Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ନିଜ ଠାରୁ ଅଧିକ ବୟସର ସ୍ୱାମୀକୁ ନେଇ ଅସନ୍ତୁଷ୍ଟ ସ୍ତ୍ରୀ
ବେଲଗୁଣ୍ଠା : କଥାରେ ଅଛି ସ୍ୱାମୀ ଇହ କାଳ ପର କାଳର ଦେବତା ! ସାବିତ୍ରୀ ନିଜ ସ୍ୱାମୀ ସତ୍ୟବାନଙ୍କୁ ସ୍ୱୟଂ ଯମରାଜାଙ୍କ ସହିତ ଲଢି ମୃତ୍ୟୁ ମୁଖରୁ ଫେରାଇ ଆଣିଥିଲେ । କିନ୍ତୁ ଆଜି କାଲି କା ସମୟରେ କେବେ ପରକୀୟା ପ୍ରୀତି ହେଉ କି ପାରିବାରିକ ଅଶାନ୍ତିରୁ ସେହି ସ୍ତ୍ରୀ ନିଜ ସ୍ୱାମୀର ଜୀବନ…
ତାରାତାରିଣୀ ମହାବିଦ୍ୟାଳୟରେ ନବାଗତ ଛାତ୍ରଛାତ୍ରୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଗଞ୍ଜାମ ଜିଲ୍ଲା ": ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ ମହାବିଦ୍ୟାଳୟ ରେ ଆଜି ଯୁକ୍ତ ଦୁଇ ନବାଗତ ଛାତ୍ରଛାତ୍ରୀ ଙ୍କ ନିମନ୍ତେ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି।ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼କ୍ଟର ସୁରେନ୍ଦ୍ର ନାଥ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ମହାବିଦ୍ୟାଳୟ ର ମୁଖ୍ୟ ଫାଟକ…
ପିଜି ଛାତ୍ରଛାତ୍ରୀଙ୍କୁ ମାନସିକ ନିର୍ଯାତନା
ବ୍ରହ୍ମପୁର, : ବ୍ରହ୍ମପୁର ଏମକେସଜ ମେଡକାଲ କଲେଜ ଓ ହସପିଟାଲର ଶିଶୁ ବିଭାଗର ଆସୋସିଏଟ ପ୍ରଫେସର ଭାରତୀ ଦାସଙ୍କ ନାଁରେ ଅଭିଯୋଗ ଆଣିଛନ୍ତି ପିଜି ଛାତ୍ରଛାତ୍ରୀ। ମାନସିକ ନିର୍ଯାତନା ଦେଉଥୁବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି । ଡିନ୍ ପ୍ରଫେସର ଡାକୁର ସୁଚିତ୍ରା ଦାସ ଏବଂ ପ୍ରଫେସର…
ବ୍ରହ୍ମପୁର ପ୍ରତି ରେଳ ବିଭାଗର ବୈମାତୃକ ଓ ଉପେକ୍ଷିତ ମନୋଭାବ ପ୍ରଦର୍ଶନ କେବେ ଦୂର ହେବ
ବ୍ରହ୍ମପୁର -- ବ୍ରହ୍ମପୁର ସହର ଓ ଏହାର ରେଳ ଷ୍ଟେସନ ସର୍ବ ପୁରାତନ ୧୮୬୯ ମସିହାର ହୋଇଥିଲେ ମଧ୍ୟ ରେଳ ବିଭାଗର ସୁନଜରରୁ ବଞ୍ଚିତ ଥିବାରୁ ଏହା ଯେପରି ବିକଶିତ ହେବା କଥା ତାହା ହୋଇ ନପାରି ଏକ ସ୍ମାରକୀ ଷ୍ଟେସନ ରୂପେ ମୁକ ସାକ୍ଷୀ ହୋଇ ଛିଡା ରହିଛି। ଏହାର ସମସାମୟିକ ଗଢ଼ି ଉଠିଥିବା ଷ୍ଟେସନ…
ଜୀବନକୁ ବାଜି ଲଗାଇ କାଠ ପୋଲରେ ଯାତାୟାତ
ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲାର ପାହାଡ଼ ପର୍ବତ ଘେରା ଅନେକ ଗାଁକୁ ଆଜି ମଧ୍ୟ ଯାତାୟାତ ପାଇଁ ପକ୍କା ରାସ୍ତା ନାହିଁ । ଅନେକ ନଦୀର ଉତ୍ପରିସ୍ଥଳ କନ୍ଧମାଳ ଜିଲ୍ଲା ହୋଇଥିବାବେଳେ ଅଧିକାଂଶ ସ୍ଥାନରେ ପୋଲଟିଏ ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି | ଆଉ ବର୍ଷା ଦିନରେ…
