Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଜ୍ୟାକ୍ଲିନଙ୍କ ଜାମିନ ଅବଧି ଘୁଞ୍ଚିଲା
ବଢ଼ିଲା ଜ୍ୟାକ୍ଲନୀଙ୍କ ବେଲ୍ ଅବଧି । ଠକେଇ ମାମଲାରେ ସମ୍ପୃକ୍ତ ଅଭିନେତ୍ରୀ ଜ୍ୟାକ୍ଲିନ ଫର୍ଣ୍ଣାଣ୍ଡିଜ୍ଙ୍କ ବେଲ୍ ଅବଧିକୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବଢ଼ାଇଲେ ଦିଲ୍ଲୀର ପଟିଆଲା କୋର୍ଟ । ଏହି ମାମଲାରେ ନିୟମିତ ଜାମିନ ନେଇ ନଭେମ୍ବର ୧୫ ତାରିଖରେ ଶୁଣାଣି କରାଯିବ ବୋଲି କୋର୍ଟ…
ମନ୍ଦିରରୁ କଳାକନା ବୁଲାଇଲେ ଦୃବୃତ : ୬ଟି ବିରଳ ଅଷ୍ଟଧାତୁ ମୂର୍ତି ଚୋରି
ଧର୍ମଶାଳା,୧୨ନଭେମ୍ବର - ଯାଜପୁର ଜିଲାରେ ମନ୍ଦିରମାନଙ୍କରେ ଚୋରି ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ହେଲେ ଦୃବୃତଙ୍କୁ ଠାବ କରିବା ଏବେ ଜରୁରୀ ହୋଇପଡିଛି । ଗତ କାଲି ବିଳମ୍ବିତ ରାତିରେ ମନ୍ଦିରରୁ କଳାକନା ବୁଲାଇ ଦୃବୃତମାନେ ବହୁ ମୂଲ୍ୟବାନ ମୂର୍ତିରେ ଚୋରି କରି ନେଇ ଯାଇଥିବା…
ପାରିବାରିକ କଳହରୁ ଯୁବକଙ୍କ ଆତ୍ମହତ୍ୟା
ଘସିପୁରା ୧୨ ନଭେମ୍ବର ପାରିବାରିକ କଳହ ରୁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାଯାଇଛି । ସୁଚନା ରୁ ଜଣାଯାଏ ଘସିପୁରା ଥାନା ଅନ୍ତର୍ଗତ କେଶଦୁରାପାଳ ଗ୍ରାମର ଅନିଲ କୁମାର ସାହୁ ୨୮ ନିଜ ପରିବାର ସହିତ ଚଳି ଆସୁଥିବା ବେଳ ସ୍ତ୍ରୀ ଓ ସ୍ଵାମି ଙ୍କ ମାଧ୍ୟରେ ଅନେକ ସମୟରେ କଳହ ହୋଇଥାଏ ଶୁକ୍ରବାର…
କେନ୍ଦ୍ର ନିଷ୍ପତ୍ତି ଉପରେ ସୁପ୍ରିମ୍କୋର୍ଟଙ୍କ ମୋହର ଜାରି ରହିବ ଇଡବ୍ଲ୍ୟୁଏସ୍ ସଂରକ୍ଷଣ
ନୂଆଦିଲ୍ଲୀ, ଦେଶରେ ଗରିବ ଶ୍ରେଣୀ ଲୋକଙ୍କୁ ଉଚ୍ଚଶିକ୍ଷା ଏବଂ ସରକାରୀ·କିରିରେ ମିଳୁଥିବା ୧୦ ପ୍ରତିଶତ ଇଡବ୍ଲୁଏସ କୋଟା ସପକ୍ଷରେ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ୫ ଜଜ୍ଙ୍କ ସାମ୍ବିଧାନିକ ଖଣ୍ଡପୀଠ ୩-୨ରେ ଏହି କୋଟା ପକ୍ଷର ରାୟ ଶୁଣାଣିଛନ୍ତି । ପ୍ରଧାନ ବି·ରପତି ଜଷ୍ଟିସ ୟୁୟୁ ଲଲିତ…
ସବୁ ଚିନି କଳ ପାଇଁ ୬୦ ଲକ୍ଷ ମେଟ୍ରିକ ଟନ୍ ରପ୍ତାନି କୋଟା ଆବଣ୍ଟନ କଲେ ସରକାର
ନୂଆଦିଲ୍ଲୀ, 07 ନଭେମ୍ବର - ଦେଶରେ ଚିନି ଦରକୁ ନିୟନ୍ତ୍ରିତ କରି ରଖିବା ଏବଂ ଚିନି କଳଗୁଡ଼ିକର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ଲାଗି ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଖୁ ଉତ୍ପାଦନର ପ୍ରାରମ୍ଭିକ ଆକଳନକୁ ଆଧାର କରି ଭାରତ ସରକାର ୨୦୨୨-୨୩ ଚିନି ଋତୁ ପାଇଁ,…
ଆସନ୍ତାକାଲି ଚନ୍ଦ୍ରଗ୍ରହଣ : ଶ୍ରୀମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି
ପୁରୀ, ୭ ନଭେମ୍ବର - ଆସନ୍ତାକାଲି କାର୍ତିକ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଭୋର୍ ୫ଟା ୩୮ ପୂର୍ବରୁ ଡଙ୍ଗା ଭସା ଶେଷ କରିବାକୁ ହେବ । ସେହିଦିନ ସକାଳ ୮ଟା ୨୯ରୁ ସନ୍ଧ୍ୟା ୬ଟା ୧୯ ମିନିଟ୍ ପର୍ଯ୍ୟନ୍ତ ଦେବ ନୀତି ଓ ପାକ ତ୍ୟାଗକୁ ନିଷେଧ କରାଯାଇଛି । ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ୧ ଘଂଟା…
ପଞ୍ଚକର ଚତୁର୍ଥ ଦିବସ, ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ
ପୁରୀ, ୭ ନଭେମ୍ବର - କାର୍ତିକ ମାସ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହୋଇଛି । ଏହି ବେଶ ମଧ୍ୟ ଡାଳିକିଆ ବେଶ ନାମରେ ନାମିତ । ଶ୍ରୀଜୀଉଙ୍କ ଅବକାଶ ନୀତି ସମ୍ପନ୍ନ ହେବା ପରେ ଏହି ବେଶ ଅନୁଷ୍ଠିତ ହୋଇଛି । ବଲ୍ଲଭ, ବାଳଭୋଗ, ସକାଳ…
ଗିନିଜ ବୁକ୍ ଅଫ୍ ୱାରଲ୍ଟ ରେକର୍ଡରେ ସ୍ଥାନ ପାଇବା ପାଇଁ CMC ଅଫିସରେ ଚାଲିଛି କସରତ୍
ଆଜି ଦେଶ ତଥା ବିଶ୍ୱରେ ଓଡ଼ିଶା ମାଟିର ସନ୍ତାନ ମାନେ ଓଡ଼ିଶା ପାଇଁ ବହୁ ଗର୍ବ ଓ ଗୌରବ ଆଣିଛନ୍ତି ।ଗିନିଜ ବୁକ୍ବିଶ୍ଵ ରେକର୍ଡ ଓ ପଦ୍ମଶ୍ରୀ ଭଳି ବହୁ ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ ଓଡ଼ିଆ ମାନେ ନିଜ ନାମରେ କରିଛନ୍ତି। ମାତ୍ର ଆଜି କଟକ ମହାନଗର ନିଗମ ତରଫରୁ ଏକ ନିଆରା ଉଦ୍ୟମ ଆରମ୍ଭ…
ଇଡି ବିରୁଦ୍ଧରେ ଜେଏମଏମର ଆନ୍ଦୋଳନ ଆଜି
ନୂଆଦିଲ୍ଲୀ, 05 ନଭେମ୍ବର ପ୍ରବର୍ତନ ନିର୍ଦେଶାଳୟ ଦ୍ୱାରା ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପଚରା ଉଚୁରା ପାଇଁ ଡାକିବାର ପ୍ରତିବାଦରେ ଆଜି ସାରା ରାଜ୍ୟରେ ଜେଏମଏମ ଓ ତାଙ୍କ ସହଯୋଗୀ ମାନେ ବିରୋଧ ପ୍ରଦର୍ଶନ କରିବେ ।
ଶ୍ରୀମନ୍ଦିର ଭିତରକାଠ ନିକଟରେ ରକ୍ତଛିଟା : ଦେଢଘଣ୍ଟା ନୀତି ବିଳମ୍ବ
ପୁରୀ, ୩ ନଭେମ୍ବର - ଆଜି ସକାଳୁ ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତଛିଟା ଦେଖିବାକୁ ମିଳିଥିଲା। ଏହାଦେଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାଣିପଡ଼ି ଧୁଆ ଯାଇଥିଲା। ଚୂନ ଛିଟା ପକାଯାଇ ଶୁଦ୍ଧ କରାଯିବା ପରେ ଦର୍ଶନ ଆରମ୍ଭ ହୋଇଛି। ଆଜି କାର୍ତିକମାସ ଦଶମୀ ଗୁରୁବାର ସୁଦଶା ବ୍ରତ ଯୋଗୁ…