Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ନିଖିଳ ଓଡିଶା ଏମଡିଏମ ପାଚିକା ସହାୟିକା ସଙ୍ଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ।
ଧର୍ମଗଡ଼ : ସରକାରୀ ବିଦ୍ୟାଳୟ ମାନଙ୍କରେ ମଧ୍ୟାହ୍ନ ଭୋଜନ ଯୋଜନା ଭଳି ପାଇଲଟ ପ୍ରୋଜେକ୍ଟକୁ ସଫଳ କରିବା ପାଇଁ ପାଚିକା ସହାୟିକା ମାନେ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ବିନା ଛୁଟି ରେ ବହୁ ଅସୁବିଧା ମଧ୍ୟରେ ଅକ୍ଲାନ୍ତ ପରିଶ୍ରମ କରି ମଧ୍ୟାହ୍ନ ଭୋଜନ କାମ କରିବା ସହ ସେମାନଙ୍କୁ…
ପାରାଦ୍ଵୀପ ରେ ଗୁଜବ, ବୁଲୁଛନ୍ତି ୬ ସନ୍ଦିଗ୍ଧ
ପାରାଦ୍ଵୀପ :-ଜଗତସିଂହପୁର ଜିଲ୍ଲା ଏସ୍ପି ଭବାନୀ ଶଙ୍କର ଉଦଗାତା ଙ୍କ ପ୍ରତିକ୍ରିୟା। ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ସନ୍ଦିଗ୍ଧ ବ୍ୟକ୍ତି ଙ୍କୁ ନେଇ ରଖିଲେ ପ୍ରତିକ୍ରିୟା। ଏହା ଗୁଜବ ବୋଲି କହିବା ସହିତ କେହି ଭୟଭୀତ ନହେବାକୁ ସମସ୍ତ ପାରାଦୀପ ର ଜନ ସାଧାରଣ ଙ୍କୁ କରିଲେ ଅନୁରୋଧ।…
କୁସୁମଖୁଣ୍ଟି ସରସ୍ୱତୀ ବିଦ୍ୟା ମନ୍ଦିର ପକ୍ଷରୁ ଇଂରାଜୀ ଓ ଗଣିତ ପ୍ରଶିକ୍ଷଣ ଶିବିର ଉଦଘାଟିତ
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ କୁସୁମଖୁଣ୍ଟି ସରସ୍ୱତୀ ବିଦ୍ୟା ମନ୍ଦିର ପକ୍ଷରୁ ଛାତ୍ରଛାତ୍ରୀ ଙ୍କୁ ୧ ମାସ ଧରି ଇଂରାଜୀ ଓ ଗଣିତ ପ୍ରଶିକ୍ଷଣ ଶିବିର ସୋମବାର ଦିନ ଉଦଘାଟିତ ହୋଇ ଯାଇଛି। ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତ ଙ୍କ…
ପୁଣି ପିଏସ୍ଏଲ ଛାଡ଼ି ଆଇପିଏଲରେ ଯୋଗଦେଲେ ଖେଳାଳ
ନୂଆଦିଲ୍ଲୀ, : ଆଇପିଏଲ ୨୦୨୫ ପାଇଁ ପଞ୍ଜାବ କିଙ୍ଗ୍ସ ଦଳକୁ ବଡ଼ ଝଟକା ଲାଗିଛି । ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ଆହତ କାରଣରୁ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଛନ୍ତି । ତେବେ ଏହି ସ୍ଥାନ ପୂରଣ କରିବା ପାଇଁ ପଞ୍ଜାବ କିଙ୍ଗ୍ସ ନେଇଛି ଏକ ବଡ଼ ନିଷ୍ପତ୍ତି । ଦଳ…
ଚେନ୍ନାଇର ନବମ ପରାଜୟ: ପ୍ଲେ ଅଫରେ ଆରସିବ
ବେଙ୍ଗାଲୁରୁ, : ନାଟକୀୟ ତଥା ଶେଷ ବଲ୍ ପର୍ଯ୍ୟନ୍ତ ଉତ୍କଣ୍ଠା ଭରି ରହିଥିବା ଆଇପିଏଲ୍ ମୁକାବିଲାରେ ଚେନ୍ନାଇ ସୁପରକିଙ୍ଗ୍ସକୁ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ୨ ରନରେ ପରାସ୍ତ କରିଛି । ତା\'ସହିତ ଏକାଦଶ ମ୍ୟାଚରୁ ଅଷ୍ଟମ ବିଜୟ ପାଇ ପ୍ଲେ ଅଫରେ ସ୍ଥାନ ପକ୍କା କରି ନେଇଛି ।…