ବଡବାରବା ଉଚ୍ଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ ସ୍ୱାଗତ ସମର୍ଦ୍ଧନା ଉତ୍ସାବ
ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତରଗତ ବଡବାରବା ଉଚ ମାଧ୍ୟ୍ୟମିକ ବିଦ୍ୟାଳୟ ରେ ସ୍ବାଗତଂ ସମର୍ଦ୍ଧନା ଉଷାବ ପାଳନ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ବଡବାରବା ସରପଞ୍ଚ ରବି ଚନ୍ଦ୍ର ନାୟକ ପ୍ରଧାନ ଶିକ୍ଷୟତ୍ରୀ ଚନ୍ଦ୍ରିକା ନାୟକ ସମେତ…
ଚାଷଜମି ରୁ ଅଜଗର ଉଦ୍ଧାର କରି ଜଙ୍ଗଲ ବିଭାଗ କୁ ହସ୍ତାନ୍ତର କଲେ ଚାଷି
ଧର୍ମଗଡ ; କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରେଞ୍ଜ କୋକସରା ଫରେଷ୍ଟ ସେକ୍ସନ ଅଧୀନରେ ଥିବା ମୋଟେର ପଞ୍ଚାୟତ ବାଟିଗୁଡା ଗ୍ରାମ ର ଜଣେ ଚାଷୀ ବେଣୁଧର ଦଳପତି ଙ୍କ ଚାଷଜମି ରେ ଏକ ବିରାଟକାୟ ଅଜଗର ସାପ ଥିବା ନେଇ ଚାଷ ଜମି ରେ କାମ କରୁଥିବା ଶ୍ରମିକ ମାନେ ଗୁରୁବାର ସକାଳ ରେ ଦେଖିଥିଲେ। ପରେ ଚାଷି…
ଜାତୀୟ ମାଗାଜିନରେ କେଜିବିଭି ଛାତ୍ରୀ ବିଭୂତିଙ୍କ ସଫଳ କାହାଣୀ
ଭୁବନେଶ୍ୱର, ୨୩ା୭ : ଜାତୀୟସ୍ତରୀୟ ମାଗାଜିନ୍ରେ ସ୍ଥାନ ପାଇବ କେଜିବିଭି ଛାତ୍ରୀଙ୍କ ସଫଳତାର କାହାଣୀ । ଜାତୀୟସ୍ତରୀୟ ହାଣ୍ଡବଲ୍ ଖେଳାଳୀ ବିଭୂତି ମୁଣ୍ଡାଗାଡ଼ିଆଙ୍କ ସଫଳତାର କାହାଣୀ ଜାତୀୟସ୍ତରୀୟ ମାଗାଜିନ୍ ରେ ପ୍ରକାଶ ପାଇବ । ମାଲକାନାଗିରି ଜିଲ୍ଲା ସିନ୍ଧ୍ରିମାଳ ସ୍ଥିତ କସ୍ତୁରବାଗାନ୍ଧୀ…
ଇଂଲଣ୍ଡରେ ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଟିମ୍
ଚେଷ୍ଟର-ଲି-ଷ୍ଟ୍ରୀଟ୍, ୨୩ା୭ : ଇଂଲଣ୍ଡ ମାଟିରେ ଭାରତୀୟ ମହିଳା ଦଳ ଉଭୟ ଟି-ଟ୍ୱେଣ୍ଟି ଓ ଦିନିକିଆ ସିରିଜ ଜିତି ଇତିହାସ ରଚିଛି । ମଙ୍ଗଳବାର ଅନୁଷ୍ଠିତ ତୃତୀୟ ଦିନିକିଆରେ ଭାରତ ୧୩ ରନରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ୍ ବିନିମୟରେ ୩୧୮ ରନ…
ଅବସର ଗ୍ରହଣ ପରେ କିମ୍ବଦନ୍ତୀ କ୍ରିକେଟର ଆନ୍ଦ୍ରେ ରସେଲଙ୍କୁ ଦିଆଗଲା ଗାର୍ଡ ଅଫ ଅନର
ଜାମାଇକା, ୨୩ା୭ : ୩୭ ବର୍ଷୀୟ ଅଲରାଉଣ୍ଡର ଆନ୍ଦ୍ରେ ରସେଲଙ୍କୁ ଆଉ କେବେ ୱେଷ୍ଟଇଣ୍ଡିଜ ଜର୍ସିରେ ଦେଖିବାକୁ ମିଳିବ ନାହିଁ । ସେ ୨୨ ଜୁଲାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ । ଯେଉଁଠାରେ ରସେଲ ଏକ ଝଡ଼ମୟ ଇନିଂସ ଖେଳିଥିଲେ । ଏହା ସତ୍ତେ୍ୱ, ତାଙ୍କ ଦଳ ତାଙ୍କୁ ବିଜୟ…