Sign in
Sign in
Recover your password.
A password will be e-mailed to you.
Browsing Category
ନ୍ୟୁଜ୍ ବୁଲେଟିନ୍
ଖୋର୍ଦ୍ଧାରୋଡ ଷ୍ଟେସନରେ ନକଲି ଟିଟିଇ
ଜଟଣୀ, : ଖୋର୍ଦ୍ଧାରୋଡ଼ ରେଲୱେ ଷ୍ଟେସନର ଗୁଣୁପୁର ଟ୍ରେନ ଆସିବ ପରେ ୧ ନମ୍ବର ପ୍ଲାଟଫର୍ମରେ ୩ଜଣ ସାଧା ପୋଷାକରେ ଥିବା ବ୍ୟକ୍ତି ନିଜକୁ ଟିଟିଇ କହି ଯାତ୍ରୀମାନଙ୍କୁ ଟ୍ରେନ୍ ଟିକେଟ ମାଗିବା, ଯାଞ୍ଚ କରବା ସହ ନିଜର ପକେଟ ଗରମ କରୁଥିବା ବେଳେ ସେଠାରେ ଥିବା କିଛି ଯାତ୍ରୀଙ୍କ ସନ୍ଦେହରେ…
ସାଂସଦଙ୍କ ଦ୍ୱାରା ରାସନ୍ କାର୍ଡ ବଣ୍ଟନ ସମେତ ସାମୁହିକ ପାଠାଗାର ଓ କୋଚିଂ ସେଣ୍ଟରର ଶିଳାନ୍ୟାସ
ଖୋର୍ଦ୍ଧା, 17/7: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ଅଞ୍ଚଳର ୨୬ ଟି ପଞ୍ଚାୟତ ଓ ୧୪ ମୌଜାର ଜନ ସାଧାରଣଙ୍କ ପାଇଁ ବହୁ ଆବଶ୍ୟକୀୟ କାର୍ଯ୍ୟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଅଞ୍ଚଳର ଲୋକ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ୫୩ ଲକ୍ଷ ଟଙ୍କା ବ୍ୟୟ…
“ଉତ୍ତମ ପ୍ରଶାସନିକ ଅଭ୍ୟାସ’ ଉପରେ ଜାତୀୟ ସମ୍ମିଳନୀ ଉଦଘାଟିତ
ଭୁବନେଶ୍ୱର, ୧୭ା୭ : ଭୁବନେଶ୍ୱରରେ ଗୁରୁବାର "ଉତ୍ତମ ପ୍ରଶାସନିକ ଅଭ୍ୟାସ' ଉପରେ ଦୁଇ ଦିନିଆ କର୍ମଶାଳା ଉଦଘାଟିତ ହୋଇଯାଇଛି । କେନ୍ଦ୍ର ବିଜ୍ଞାନ ଓ କାରିଗରୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ସାଧାରଣ ଅଭିଯୋଗ, ପେନସନ ପ୍ରଶାସନ, ଆଣବିକ ଶକ୍ତି ଓ ମହାକାଶ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର…
ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି: ଆସିକା ଏବଂ ଚିକିଟିକୁ ମିଳିଲା ସ୍ୱତନ୍ତ୍ର…
ନୂଆଦିଲ୍ଲୀ, ୧୭ା୭ : ଦେଶର ସ୍ୱଚ୍ଛ ସହରଗୁଡ଼ିକର ତାଲିକା ପ୍ରକାଶ ପାଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪-୨୫ ପୁରସ୍କାର ପ୍ରଦାନ କରିଛନ୍ତି । କେନ୍ଦ୍ର…
“ସହକାର ଏବଂ ରୋଜଗାର ଉତ୍ସବ’କୁ ସମ୍ବୋଧିତ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
ଜୟପୁର, ୧୭ା୭ : କେନ୍ଦ୍ର ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଗୁରୁବାର ରାଜସ୍ଥାନର ଜୟପୁରଠାରେ ଅନ୍ତର୍ଜାତୀୟ ସମବାୟ ବର୍ଷ-୨୦୨୫ ଅବସରରେ ‘ସହକାର ଏବଂ ରୋଜଗାର ଉତ୍ସବ'କୁ ମୁଖ୍ୟଅତିଥି ଭାବେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା,…
