Browsing Category

ନ୍ୟୁଜ୍ ବୁଲେଟିନ୍

ଆଜିଠୁ ମୌସୁମୀ ଅଧିବେଶନ: ସଂସଦରେ “ଅପରେସନ ସିନ୍ଦୂର’ ସଂପର୍କରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ

ନୂଆଦିଲ୍ଲୀ, ୨୦ା୭ (ହି.ସ): ସୋମବାରଠାରୁ ଆରମ୍ଭ ହେଉଛି ସଂସଦର ମୌସୁମୀ ଅଧିବେଶନ । ସଂସଦର ଏହି ଅଧିବେଶନରେ ସରକାର ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ସହିତ "ଅପରେସନ ସିନ୍ଦୂର' ବିଷୟରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ରବିବାର କହିଛନ୍ତି । ସେ…

ଭାଜପା ରେ ମିଶିଲେ ମହିମା ଗ୍ରାପ ସରପଞ୍ଚ ଓ ଅଵସର ପ୍ରାପ୍ତ ପିଇଓ

ଧର୍ମଗଡ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଟାଉନ ହଲ ଠାରେ ଭାଜପା ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ସଭାପତିତ୍ୱ ରେ ଅତିଥୀ ଭାବେ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ…

ବୋଲବମ ଗାଡି ଓ ବାଇକ ମଧ୍ୟରେ ଦୁର୍ଘଟଣା, ବାଇକ ଚାଳକ ସମେତ ୪ ଗୁରୁତର

କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ ୱେ ଦର୍ଲିପଡା ଛକ ନିକଟରେ ବୋର୍ଡ ଥାନା ଅନ୍ତର୍ଗତ ପଲନା ଗ୍ରାମ ରୁ ଗୁପ୍ତେଶ୍ଵର ବୋଲବମ ଯାଉଥିବା ଏକ ପିକଅପ ଗାଡି ଓ ରାସ୍ତା ପାର ହେଉଥିବା ବାଇକ ମଧ୍ୟରେ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ବାଇକ ଚାଳକ ସମେତ ବୋଲବମ ଯାଉଥିବା ୨…

ଅନ୍ତୋଦୟ ଆବାସ ପାଇଁ ବନ୍ଧା ପଡିଲା ରାସନ ଓ ଭତ୍ତା କାର୍ଡ,ମିଳି ପାରୁନି ଦ୍ଵିତୀୟ କିସ୍ତି ,ବିଡ଼ିଓ କହିଲେ ଶୀଘ୍ର…

ଧର୍ମଗଡ : ବାବୁ ମାଟି ଘର ଥିଲା ଭଲରେ ଚଲୁଥିଲୁ ପାଞ୍ଚ ପ୍ରାଣୀ କୁଟୁମ୍ବ ନ ଥିଲା ଋଣ ଭାର ନା ବନ୍ଧକ କରିବାକୁ ପଡୁଥିଲା ଭତ୍ତା ଓ ରାସନ କାର୍ଡ । ବ୍ଲକ ପ୍ରଶାସନ ଅନ୍ତୋଦୟ ଯୋଜନା ରେ ମୋତେ ଘର ଟିଏ ଦେଇଥିବାରୁ ଆମେ ଖୁସି ହୋଇଥିଲୁ ।ଝାଟିମାଟି ଘର ବଦଳ ରେ ଛାତ ଘରେ ରହିବାକୁ ମନରେ ବେଶ…

ବିବାହିତା ମହିଳା ସନ୍ଦେହ ଜନକ ମୃତ୍ୟୁ ଅଭିଯୋଗ ଆଣିଲେ ବାପ ଘର ଲୋକେ।ପୋଲିସ ର ତଦନ୍ତ ଜାରି

ଧର୍ମଗଡ ; କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ବଡ଼ ପୋଡ଼ାଗୁଡା ଗ୍ରାମ ର ରିକିରାମ ପ୍ରଧାନୀ ଙ୍କ ପତ୍ନୀ ଉର୍ମିଳା ପ୍ରଧାନୀ(୨୫) ଙ୍କୁ ଆଜି ପରିବାର ଲୋକେ ଗୁରୁତର ଅବସ୍ଥାରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାକୁ ମୃତ୍ୟୁ ଘୋଷଣା କରିଥିଲେ।…

