Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଗଣ୍ଡଗୋଳକାରୀଙ୍କ ତାଲିକା ପ୍ରସ୍ତୁତ: ଡିସିପ
ଭୁବନେଶ୍ୱର, (ଡିକେ ନୁ୍ୟଜ୍):ପଦ୍ମକେଶରୀପୁର ଗାଁରେ ଗୋଷ୍ଠୀସଂଘର୍ଷ ପରେ ଘଟଣାସ୍ଥଳରେଅଧିକ ଫୋର୍ସ ମୁତୟନକରାଯାଇଛି । ଏନେଇ ଭୁବନେଶ୍ୱର
ଡିସିପି ପ୍ରତୀକ ସିଂ ସୂଚନାଦେଇଛନ୍ତି । ପୂର୍ବ ଶତ୍ରୁତାକୁ ନେଇଗଣ୍ଡଗୋଳ ଘଟିଛି । ପୂର୍ବରୁ ଉଭୟଗୋଷ୍ଠୀର ୧୨ ଜଣଙ୍କୁ ଗିରଫ କରିକୋର୍ଟ ·ଲାଣ…
କ୍ରୁଟକୁ ଅର୍ବାନ ମୋବିଲିଟି ଇଣ୍ଡିଆ ପୁରସ୍କାର
ଭୁବନେଶ୍ୱର, (ଡିକେନୁ୍ୟଜ୍): "ମୋ ବସ୍'ସେବା ଯୋଗାଉଥିବାକ୍ୟାପିଟାଲ ରିଜିଅନ୍ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍) ସଫଳତାରପାହାଚ ଚଢିବା ସହିତ
ପୁଣି ଜାତୀୟ ପୁରସ୍କାରହାତେଇଛି । ସର୍ବୋତ୍ତମନଗର ପରିବହନପ୍ରକଳ୍ପ କାର୍ଯ୍ୟକାରୀକରିବା କ୍ଷେତ୍ରରେକ୍ରୁଟକୁ ୫ମ ଥର ପାଇଁଏହି ଜାତୀୟ ଉକ୍ରର୍ଷ…
କିଟ୍ ବିଶ୍ୱବିଦ୍ୟାଳୟକୁ ‘୫ଜି ୟୁଜ୍ କେସ୍ ଲ୍ୟାବ୍’
ଭୁବନେଶ୍ୱର, (ଡିକେ ନୁ୍ୟଜ୍): ୭ମଇଣ୍ଡିଆନ୍ ମୋବାଇଲ୍ କଂଗ୍ରେସଉଦ୍ଘାଟନ କରିବା ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି କିଟ୍ ବିଶ୍ୱବିଦ୍ୟାଳୟ ସମେତଦେଶର ଶହେଟି ଉଚ୍ଚତରଶିକ୍ଷାନୁଷ୍ଠାନକୁ ୫ଜି ୟୁଜ୍ କେସ୍ ଲ୍ୟାବପ୍ରଦାନ କରିଛନ୍ତି । ଏହି ୫ଜି ୟୁଜ୍କେସ୍ ଲ୍ୟାବଗୁଡ଼ିକରେ…
ଆରପାରିରେ ଓଡ଼ିଆ ସଂଗୀତ ନିଦେ୍ର୍ଦଶକ ସ୍ୱରୂପ ନାୟକ
ଭୁବନେଶ୍ୱର, ୨୭ା୧୦ (ଡିକେ ନୁ୍ୟଜ୍):ନିରବିଯାଇଛି ଓଡ଼ିଆ ସଙ୍ଗୀତ ଜଗତର ଲୋକପ୍ରିୟନିଦେ୍ର୍ଦଶକ ସ୍ୱରୂପ ନାୟକଙ୍କ ସ୍ୱର । ବିଶିଷ୍ଟ ସଂଗୀତନିଦେ୍ର୍ଦଶକ, ଗୀତିକାର, କଙଋଶିଳ୍ପୀ ତଥା ଅଭିନେତାସ୍ୱରୂପ ନାୟକ ଆଉ ନାହାନ୍ତି । ୭୦ରୁ ଅଧିକ ଓଡ଼ିଆଫିଲ୍ମରେ ପାଇଁ ସଙ୍ଗୀତ ନିଦେ୍ର୍ଦଶନା ଦେଇଥିବାବେଳେ…
ବିଶ୍ୱକପରୁ ବାଦ୍ ପଡିବେ ହାର୍ଦ୍ଦିକ୍ ପାଣ୍ଡ୍ୟା!