ଓଡ଼ିଶାର ଏହି ମାର୍ଗରେ ଚତୁର୍ଥ ରେଳ ଲାଇନକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ
ଭୁବନେଶ୍ୱର, 17/7: ଓଡ଼ିଶାର ରେଳ ଭିତ୍ତିଭୂମିକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ କେନ୍ଦ୍ର ରେଳ ମନ୍ତ୍ରଣାଳୟ ରାଣୀତାଳ ଲିଙ୍କ କେବିନ୍ ଓ ଭଦ୍ରକ ଷ୍ଟେସନ ମଧ୍ୟରେ ୫.୦୬ କିଲୋମିଟର ଦୈର୍ଘ୍ୟର ଚତୁର୍ଥ ରେଳ ଲାଇନ ନିର୍ମାଣ ପାଇଁ ଅନୁମୋଦନ ଦେଇଛି । ଏହି ପ୍ରକଳ୍ପର…
ସୁଶାସନ ଅଭ୍ୟାସ ସମ୍ପର୍କିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀର ପ୍ରଥମ ଅଧିବେଶନ
ଭୁବନେଶ୍ୱର, 17/7: ଭାରତ ସରକାରଙ୍କ ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ ବିଭାଗ ଏବଂ ଓଡ଼ିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ଲୋକ ସେବା ଭବନସ୍ଥିତ ରାଜ୍ୟ କନଭେନସନ ସେଣ୍ଟରଠାରେ ଆୟୋଜିତ ସୁଶାସନ ଅଭ୍ୟାସ ସମ୍ପର୍କିତ ଦୁଇ ଦିନିଆ…
ସୌମ୍ୟାଶ୍ରୀ ଙ୍କୁ ନ୍ୟାୟ ପ୍ରଦାନ ଦାବି ରେ କୋକସରା ବ୍ଲକ ର ବିଭିନ୍ନ ସ୍ଥାନରେ ଓଡ଼ିଶା ବନ୍ଦ ପାଳନ
ଧର୍ମଗଡ, : ବାଲେଶ୍ଵର ଏଫ ଏମ କଲେଜ ର ଛାତ୍ରୀ ସୌମ୍ୟାଶ୍ରୀ ବିଶି କଲେଜ ର ଅଧ୍ୟାପକ ଙ୍କ ବିରୋଧ ରେ ଆଣିଥିବା ଯୌନ ଉତ୍ପିଡ଼ନ ରେ ସଂଘର୍ଷ କରି ମଧ୍ୟ ନ୍ୟାୟ ନପାଇ ଶେଷରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ଏହି ଘଟଣା ରେ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ,ବାମପନ୍ଥୀ ସମେତ ୮…
ସରକାରଙ୍କ ବଡ଼ ଘୋଷଣା, ୨୦୦ରୁ ଅଧିକ ହେବନି ସିନେମା ଟିକେଟ!
ବେଙ୍ଗାଲୁରୁ, : ଯୁବପୀଢିଙ୍କ ମଧ୍ୟରେ ସିନେମାକୁ ନେଇ ସବୁବେଳେ ଉତ୍ସାହ ରହିଆସିଛି । ଟଙ୍କା ୧୦୦ ହେଉ କି ୫୦୦, ସିନେମା ଦେଖିବାର ଉତ୍ସାହ ଆଗରେ ଟଙ୍କା କିଛି ଗୁରୁତ୍ୱବହନ କରିନଥାଏ । ହେଲେ କିଛି ଏଭଳି ଲୋକ ମଧ୍ୟ ଅଛନ୍ତି ଯେଉଁମାନେ ଅଧିକ ଟିକେଟ୍ ଦାମ୍ ପାଇଁ ବଡ଼ ବଡ଼ ସିନେମା ହଲକୁ ଯିବାରୁ…
ପିତା-ମାତା ହେଲେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିୟାରା ଆଡଭାନୀ
ମୁମ୍ବାଇ, : ବାପା ହୋଇଛନ୍ତି ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା । ପତ୍ନୀ ତଥା ଅଭିନେତ୍ରୀ କିୟାରା ଆଡଭାନୀଙ୍କ
ଗର୍ଭରୁ ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି । ଏହାକୁ ନେଇ ପରିବାରରେ ଖୁସିର ଲହରି ଖେଳି ଯାଇଥିବା ବେଳେ ପ୍ରଶଂସକମାନେ ଦୁହିଁଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ଚଳିତ ବର୍ଷ…