ସୁନା, ରୂପାର ମୂଲ୍ୟରେ ହ୍ରାସ

ଭୁବନେଶ୍ୱର ,: ଶୁକ୍ରବାର ଅମେରିକୀୟ ଡଲାରର ମଜବୁତି ଏବଂ ଆମେରିକାର ସ୍ଥିର ଅର୍ଥନୈତିକ ରିପୋର୍ଟ ମଧ୍ୟରେ ସୁନା ଓ ରୂପାର ମୂଲ୍ୟରେ ହ୍ରାସ ଦେଖାଦେଇଛି । ମୁମ୍ବାଇରେ ଆଜି ୨୨ କ୍ୟାରେଟ ସୋନାର ମୂଲ୍ୟ ୧୦ ଗ୍ରାମ ପିଛା ୯୧,୧୪୦ ଟଙ୍କା ଏବଂ ୨୪ କ୍ୟାରେଟ ସୁନାର ମୂଲ୍ୟ ୯୯,୪୯୦ ଟଙ୍କା ରହିଛି ।…

ଓଡ଼ିଶା ବନ୍ଦ ପ୍ରଭାବ: ୧୫୦୦ କୋଟି କ୍ଷତି

ଭୁବନେଶ୍ୱର, : ବାଲେଶ୍ୱର ଏଫ୍‌ଏମ୍ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମାହୁତି ମାମଲାରେ କଂଗ୍ରେସ ଓ ବାମଦଳଗୁଡ଼ିକ ପକ୍ଷରୁ ଓଡ଼ିଶା ବନ୍ଦ କରାଯାଇଥିଲା । ଏହି ବନ୍ଦ ଯୋଗୁ କେବଳ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହୋଇନାହାନ୍ତି, ଅର୍ଥନୀତିକୁ ବହୁମୂଲ୍ୟ ଦେବାକୁ ପଡ଼ିଛି । ଦୋକାନ ବଜାର…

ପଶ୍ଚିମବଙ୍ଗକୁ ୫ ହଜାର ୪ଶହ କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ ଭେଟିଦେଲେ ପ୍ରଧାନମନ୍ତ୍ରୀ

କୋଲକାତା, ୧୮ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପଶ୍ଚିମବଙ୍ଗର ଦୁର୍ଗାପୁରରେ ୫,୪୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସ, ଉଦଘାଟନ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି । ସମାବେଶକୁ ସମ୍ବୋଧିତ କରି, ଇସ୍ପାତ ସହର ଭାବରେ…

ଭୁବନେଶ୍ୱରରେ “ସୁଶାସନ ଅଭ୍ୟାସ’ ଉପରେ ଜାତୀୟ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର, 18/7: ଭୁବନେଶ୍ୱରରେ ଶୁକ୍ରବାର ସୁଶାସନ ଉପରେ ଦୁଇ ଦିନିଆ ଜାତୀୟ ସମ୍ମିଳନୀ ସଫଳତାପୂର୍ବକ ଉଦଯାପିତ ହୋଇଯାଇଛି । ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଏବଂ ସାଧାରଣ ଅଭିଯୋଗ ବିଭାଗ (ଡିଏଆରପିଜି) ଏବଂ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏହି…

ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ପାଞ୍ଚ ଦିନିଆ ପ୍ରଶିକ୍ଷଣ ଉଦଯାପିତ

ଭୁବନେଶ୍ୱର, 18/7: ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସ୍ନାତକୋତ୍ତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ଆରମ୍ଭ ହୋଇଥିବା ପାଞ୍ଚ ଦିନିଆ ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି । ଏହି ଅବସରରେ…