Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ବିହାରକୁ ୭୦୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୧୮ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର ମୋତିହାରୀରେ ୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପବିତ୍ର ଶ୍ରାବଣ ମାସରେ ବାବା ସୋମେଶ୍ୱର ନାଥଙ୍କୁ ପ୍ରଣାମ କରି…
କଟକ ଓ ଆଖପାଖ ଅଞ୍ଚଳକୁ ଏକ ସମୃଦ୍ଧ ମଡେଲ ଅଞ୍ଚଳ ଭାବେ ବିକଶିତ କରାଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୮ା୭ : କଟକ ସାଂସଦ ଭର୍ତୃହରି ମହତାବ ଶୁକ୍ରବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି କଟକ ସଂସଦୀୟ କ୍ଷେତ୍ରର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଛନ୍ତି । ବୈଠକରେ, କଟକ ସହରର ଓଏମପି ଅଂଚଳରେ ଭେଣ୍ଡିଙ୍ଗ ଜୋନ, ଏକ…
ସପ୍ତମ ଜିଲ୍ଲା ପରିଷଦ ବୈଠକ ଏବଂ ଦିଶା କମିଟି ବୈଠକ
ଛତ୍ରପୁର ,୧୮/୭- ୭ମ ଜିଲ୍ଲା ପରିଷଦ ବୈଠକ ଓ ଜିଲ୍ଲା ଉନ୍ନୟନ ସମନ୍ବୟ ଓ ପର୍ଯ୍ୟାଲୋଚନା କମିଟି ବୈଠକ ଆଜି ଛତ୍ରପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅଞ୍ଜଳି ସ୍ୱାଇଁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ…
ରାଜସ୍ଥାନ ରୁ ଯୁବତୀ କୁ ଉଦ୍ଧାର ଘଟଣା, ପୋଲିସ ଥାନା ରେ ପରିବାର କୁ ହସ୍ତାନ୍ତର କଲେ କୋକସରା ବ୍ଲକ ଉପାଧ୍ୟକ୍ଷ
ଧର୍ମଗଡ : ସୋସିଆଲ ମିଡିଆ ରେ ବନ୍ଧୁତା ସ୍ଥାପନ ପରେ ରାଜସ୍ଥାନ ର ଜଣେ ଯୁବକ ଙ୍କ ପ୍ରଲୋଭନ ରେ ଆସି ରାଜସ୍ଥାନ କୁ ନିଯୁକ୍ତି ପାଇଁ ଯାଇଥିବା କୋକସରା ଥାନାଞ୍ଚଲ ର ଜଣେ ଶିକ୍ଷିତା ଯୁବତୀ ଙ୍କୁ ସେଠି ପହଞ୍ଚିବା ପରେ ଯୁବକ ନିର୍ଯ୍ୟାତନା ନେଇ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ର ସହଯୋଗ ରେ…
ବାଇକ କୁ ଧକ୍କା ଦେଲା ଟ୍ରାକ୍ଟର, ଗୁରୁତର ଯୁବକଙ୍କ ମେଡ଼ିକାଲ ରେ ମୃତ୍ୟୁ ଘଟଣାସ୍ଥଳରେ ଉତ୍ତେଜନା
ଧର୍ମଗଡ: କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ରେଙ୍ଗାଳପାଲି ପଞ୍ଚାୟତ ଝରିଆଗୁଡା ଗ୍ରାମ ନିକଟରେ ବେପରୁଆ ଟ୍ରାକ୍ଟର ଚାଳକ ର ଅସାବଧାନତା ଯୋଗୁଁ ଟ୍ରାକ୍ଟର ପଛ ପଟ ଟ୍ରାକ୍ଟର ଡାଲା ପଲଟି ପଡିବାରୁ ଡାଲା ରେ ଥିବା ସେଣ୍ଟ୍ରିଙ୍ଗ ପାଇଁ ଯାଉଥିବା ସାମଗ୍ରୀ ବାଇକ ଚାଳକ ଉପରେ ଚାପି ହୋଇ…
