Browsing Category

ନ୍ୟୁଜ୍ ବୁଲେଟିନ୍

ବାତ୍ୟା ରୁପ ନେଲା ଗଭିର ଅବପାତ

ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହେଲା ବାତ୍ୟା ସି-ତ୍ରାଙ୍ଗ ବାତ୍ୟା ସି-ତ୍ରାଙ୍ଗ ଉତ୍ତର, ଉତ୍ତର-ପୂର୍ବ ଦିଗରେ ଗତି କରୁଛି ୧୨ ଘଣ୍ଟାପରେ ଭିଷଣ ବାତ୍ୟାରେ ପରିଣତ ହେବ ସାଗର ଦ୍ବୀପଠାରୁ ୫୮୦ କିଲୋମିଟର ଦକ୍ଷିଣରେ ଥିବା ବେଳେ ବାଂଲାଦେଶ ବରିସାଲଠାରୁ ୭୪୦ କିଲୋମିଟର ଦୂରରେ ରହିଛି…

ଧାମନଗର: ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍‌, ମହିଳା ସଶକ୍ତିକରଣ କ୍ଷେତ୍ରରେ ପୁଣି ସାଜିଲେ ଉଦାହରଣ

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ପ୍ରସ୍ତୁତ । ଆଜି କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ ନାମାଙ୍କନ ଦାଖଲ କରିଥିବା ବେଳେ ଆସନ୍ତାକାଲି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ପ୍ରାର୍ଥିପତ୍ର ଦାଖଲ କରିବେ । ପୂର୍ବରୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ପ୍ରାର୍ôଥପତ୍ର ଦାଖଲ…

ଖୁବ୍‌ଶୀଘ୍ର ଭୁବନେଶ୍ୱରରୁ କାଠମାଣ୍ଡୁକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଭୁବନେଶ୍ୱରରୁ କାଠମାଣ୍ଡୁକୁ ଉଡ଼ିବ ବିମାନ । ଏଥିପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଭୁବନେଶ୍ୱର ଓ ନେପାଳ ରାଜଧାନୀ କାଠମାଣ୍ଡୁ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ କରିବା ଯୁକ୍ତିଯୁକ୍ତ । ଏଥିପାଇଁ…

ଗାଙ୍ଗୁଲିଙ୍କୁ ହକି ଇଣ୍ଡିଆର ଜର୍ସି ଉପହାର ଦେଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌରଭ ଗାଙ୍ଗୁଲି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ବିସିସିଆଇ ସଭାପତି । ବାରବାଟୀ ଷ୍ଟାଡିୟମରେ ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଟି-ଟ୍ୱେଣ୍ଟି ମ୍ୟାଚ ପାଇଁ ଓଡ଼ିଶା ଆସିଥିବା ବେଳେ…

ରାଷ୍ଟ୍ରପତି ନିର୍ବାଚନ ରେ କିଙ୍ଗ ମେକର ହେବ କି ବିଜେଡି ?

ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡିର ଆଭିମୁଖ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।୨୦୧୭ରେ ନବୀନ କିନ୍ତୁ କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ଦେଖାଇନଥିଲେ । ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ମର୍ଥନ କରିଥିଲେ ।କେନ୍ଦ୍ରୀୟ…

ଦିଲ୍ଲୀ ହାଇକୋର୍ଟ ଙ୍କ ମାସ୍କ କଟକଣା ||

ମାସ୍କ ପିନ୍ଧିବାକୁ ବାଧ୍ୟତା ମୂଳକ କରିଲେ DGCA । ବିମାନ ଯାତ୍ରୀଙ୍କ ପାଇଁ କୋଭିଡ୍ ନିୟମ କଡ଼ାକଡ଼ି କରିଛି DGCA ।ବିମାନ ଯାତ୍ରା ସମୟ ରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କେବଳ ବିଶେଷ କ୍ଷେତ୍ରରେ ମାସ୍କ ଖୋଲିବା ଅନୁମତି ମିଳିବ । ସବୁଠାରୁ ବଡ଼ କଥା ହେଲା ଯେଉଁମାନେ ନିୟମ…

ଔଷଧ ଖାଇ ସୁସ୍ଥ ହେଲେ ୧୮ କ୍ୟାନ୍ସର ରୋଗୀ ||

ବିଶ୍ୱାସ ନ ହେଲେ ବି କଥାଟି ସତ ନ୍ୟୁୟର୍କ ର ମେମୋରିଆଲ ଶ୍ଲୋଆନ କେଟେରିଙ୍ଗ କ୍ୟାନ୍ସର ସେଣ୍ଟର ର ଡାକ୍ତର ଲୁଇସ ଏ ଡ଼ିଆଜ ଜେ କହିଛନ୍ତି ଔଷଧ ଦ୍ୱାରା ରେକଟଲ କ୍ୟାନ୍ସର ଭଳି ମାରାତ୍ମକ ରୋଗ ର ଚିକତ୍ସା କରାଯାଇଛି | ଏହି ଔଷଧ ରେ ଟ୍ରାଏଲ ରେ ସାମିଲ ଥିବା ସମସ୍ତ ୧୮ ଜଣ କ୍ୟାନ୍ସର ରୁ ମୁକ୍ତି…

କାଶ୍ମୀର ରେ ଗୁଳି ବିନିମୟ : ଭାରତୀୟ ସେନା ଙ୍କ ଗୁଳିରେ ଟଳିପଡିଲେ ୨ ଆତଙ୍କବାଦୀ ||

କାଶ୍ମୀର ରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଙ୍କ ମଧ୍ୟରେ ଗୁଳିବିନିମୟ | ଫଳରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି | ଏନ୍କାଉଣ୍ଟର ଘଟି ଲସ୍କର ଏ ତୋଏବାର ଦୁଇ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି | ଖବର ଅନୁସାରେ ଷୋମବାର ସୁରକ୍ଷା ବାହିନୀ ଙ୍କୁ ଚକ୍ତରାସ ଅଂଚଳ ରେ କିଛି…

ନୂଆ ଟିମ୍‌ର ନୂଆ ମନ୍ତ୍ରୀଙ୍କୁ 6T ମନ୍ତ୍ର ଦେଲେ ନବୀନ||5T ସହିତ ଯୋଡ଼ି ହୋଇଛି ଆଉ ଗୋଟିଏ T- TOUR ||

ନୂଆ ଟିମ୍‌ର ନୂଆ ମନ୍ତ୍ରୀଙ୍କୁ 6T ମନ୍ତ୍ର ଦେଲେ ନବୀନ । ବିଜେଡିର ନିର୍ବାଚନୀ ଇସ୍ତାହାର ଅନୁସାରେ କାମ କରିବାକୁ କହିଛନ୍ତି । କାର୍ଯ୍ୟରେ ସ୍ୱଚ୍ଛତା ବଜାୟ ରଖିବା ସହିତ କୌଣସି ବିବାଦରେ ନ ପଡ଼ିବାକୁ ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ନୂଆ ମନ୍ତ୍ରୀଙ୍କୁ 6T…

ବିଦେଶ ଗସ୍ତ ରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ମନ୍ତ୍ରୀମଣ୍ଡଳ ନବକଳେବର ପରେ ମୁଖ୍ୟମନ୍ତ୍ରୀ ଙ୍କ ବିଦେଶ…

ଆସନ୍ତା ୨୧ ତାରିଖ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦ ଦିନିଆ ବିଦେଶ ଗସ୍ତ ରେ ଯିବାର କାର୍ଯ୍ୟକ୍ରମ ରହିଛି | ଦୀର୍ଘ ୨୫ ବର୍ଷ ମଧ୍ୟ ରେ ନବୀନ ପଟ୍ଟନାୟକ ଦ୍ଵିତୀୟ ଥର ପାଇଁ ବିଦେଶ ଗସ୍ତ ରେ ଯିବେ | ଏହି ଗସ୍ତ ସମୟ ରେ ସେ ଇଟାଲୀ ଓ ଦୁବାଇ ଯିବାର ଅଛି ବୋଲି ଜଣାପଡିଛି | ସୂଚନା ଅନୁସାରେ…