Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଓଡ଼ିଶା ସ୍କିଲ୍ କନକ୍ଲେଭ ୨୦୨୩ର ଆଜି ଶେଷ ଦିନ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ସ୍କିଲ କନକ୍ଲେଭ ୨୦୨୩ର ଆଜି ଶେଷ ଦିନ । କାଉନସିଲ ସହ ଡ୍ରୋନ ଫେଡେରେସନ ଅଫ ଇଣ୍ଡିଆର ସ୍ବତନ୍ତ୍ର ଆଲୋଚନା ରହିଛି । ଡ୍ରୋନ୍ ନିର୍ମାଣର ଆଧୁନିକ ଜ୍ଞାନ କୌଶଳ ଓ ଡ୍ରୋନ୍ କେମିତି ଲୋକଙ୍କୁ ସୁବିଧା ଯୋଗାଇବ ଏନେଇ ସ୍ବତନ୍ତ୍ର…
କେରଳ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଧମକ, ଗୁଇନ୍ଦା ବିଭାଗର ଛାନଭିନ୍
: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ । ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ସମୟରେ ଆତ୍ମଘାତୀ ଆକ୍ରମଣ ହେବା ନେଇ ଧମକପୂର୍ଣ୍ଣ ଚିଠି ମିଳିଛି ।
ବିଜେପି ରାଜ୍ୟ କାର୍ଯ୍ୟଳୟକୁ ଏହି ଚିଠି ଆସିଛି । ଏନେଇ ସୂଚନା ପାଇବା ପରେ କେରଳ ପୋଲିସ ଓ ଗୁଇନ୍ଦା…
ଭାରତରେ ବାଘ ସଂଖ୍ୟା ୩, ୧୬୭ ବୃଦ୍ଧି; ବ୍ୟାଘ୍ର ପ୍ରକଳ୍ପ ୫୦ବର୍ଷ ପୂର୍ତ୍ତି ଅବସରରେ ରିପୋର୍ଟ ପ୍ରକାଶ
ନୂଆଦିଲ୍ଲୀ: ଭାରତରେ ବାଘଙ୍କ ସଂଖ୍ୟା ବଢ଼ିଛି । ବର୍ତ୍ତମାନ ଦେଶରେ ୩ ହଜାର ୧୬୭ଟି ମହାବଳ ବାଘ ରହିଛନ୍ତି । ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଘ ସେନସସ୍ ରିପୋର୍ଟ ପ୍ରକାଶ କରିଛନ୍ତି। ଭାରତ କେବଳ ବାଘଙ୍କୁ ସଂରକ୍ଷଣ ଦେବାରେ ସକ୍ଷମ ନୁହେଁ ବରଂ ବଂଶ ବୃଦ୍ଧି କରିବାରେ ମଧ୍ୟ ସଫଳତା…
ପୁଣି କଲବଲ କରିବ କରୋନା !
ନୂଆଦିଲ୍ଲୀ : ପୁଣି ଚନ୍ତା ବଢ଼ାଇଲା କରୋନା ସଂକ୍ରମଣ । କରୋନା ମାମଲା ବଢ଼ୁଥିବାରୁ ସବୁ ରାଜ୍ୟକୁ ସତର୍କ କରିଛି କେନ୍ଦ୍ର । ଗହଳି ସ୍ଥାନରେ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି । କାରଣ ଆଗକୁ ଦ୍ୱିତୀୟ ଓ ତୃତୀୟ ଲହର ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । ପ୍ରତିଦିନ ଯେଭଳି ଭୂତାଣୁ…
ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରିବ ବିଜେଡି
ଭୁବନେଶ୍ୱର: ଲୋକଙ୍କ ପାଖରେ ପହଞ୍ଚୁଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ । ଯାହା ଘରେ ଘରେ ଗ୍ରହଣୀୟ ହୋଇଛି । ଏବେ ଏହାକୁ ଆହୁରି ଗ୍ରହଣୀୟ କରିବା ପାଇଁ ସୋସିଆଲ ମିଡିଆ ଜରିଆରେ ନୀରିକ୍ଷଣ ପାଇଁ ଲୋକଙ୍କୁ ସୁଯୋଗ ଦେବ ବିଜେଡି । ବିଶ୍ବରେ ଯୁବକମାନଙ୍କ…
