Browsing Category

ମୁଖ୍ୟ ଖବର

ସାହିତ୍ୟିକ ଯଜ୍ଞେଶ୍ଵର ପଣ୍ଡାଙ୍କୁ ସାହିତ୍ୟ ସାରଥି ଉପାଧି ପ୍ରଦାନ

କୋରାପୁଟ : କଳା ବିକାଶ କେନ୍ଦ୍ର କଟକ ଠାରେ ରାଜ୍ୟ କଳା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଓଡିଶାର ରୌପ୍ୟ ଜୟନ୍ତୀ ଉତ୍ସବ ପାଳନ ଅବସରରେ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟିକ ଡ. ଯଜ୍ଞେଶ୍ଵର ପଣ୍ଡାଙ୍କୁ *ସାହିତ୍ୟ ସାରଥି* ଉପାଧିରେ ଭୂଷିତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମକୁ…

ପ୍ରଧାନମନ୍ତ୍ରୀ ଏକ୍ସଲେନସ୍ -2025 ପୁରସ୍କୃତ ହେଲେ କୋରାପୁଟ ଜ଼ିଲ୍ଲାପାଳ ଭି କୀର୍ତ୍ତି ଭାସନ

କୋରାପୁଟ : ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ସିଭିଲ ସର୍ଭିସେସ ଦିବସ ରେ ପ୍ରଧାନମନ୍ତ୍ରୀ ଙ୍କ ଠାରୁ ଏକ୍ସଲେନସ୍ -2025 ଆୱାର୍ଡ ଗ୍ରହଣ କରିଛନ୍ତି l କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ଉଲ୍ଲେଖନୀୟ ଉନ୍ନୟନ କାର୍ଯ୍ୟ ଓ ଯୋଜନାର ସଫଳ ରୁପାୟନ ପାଇଁ…

ଲକ୍ଷ୍ମୀ ବସରୁ ପଡ଼ି ଜଣେ ମହିଳା ଆହତ

କୋରା ପୁଟ: ସିମିଳିଗୁଡାରୁ ଦାମନଯୋଡି ଦେଇ କୋରାପୁଟ ଯାଉଥିବା ଲକ୍ଷ୍ମୀ ବସ୍ (ଓଡି ୧୦ଏକ୍ସ ୮୭୧୯) ରୁ ଜନୈକା ମହିଳା ପଡ଼ି ଆହାତ ହୋଇଥିବା ଜଣାପଡିଛି । ଖବରରୁ ପ୍ରକାଶ ଯେ, ବସଟି କୋରାପୁଟ ଯାଉଥିବା ସମୟରେ ଭେଜାପୁଟ ବଜାର ଠାରେ ବସ୍ ଚାଲିଥିବା ଅବସ୍ଥାରେ ମହିଳା ଜଣକ ହଠାତ୍ ଓହ୍ଲାଇବାକୁ…

୨୪ରୁ ଆରମ୍ଭ ବିରୂପା ମହୋତ୍ସବ.

ସାଲେପୁର : ଆଞ୍ଚଳିକ ସାମାଜିକ ସାଂସ୍କୃତିକ ଉନ୍ନୟନ ଟ୍ରଷ୍ଟ ଓ ବିକଳାନନ୍ଦ ଯୁବ ପରିଷଦ ମିଳିତ ଆନୁକୂଲ୍ୟରେ ପ୍ରତି ବର୍ଷ ପରି ଚଳିତ ବର୍ଷ ୨୪ତାରିଖ ରୁ ଆରମ୍ଭ ହୋଇ ୨୮ତାରିଖ ପର୍ଯ୍ୟନ୍ତ ଗୋପୀନାଥ ପୁର ନିକଟସ୍ଥ ବିରୂପା ନଦୀ କୂଳରେ ଅନୁଷ୍ଠିତ ହେବ।ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ପାଗା…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଇପିଏଲ ଯାତ୍ରାର ୧୦ ବଷ

ନୂଆଦିଲ୍ଲୀ,: ଦିନେ ଅନସୋଲ୍ଡ ଥିଲେ । ଆଜି ଦଳର ନେତୃତ୍ୱ ସମ୍ଭାଳିଛନ୍ତି । ଏମିତି କି ତାଙ୍କ ଅଧିନାୟକର ଆଇପିଏଲ ଟିମ୍ ଗୁଜରାଟ ଟାଇଟାନ୍ସ ପ୍ରଥମ ଟ୍ରଫି ବି ଜିତିଛି । ସେ ହେଉଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଆଇପିଏଲ…