ଭାରତ ପାକ୍ ସହ ବ୍ୟବସାୟିକ ସମ୍ପର୍କ ଛିନ୍ନ
ନୂଆଦିଲ୍ଲୀ,: ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ପାକିସ୍ତାନ ବିରୋଧରେ ଭାରତ ଆଉ ଏକ ଶକ୍ତ ପଦକ୍ଷେପ ଘୋଷଣା କରିଛି । ବାଣିଜ୍ୟ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁଯାୟୀ, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପାକିସ୍ତାନରୁ ଆସୁଥିବା କିମ୍ବା ରପ୍ତାନି ହେଉଥିବା ସମସ୍ତ ସାମଗ୍ରୀର ପ୍ରତ୍ୟକ୍ଷ କିମ୍ବା…
ଘାଟିରୁ ଖସିଲା ସେନା ଟ୍ରକ୍: ୩ ଯବାନ ଶହୀଦ
ଶ୍ରୀନଗର, : ଜମ୍ମୁ-କଶ୍ମୀରର ରାମବନ ଜିଲ୍ଲାର ବ୍ୟାଟେରି ଚଷ୍ମା ନିକଟରେ ଏକ ସେନା ଟ୍ରକ୍ ଘାଟିରୁ ପ୍ରାୟ ୨୦୦- ୩୦୦ ମିଟର ତଳକୁ ଖସି ପଡ଼ିଛି । ଫଳରେ ୩ ଯବାନ ଶହୀଦ ହୋଇଛନ୍ତି । ପୋଲିସ, ଏସଡିଆର୍ଏଫ୍, ସେନା ଏବଂ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ଏହି ଟ୍ରକ୍ଟି…
୪ ଦିନ କାଳବୈଶାଖୀ ପ୍ରକୋପ ଅଧିକ, ୮ରୁ ୧୪ ଯାଏ ବଢିବ ତାତ
ଭୁବନେଶ୍ୱର, : ପାରଳାଖେମୁଣ୍ଡି, ବୌଦ୍ଧ ଓ ଭୁବନେଶ୍ୱର ସମେତ ଅନେକ ସ୍ଥାନରେ ଶନିବାର
କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇଛି । ବିଭିନ୍ନ ସ୍ଥାନରେ ଗଛ ଡାଳ ଭାଙ୍ଗି ପଡ଼ିଥିବା ବେଳେ ବିଦ୍ୟୁତ ସଂଯୋଗ ବ୍ୟାହତ ହୋଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ହେଲା, କାଳବୈଶାଖୀ ପ୍ରକୋପ…
ପାକିସ୍ତାନ ସହ ବିବାଦ ମଧ୍ୟରେ ପିଏମ୍ ମୋଦିଙ୍କୁ ଭେଟିଲେ ବାୟୁସେନା ମୁଖ୍ୟ
ନୂଆଦିଲ୍ଲୀ, : ପହଲଗାମରେ ଆତଙ୍କୀ ହମଲା ପରେ ପାକିସ୍ତାନ ସହ ଭାରତର ବିବାଦ ଜାରି ରହିଛି । ଏହା ଭିତରେ ବାୟୁସେନା ମୁଖ୍ୟ ଏୟାରଚିଫ୍ ମାର୍ଶଲ ଅମର ପ୍ରୀତ ସିଂହ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିଛନ୍ତି । ଏହା ପୂର୍ବରୁ ନୌସେନା ମୁଖ୍ୟ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ…
ଗୁଡହାଣ୍ଡି ଡୋକାରିଚଞ୍ଚରା ସୁରକ୍ଷା ମଞ୍ଚ ପକ୍ଷରୁ ବୈଠକ,ପର୍ଯ୍ୟଟନ ସ୍ଥଳୀ କୁ ବ୍ଲକ ସ୍ତରୀୟ କମିଟି ପାଇଁ ଦାବି
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ର ଅନନ୍ୟ ପର୍ଯ୍ୟଟନ ସ୍ଥଳୀ ତଥା ମଧୁ ମାଧବ ତୀର୍ଥକ୍ଷେତ୍ର ପାଇଁ ପ୍ରସିଦ୍ଧ ଗୁଡହାଣ୍ଡି ଡୋକାରିଚଞ୍ଚରା କୁ ନେଇ ବିଗତ ଦିନ ରେ କମିଟି ସମ୍ପ୍ରସାରଣ କୁ ନେଇ ବିବାଦ ଉପୁଜିଥିବା ବେଳେ ଦିର୍ଘ ବର୍ଷ ରୁ ଗୁଡହାଣ୍ଡି ଉନ୍ନୟନ କମିଟି ଏହି ପର୍ଯ୍ୟଟନ ସ୍ଥଳୀ ର…