରକାରର ଧୂଳିସାତ କରି ଦେଇଛି । କେବଳ କୌଣସି ଚମକ୍ରାରିତା ହିଁ ଏହି ଦୁଇ ଦଳର ସେମି ଫାଇନାଲ ଖେଳିବା ସ୍ୱପ୍ନକୁ ସାକାର କରିପାରିବ । ଶ୍ରୀଲଙ୍କା…
ମହେନ୍ଦ୍ରଗିରି ଜୈବ ବିବିଧତାର ରକ୍ଷଣାବେକ୍ଷଣ ଉପରେ ଗୁରୁତ୍ୱ
ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲାର କଇଁପୁର ଗ୍ରାମ ବିକାଶ ଅଧିନସ୍ଥ ମହେନ୍ଦ୍ରତନୟା ଆଶ୍ରମ ସ୍କୁଲର ସମ୍ମିଳନୀ କକ୍ଷଠାରେ ବନ ବିଭାଗ ଦ୍ୱାରା ଜୈବ ବିବିଧତା ସମିତିର ଏକ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଭୁବନେଶ୍ୱର ଓଡିଶା ଜୈବ ବିବିଧତା ବୋଡର଼୍…
କୃତି ଛାତ୍ରଙ୍କୁ ନିଆରା ଢଙ୍ଗରେ ସ୍ୱାଗତ
ରା.ଉଦୟଗିରି, : ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଅନ୍ତର୍ଗତ କେ. ଏମ. ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ କୃତୀ ଛାତ୍ରଛାତ୍ରୀଙ୍କୁ ନିଆରା ଢଙ୍ଗରେ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ।ବିଦ୍ୟାଳୟର ପ୍ରଧାନଶିକ୍ଷକ ତା :- ୦୪/୧୧/ ୨୦୨୩ ରିଖରେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ଗାନ୍ଧୀ…
ଗାଁର ଉନ୍ନତି ସଶକ୍ତ ଓଡ଼ିଶାର ବିକାଶ
ଜୟପୁର,: କୋରାପୁଟ ଜିଲ୍ଲାରେ ଆମ ଓଡିଶା ନବିନ ଓଡ଼ିଶା କାର୍ଯ୍ୟକ୍ରମ ଜୟପୁର ଦଶହରା ପଡିଆ ଠାରେ ପାଳିତ ହୋଇଯାଇଛି । ଜିଲ୍ଲାର ୧୪ ଟି ବ୍ଲକର ପଞ୍ଚାୟତରେ ୩୦୮୭ ଟି ପ୍ରକଳ୍ପ ପାଇଁ ମୋଟ ୧୨୦ ଅନୁଦାନ ଦେଇ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଗାଁର ବିକାଶକୁ ଶସକ୍ତ ଓଡିଶାରେ ବିକାଶର ପ୍ରତିଛବି…
ପ୍ରସିଦ୍ଧ ଭଦ୍ରକ କାଳୀପୂଜା: ଏଥର ୯ଟି ମଣ୍ଡପରେ ପୂଜା ପାଇବେ ମା’
ଭଦ୍ରକ, : ଭଦ୍ରକ କାଳୀପୂଜା ଓଡ଼ିଶା ପ୍ରସିଦ୍ଧ । ବିଶେଷ କରି ଭଦ୍ରକ ଚରମ୍ପା ଷ୍ଟେସନ ଅଂଚଳର କାଳୀପୂଜା ଜିଲ୍ଳା ଓ ରାଜ୍ୟ ର ଖ୍ୟାତି ରହିଛି । ଆଉ ଏହି କାଳୀପୂଜା ଲାଗି ଭଦ୍ରକ ଚରମ୍ପା ଅଂଚଳ ଏବେ ସଜେଇ ହେଲାଣି । ଏ ବର୍ଷ ୯ଟି ପୂଜା ମଣ୍ଡପରେ ପୂଜା ଆୟୋଜନ ହେବାକୁ ଥିବା ବେଳେ…
ଫିଲ୍ମ ଷ୍ଟାଇଲରେ ଟଙ୍କା ଭର୍ତ୍ତି ଭ୍ୟାନ ଲୁଟିଲେ ମୁଖାପିନ୍ଧା ଦୁର୍ବୃତ୍ତ
ତିଗିରିଆ/ଭୁବନେଶ୍ୱର, : ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏଟିଏମକୁ ଯାଉଥିବା ଭ୍ୟାନରୁ ଦିନ ଦ୍ୱିପ୍ରହରରେ ବନ୍ଧୁକମୁନରେ କୋଟିଏରୁ ଅଧିକ ଟଙ୍କା ଲୁଟ୍ ହୋଇଛି । କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ଅନ୍ତର୍ଗତ ତିଗିରିଆ ଥାନା ଅଞ୍ଚଳରେ ଶୁକ୍ରବାର ଅପରାହ୍ନରେ ଏଭଳି କାଣ୍ଡ…
ଗଛ କଟା ଅଭିଯୋଗରେ ୬ ଗିରଫ
ରାଇଘର, : ନୀଳଗିରି ଜଙ୍ଗଲରୁ ୪୦ ବର୍ଷ ପୁରୁଣା ଗଛ କାଟାକୁ ନେଇ ଅଡୁଆରେ ବନ ସଂରକ୍ଷଣ ସମିତି ଓ ବନ ବିଭାଗ । ବନ ବିଭାଗ ପକ୍ଷରୁ ୬ ସଦସ୍ୟ ଗିରଫ୍ । ପୁର୍ବତନ ବିଧାୟକ ଏବଂ ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ସଂଗିନ୍ ଅଭିଯୋଗ । ଲକ୍ଷାଧିକ ଟଙ୍କା ନେଇ ସହଯୋଗ କରିଥିବା ଅଭିଯୋଗ କଲା ବନ…
ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ଚିନି ଦର
ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଚିନିର ଦାମ୍ ୨୮ ପ୍ରତିଶତ ପ୍ରତି ପାଉଣ୍ଡ ବୃଦ୍ଧି ପାଇଁ ୧୨ ବର୍ଷରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଭାରତ ଚିନି ରପ୍ତାନୀରେ ପ୍ରତିବନ୍ଧକ ଲଗାଇବା ପରେ ଏବଂ ବ୍ରାଜିଲରେ ଯୋଗାଣ ପାଇଁ ସମସ୍ୟା କାରଣରୁ ବିଶ୍ୱ ବଜାରକୁ କମ୍ ଚିନି ଯୋଗାଣ ହେଉଥିବା…
ପ୍ରତ୍ୟକ୍ଷ ଟିକସ୍ ସଂଗ୍ରହ ୧୨.୩୭ ଲକ୍ଷ କୋଟି
ନୂଆଦିଲ୍ଲୀ: ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଚଳିତ ବର୍ଷ ଏବେ ସୁଦ୍ଧା ୧୭.୫ ପ୍ରତିଶତ ବଢି ୧୨.୩୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ରିଫଣ୍ଡ ବାଦ୍ ଦିଆଯିବା ପରେ ନେଟ୍ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ୨୧.୮ ପ୍ରତିଶତ ବଢି ୧୦.୬୦ ଲକ୍ଷ କୋଟି ଟଙ୍କା ହୋଇଛି । ଏହା ବଜେଟରେ ଧାର୍ଯ୍ୟ…