ଜାପାନରେ ବିଜନେସ୍ ଟାଇକୁନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ
ଟୋକିଓ: ଜାପାନରେ ବିଜନେସ ଟାଇକୁନଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜନେସ୍ ଟାଇକୁନଙ୍କ ସହ ଓ୍ୱାନ ଟୁ ଓ୍ୱାନ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ । TYK କର୍ପୋରେସନର ସଭାପତିଙ୍କ ସହ କଥାହେଲେ ମୁଖ୍ୟମନ୍ତ୍ରୀ । ଉତ୍ପାଦନଭିତ୍ତିକ ଶିଳ୍ପରେ ଥିବା ସମ୍ଭାବନା ନେଇ ହେଲା…
ଆଜି ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର, ଓଡ଼ିଶାରୁ ୩ ଜଣ ପାଇବେ ପଦ୍ମଶ୍ରୀ
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଭବନରେ ପ୍ରଦାନ କରାଯିବ ୨୦୨୩ର ଦ୍ଵିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର । ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଗତ ଜାନୁଆରୀ ୨୫ ତାରିଖରେ କେନ୍ଦ୍ର ସରକାର ଘୋଷଣା କରିଥିଲେ । ୬ ଜଣ ପଦ୍ମବିଭୂଷଣ, ୯…
ନବୀନ-ହାସିମୋତୋ ଆଲୋଚନା, ଓଡ଼ିଶାରେ ହେବ ସର୍ବବୃହତ୍ ଷ୍ଟିଲ ପ୍ଲାଣ୍ଟ
ଭୁବନେଶ୍ୱର : ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିପ୍ପନ ଷ୍ଟିଲ କର୍ପୋରେସନ୍ର ଅଧ୍ୟକ୍ଷ ଏଇଜି ହାସିମୋତୋଙ୍କୁ ଭେଟି ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି । ନିପ୍ପନ ଷ୍ଟିଲ ଏବଂ ଓଡ଼ିଶା ସରକାରଙ୍କ ସହଭାଗିତାରେ କାର୍ଯ୍ୟ କରିବା ନେଇ କ’ଣ ସବୁ ସୁଯୋଗ ରହିଛି ସେ ନେଇ ଆଲୋଚନା…
ସିକ୍କିମରେ ହିମସ୍ଖଳନ; ୬ ମୃତ, ବରଫ ତଳେ ଫସିରହିଛନ୍ତି ଅନେକ ପର୍ଯ୍ୟଟକ
ନାଥୁଲା: ସିକ୍କିମର ନାଥୁଲା ସୀମା ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ହିମସ୍ଖଳନ ହୋଇଛି । ହିମସ୍ଖଳନ ଯୋଗୁଁ ୬ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫୦ ଜଣ ପର୍ଯ୍ୟଟକ ଫସି ରହିଥିବା ଆଶଙ୍କା କରାଯାଉଛି ।
ବର୍ଡର ରୋଡସ୍ ଅର୍ଗାନାଇଜେସନ୍ (ବିଆରଓ)…
ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୬ ଦିନିଆ ଜାପାନ ଗସ୍ତ ଓଡ଼ିଶା ଏବେ ପୁଞ୍ଜିନିବେଶକଙ୍କ ପ୍ରଥମ ପସନ୍ଦ
ଭୁବନେଶ୍ୱର : ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବିରତ ଉଦ୍ୟମ ଜାରି ରଖିଛନ୍ତି । ଏଥିପାଇଁ ଦେଶ, ବିଦେଶକୁ ଯାଇ ପୁଞ୍ଜି ନିବେଶକ ସମ୍ମିଳନୀରେ ଯୋଗ ଦେଉଛନ୍ତି । ବିଦେଶର ବଡ଼ ବଡ଼ ଶିଳ୍ପପତିମାନଙ୍କୁ ଓଡ଼ିଶା ଆସିବା ପାଇଁ ଆହ୍ୱାନ ଦେଉଛନ୍ତି । ବିଗତ…