\”ୱାର୍-୨\’ର ନୂଆ ପୋଷ୍ଟର୍ ରିଲିଜ୍
ମୁମ୍ବାଇ,: ହ୍ରିତିକ ରୋଶନ ଓ ଜୁନିୟର ଏନଟିଆର୍ ଷ୍ଟାରର୍ ବହୁପ୍ରତୀକ୍ଷିତ ଫିଲ୍ମ \"ୱାର୍-୨\'ର ନୂଆ ପୋଷ୍ଟର୍ ରିଲିଜ୍ ହୋଇଛି । ଏଥିରେ ହ୍ରିତିକ, କିଆରା ଆଡ଼ଭାନି ଓ ଜୁନିୟର ଏନଟିଆରଙ୍କୁ ଦମ୍ଦାର ଆକ୍ସନ୍ ମୋଡରେ ଦେଖିବାକୁ ମିଳିଛି । ନିର୍ମାତାଙ୍କ ଦାବି, \"ୱାର୍-୨\' ଏ ବର୍ଷର ସବୁଠୁ…
ମୁମ୍ବାଇରେ ଥିବା ନିଜର ଆପାର୍ଟମେଣ୍ଟ ବିକ୍ରି କଲେ ସଲମାନ
ମୁମ୍ବାଇ, : ବଲିଉଡ ଅଭିନେତା ସଲମାନ ଖାନ ମୁମ୍ବାଇରେ ତାଙ୍କର ଏକ ସମ୍ପତ୍ତି ବିକ୍ରି କରିଛନ୍ତି । ସଲମାନଙ୍କ ଏହି ସମ୍ପତ୍ତି ମୁମ୍ବାଇର ବାନ୍ଦ୍ରା ୱେଷ୍ଟରେ ଥିଲା । ସଲମାନଙ୍କ ଏହି ଆପାର୍ଟମେଣ୍ଟର ବିକ୍ରୟ ଏହି ମାସରେ ପଞ୍ଜିକୃତ ହୋଇଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ ମୁମ୍ବାଇର ବାନ୍ଦ୍ରା…
ମୁହଁ ଲୁଚାଇ କାନ୍ଦିଲେ ଶୁବମନ ଗିଲ
ଲର୍ଡସ, : ଏଜବାଷ୍ଟନ ଟେଷ୍ଟ ମ୍ୟାଚରେ ଇତିହାସ ସୃଷ୍ଟି କରିବା ପରେ ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ ବହୁତ ଖୁସି ଦେଖାଯାଉଥିଲେ । ସମାନ ଉତ୍ସାହ ସହିତ ସେ ପୁଣିଥରେ ଇଂଲଣ୍ଡକୁ ପରାସ୍ତ କରିବା ଉଦ୍ଦେଶ୍ୟରେ ଲର୍ଡସ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ । ତାଙ୍କ ଦଳ ଏଥିରେ ପ୍ରାୟ ସଫଳ ହୋଇଥିଲା,…
ବୁମ୍ରାଙ୍କ ଖେଳିବା ନେଇ ଭାରତ ଦ୍ୱନ୍ଦ୍ୱରେ
ନୂଆଦିଲ୍ଲୀ, : ଓଲ୍ଡ ଟ୍ରାଫୋର୍ଡରେ ଆଦୌ ଟେଷ୍ଟମ୍ୟାଚ୍ ଖେଳିନାହାନ୍ତି ଯଶପ୍ରୀତ ବୁମ୍ରା । ହେଲେ ଏଥର ଭାରତୀୟ ଦଳ ତାଙ୍କୁ ସବୁଠାରୁ ଅଧିକ ଆବଶ୍ୟକ କରୁଛି । ୧-୨ରେ ପଛୁଆ ରହି ଭାରତୀୟ ଦଳ ୪ର୍ଥ ଟେଷ୍ଟ ଖେଳିବା ପାଇଁ ଲଣ୍ଡନରୁ ମାଞ୍ଚେଷ୍ଟର ବାହାରିଛି । ତେବେ ଭାରତୀୟ ଦଳ ଅଦ୍ୟାବଧି…
ଗଙ୍ଗାଧର ମେହେର ବିଶବିଦ୍ୟାଳୟରେ ଛାତ୍ରୀ ନିର୍ଯାତନା : ଅଧ୍ୟାପକ ଗିରଫ
ସମ୍ବଲପୁର,: ବାଲେଶ୍ୱର ଏଫଏମ୍ କଲେଜ ଘଟଣାର କିଛି ଦିନ ଯାଉଣୁ ପୁଣି ଜଣେ ଛାତ୍ରୀଙ୍କ ଉପରେ ହୋଇଛି ନିର୍ଯାତନା । ଏଥିରେ ମଧ୍ୟ ଜଣେ ଅଧ୍ୟାପକ ଛାତ୍ରୀଙ୍କୁ ଅସଦାଚରଣ କରିଛନ୍ତି । ଏଫଏମ୍ କଲେଜ ନିଆଁ ସାରା ଓଡ଼ିଶାରେ ହୁତୁହୁତୁ ହୋଇ ଜଳୁଥିବାବେଳେ ପୁଣି ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ…