Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
କାନପୁର ରେ ହିଂସା : ଆସନ୍ତା ଜୁଲାଇ ୩ ଯାଏ ବରେଲିରେ ଧାରା ୧୪୪ ଅନୁଯାୟୀ କର୍ଫ୍ୟୁ ଲାଗୁ କରିଛି ପୁଲିସ ||
କାନପୁରରେ ଶୁକ୍ରବାର ବଜାର ବନ୍ଦ କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ସମୟରେ ପରସ୍ପର ଉପରକୁ ପଥର ଫିଙ୍ଗାଫିଙ୍ଗି ହୋଇଥିଲେ। ଉତ୍ତେଜନା ମୂଳକ ପରିସ୍ଥିତିକୁ ଦେଖି କାନପୁରର ୟତିମ ଖାନା ଏବଂ ପ୍ୟାରେଡ ଛକ ମଧ୍ୟରେ ଅବସ୍ଥିତ ଅଞ୍ଚଳରେ ସୁରକ୍ଷା କଡାକଡି…
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପତ୍ର ଅସୁସ୍ଥ ||
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପତ୍ର ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ | ତାଙ୍କୁ ଏକ ଘରୋଇ ହସ୍ପିଟାଲ ରେ ଭର୍ତି କରାଯାଇଛି | ଗୁରୁତର କିଡ଼ନୀନି ରୋଗରେ ପୀଡିତ ହୋଇଥିବା ସୂଚନା ମିଳିଛି | ଏହାସହିତ ତାଙ୍କର ବାମ ଆଖିରେ ମଧ୍ୟ ସଂକ୍ରମଣ ହୋଇଥିବା ସୂଚନା ମିଳୁଛି | ଗୁରୁତର ଅବସ୍ଥାରେ…
ଶପଥ ଗ୍ରହଣ କରିଲେ ନବୀନ ଙ୍କ ନୂଆ ଟିମ | ଏଇଟା ଟ୍ରେଲର ,ପୁରା ଫିଲ୍ମ ୨୦୨୪ ରେ |
ଆଜି ନବୀନ ଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିଛନ୍ତି | ନିର୍ଧାରିତ ସମୟ ପୂର୍ବରୁ ଲୋକସେବା ଭବନ ରେ ପହଂଚିଥିଲେ ନୂଆ ମନ୍ତ୍ରୀମଣ୍ଡଳ ଟିମ| ଲୋକସେବା ଭବନ ପରିସରସ୍ଥିତ କନଭେନସନ୍ ହଲ୍ ଠାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ପାଇଁ ହୋଇଥିଲା ସମସ୍ତ ଆୟୋଜନ | ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ…
ମନ୍ତ୍ରୀମଣ୍ଡଳ ପରେ ବଦଳିବେ ୨୩ଟି ବିଭାଗ ର ନିଗମ ଅଧକ୍ଷ ଏବଂ ଉପଦେଷ୍ଟା
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ନୂତନ ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଯାଉଛନ୍ତି I ଏହା ପୂର୍ବରୁ ବିଭିନ୍ନ ସରକାରୀ ଉଦ୍ୟୋଗ, ନିଗମ ଓ ସଂସ୍ଥାରେ ନିୟୋଜିତ ୨୩ ଅଧ୍ୟକ୍ଷ ତଥା ଉପଦେଷ୍ଟା ପଦ କୁ ରଦ୍ଦକରିଛନ୍ତି । ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ସମେତ ରାଜ୍ୟର ସବୁ ନିଗମର ଅଧ୍ୟକ୍ଷ,…
ରାଜ୍ୟ ସରକାରଙ୍କ ଆହାର ଯୋଜନାକୁ ପୁରିଛି ୭ବର୍ଷ
ଡୁମାଣୀ ଟିଭି ୩/୪: ଏପ୍ରିଲ ୧, ୨୦୧୫ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଆହାର ଯୋଜନାକୁ ୭ବର୍ଷ ପୁରିଛି | ଗରିବ ଓ ଅଭାବୀ ଲୋକଙ୍କୁ ୫ଟଙ୍କାରେ ଭାତ ଡାଲମା ଯୋଗାଇ ଦେଇଆସୁଛନ୍ତି ରାଜ୍ୟସରକାର | ରାଜ୍ୟ ସରକାରଙ୍କ ଏହି ଯୋଜନା ବେଶ ଲୋକପ୍ରିୟତା ହାସଲ କରିଥିବା ବେଳେ,…
ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର ୨୪।୦୧ : ଗତ ୨୪ ଘଣ୍ଟା ମଧ୍ୟରେ ୭୨୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧୧୯୫୧ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ତେବେ ଚିହ୍ନଟ ହୋଇଥିବା…
ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ପୂର୍ବରୁ ରାସ୍ତାରେ ପ୍ରସବ କଲେ ମହିଳା
ପାରଳାଖେମୁଣ୍ଡି, ୨୦ା୧ : ଗଜପତି ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଲକ୍ଷ୍ୟ କରାଯାଇଛି । ପ୍ରସବ ବେଦନାରେ ଆକୁଳ ଚିତ୍କାର କରୁଥିବା ଜଣେ ଗର୍ଭବତୀ ମହିଳାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ଜରୁରୀ ଚିକିତ୍ସା ପାଇଁ ନେଉଥିବା ବେଳେ ରାସ୍ତାର ପାଶ୍ୱର୍ରେ ମହିଳା ଜଣକ ପ୍ରସବ କରିଥିବା ସୂଚନା ମିଳିଛି…
ସହୀଦ ଯବାନ ପର୍ଶୁରାମ ଶବରଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦର ସହ ଶେଷକୃତ୍ୟ ସଂପନ୍ନ
ପାରଳାଖେମୁଣ୍ଡି: ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ଯବାନଙ୍କ ଆଜି ନିଜ ଗାଁରେ ଶୋକାକୁଳ ପରିବେଶରେ ଶେଷ କୃତ୍ୟ ସଂପନl ସହୀଦ ଯବାନ ପର୍ଶୁରାମ ଶବରଙ୍କ ମୃତ ଶରୀର ଗତକାଲି ରାତ୍ର ୧୦ଘଣ୍ଟା ବେଳେ ନିଜ ଗ୍ରାମ କୁରୁଗୁଵା ଗ୍ରାମରେ ପହଂଚିଥିଲା l ଏସ ଏସ ବି ବାଟାଲିୟନ ୪୫ ବି ର ଅଫିସର ଓ ଯବାନ…
ରାଜଧାନୀରେ ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ
ଭୁବନେଶ୍ବର ୧୮।୦୧: ରାଜଧାନୀରେ ଏଟିଏମରୁ ଲୁଟ ଉଦ୍ୟମ । ଧରାପଡିଲେ ୨ ଯୁବକ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ କରି ଧରାପଡିଲେ ୨ ଯୁବକ । ସିରିପୁର ଛକ ନିକଟରେ ଥିବା ଏକ ଏଟିଏମ ମେସିନରୁ ଲୁଟ୍ ଉଦ୍ୟମ ହୋଇଥିଲା ।…
ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ପରଲୋକ
ଗୁଣୁପୁର : ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଶାନ୍ତି ଦେବୀ ତଥା ସମସ୍ତଙ୍କ ପ୍ରିୟ ବୋଉ ଆଉ ନାହାଁନ୍ତି। ୮୮ ବର୍ଷ ବୟସରେ ରବିବାର ବିଳମ୍ବିତ ରାତ୍ରିରେ ତାଙ୍କର ପରଲୋକ ଘଟିଛି।ଶ୍ରୀମତୀ ଶାନ୍ତି ଦେବୀଙ୍କର ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଚେତାଶୂନ୍ୟ ହୋଇ ପଡିଥିଲେ। ପରେ ଗୁଣୁପୁର…