ବେଙ୍ଗାଲୁରୁ, ୨୭ା୧୦: ବିଶ୍ୱକପରେହାର୍ଦ୍ଦିକ୍ ପାଣ୍ଡ୍ୟାଙ୍କୁ ନେଇ ଟିମ୍ ଇଣ୍ଡିଆରମୁସ୍କିଲ୍ ବଢିଲା । ବିଶ୍ୱକପରେପରବର୍ତ୍ତୀ ମ୍ୟାଚ ଗୁଡ଼ିକ ସେ ଖେଳିବେନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ହେଲେ ଇଂଲଣ୍ଡ ବିପକ୍ଷରେ ଲକ୍ଷ୍ନୌଖେଳାଯିବାକୁ ଥିବା ମ୍ୟାଚରେ ହାର୍ଦ୍ଦିକ୍ପାଣ୍ଡ୍ୟା ଖେଳିବେ…
ଅମାଲା ପାଲ୍ଙ୍କୁ ଜନ୍ମଦିନରେ ମିଳିଲା ସରପ୍ରାଇଜ୍
ମୁମ୍ବାଇ, ୨୭ା୧୦: ସାଇଥ୍ ଫିଲ୍ମଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ଅମାଲା ପାଲ୍ବର୍ତ୍ତମାନ ତାଙ୍କ ପର୍ସନାଲ ଲାଇଫକୁଏଞ୍ଜୟେ କରୁଛନ୍ତି । ଏହାସହ ଗୁରୁବାରସେ ଜନ୍ମଦିନ ବହୁତ ଧୁମଧାମରେପାଳନ କରିଛନ୍ତି । କିନ୍ତୁ ଅମାଲା ଗତକିଛି ବର୍ଷ ହେବ କୌଣସି ନା କୌଣସିକଥାକୁ ନେଇ ଲାଇମ୍ ଲାଇଟରେରହିଛନ୍ତି । ତେବେ…
ଓଡ଼ିଶା ଏଫ୍ସିର ପ୍ରଥମ ବିଜୟ
ଭୁବନେଶ୍ୱର, ୨୬ା୧୦ (ଡିକେନୁ୍ୟଜ୍): ସୁପର କପ୍ ବିଜେତା ଓଡ଼ିଶାଏଫସି ଚଳିତ ଏଏଫସି କପ୍ ଫୁଟବଲ୍ପ୍ରତିଯୋଗିତାରେ ମଙ୍ଗଳବାର ପ୍ରଥମବିଜୟ ପାଇଛି । ପୂର୍ବରୁ ମୋହନ ବାଗାନସୁପର ଜାଏଣ୍ଟସ୍ ଏଫସି ଓବାଂଲାଦେଶର ବସୁନ୍ଧରା କିଙ୍ଗସଏଫସିଠୁ ହାରିଥିବା ଓଡ଼ିଶା ନିଜ ଘରୋଇପଡ଼ିଆ କଳିଙ୍ଗ…
ଧୋନି ମୋ ଆଦର୍ଶ: ଜସ୍ ବଟଲର୍
ମୁମ୍ବାଇ, ୨୬ା୧୦: ଇଂଲଣ୍ଡ କ୍ରିକେଟରଙ୍କ ମୁହଁରେ ଧୋନିଙ୍କ ପ୍ରଂଶସା । ଇଂଲଣ୍ଡ ଦିନିକିଆ କ୍ରିକେଟ୍ଦଳର ଅଧିନାୟକ ଜସ୍ ବଟଲର ପୁଣିଥରେ କ୍ୟାପଟେନ୍ କୁଲ୍ଙ୍କୁ କରିଛନ୍ତିପ୍ରଂଶସା । ଭାରତୀୟ ଦଳର ପୂର୍ବତନଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କନେଇ ଅନେକ କଥା କହିଛନ୍ତିବଟଲର । ସେ କହିଛନ୍ତି ଯେ,…
ଓଡ଼ିଶାକୁ ପ୍ରଥମ ପଦକ ଦେଲେ ପ୍ରମୋଦ: ସୁମିତ ଓ ସୁନ୍ଦରଙ୍କୁ ସ୍ୱଣ୍ଣ
ଭୁବନେଶ୍ୱର, ୨୬ା୧୦ (ଡିକେନୁ୍ୟଜ୍): ଚଳିତ ହାଙ୍ଗଝୌ ଏସୀୟପାରା କ୍ରୀଡ଼ାରୁ ଓଡ଼ିଶାକୁ ବୁଧବାରପ୍ରଥମ ପଦକ ଆସିଛି । ରାଜ୍ୟରତାରକା ବ୍ୟାଡମିଣ୍ଟନ ଖେଳାଳିପ୍ରମୋଦ ଭଗତ ମିଶ୍ରିତ ଯୁଗଳରେକାଂସ୍ୟ ଜିତି ଏହି ଭେଟିଦେଇଛନ୍ତି । ସେମିଫାଇନାଲରେପ୍ରମୋଦ ଓ ତାଙ୍କ ସାଥୀ ମନୀଷାରାମଦାସ ୧୯-୨୧, ୧୪-୨୧ରେ…
ସମୁଦ୍ର ମଝିରୁ ଜାହାଜ ଓ ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନ
ପାରାଦୀପ,(ଡିକେ ନୁ୍ୟଜ୍): ଗଭୀରସମୁଦ୍ରରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏକଅଚଳ ବେନିୟନ୍ତ୍ରିତ ଭାସମାନଜାହାଜ ଓ ଏହାର ନାବିକ ମାନଙ୍କୁମଙ୍ଗଳବାର ଦିନ ଉଦ୍ଧାର କରିଛିଭାରତୀୟ ତଟରକ୍ଷୀ ବାହିନୀ ।ଘଟଣାରୁ ପ୍ରକାଶ, ପାରାଦୀପରୁ୩୫ ନଟିକାଲ ମାଇଲ ଦୂରଗଭୀର ସମୁଦ୍ରରେ ଭାରତସରକାରଙ୍କ ଏକ ସର୍ଭେ…