ରତ୍ନ ଭଣ୍ଡାର ମରାମତି ହୋଇ ନ ଥିଲେ ଭୁଶୁଡ଼ି ପଡ଼ିଥାଆନ୍ତା: ଆଇନ ମନ୍ତ୍ରୀ

ଭୁବନେଶ୍ୱର,: ରତ୍ନ ଭଣ୍ଡାର ମରାମତି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବଡ ବକ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ ରତ୍ନ ଭଣ୍ଡାର ମରାମତି ହୋଇ ନ ଥିଲେ ଭୁଶୁଡ଼ି ପଡ଼ି ଥାଆନ୍ତା । ଆଜି ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି ଯେ, ସ୍ନାନ ପୂର୍ଣ୍ଣିମା ପୂର୍ବରୁ…

ଟାରିଫ୍ ୱାର୍ ମଧ୍ୟରେ ଆମେରିକାକୁ ଡାଳିମ୍ବ ପଠାଇଲା ଭାରତ

ନୂଆଦିଲ୍ଲୀ, : ଭାରତ ଓ ଆମେରିକା ମଧ୍ୟରେ ହୋଇଥିବା ଏକ ନୂଆ ବାଣିଜ୍ୟିକ ଚୁକ୍ତି, ଭାରତୀୟ ଡାଳିମ୍ବକୁ ଆମେରିକୀୟ ବଜାରରେ ପହଞ୍ଚାଇ ଦେଇଛି । ୪,୨୦୦ଟି ବାକ୍ସ ଡାଳିମ୍ବ ସମୁଦ୍ର ପଥ ଦେଇ ନ୍ୟୁୟର୍କରେ ପହଞ୍ଚିଛି । ଏହି ଚୁକ୍ତି କାରଣରୁ ଗତବର୍ଷ ଡାଳିମ୍ବର ଏକ୍ସପୋର୍ଟରେ ବୃଦ୍ଧି ଘଟିଛି । ଆଶା…

ସଦର ବିଜେପିର ସକ୍ରିୟ ସଦସ୍ୟତା ସମ୍ମିଳନୀ ଓ ବନ୍ଧୁ ମିଳନ ଉତ୍ସବ ପାଳିତ।

ସାଲେପୁର : କଟକ ସଦର ବିଜେପିର ଏକ ସକ୍ରିୟ ସଦସ୍ୟତା ସମ୍ମିଳନୀ ଓ ବନ୍ଧୁ ମିଳନ ଉତ୍ସବ ଆଜି ସନ୍ଧ୍ୟାରେ ସ୍ଥାନୀୟ ଇଶାଣୀବ୍ରହ୍ମପୁର ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ  ସୁଦାମବତୀ ମଣ୍ଡଳ ସଭାପତି ରଘୁନାଥ ଚୌଧୁରୀ ମଞ୍ଚ ସଞ୍ଚାଳନ କରିଥିଲେ। ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର…

ଶୁଳ୍କ ଯୁଦ୍ଧ ପାଇଁ ବିଶ୍ୱରେ ଲାଗି ରହିଛି ଅନିଶ୍ଚିତତା ଭାରତର ସୁନା ଆମଦାନୀ ୧୯୨ % ବୃଦ୍ଧ

ନୂଆଦିଲ୍ଲୀ,: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବିଶ୍ୱ ଅନିଶ୍ଚିତତା ଦେଇ ଗତି କରୁଛି । ସେ ରେସିପ୍ରୋକାଲ (ଯେସାକୁ ତେସା) ଶୁଳ୍କ ଲଗାଇ ବିଶ୍ୱରେ ଅସ୍ଥିରତା ସୃଷ୍ଟି କରିଛନ୍ତି । ଆମେରିକା ଏବଂ ଚୀନ୍ ମଧ୍ୟରେ ଶୁଳ୍କ ଯୁଦ୍ଧ ଜାରି ରହିଛି । ଉଭୟ ରାଷ୍ଟ୍ର ପରସ୍ପର ବିରୋଧରେ…

ହିନ୍ଦୁ ନେତାଙ୍କୁ ହତ୍ୟାରୁ ବଢ଼ୁଛି ଅଶାନ୍ତ

ଢାକା, : ବାଂଲାଦେଶର ପ୍ରମୁଖ ହିନ୍ଦୁ ନେତା ଭବେଶ ଚନ୍ଦ୍ର ରୟଙ୍କୁ ହତ୍ୟା ଘଟଣାରେ ଭାରତ ଶନିବାର ମହମ୍ମଦ ୟୁନୁସ୍ ସରକାରଙ୍କୁ ନିନ୍ଦା କରିଛି । ଅନ୍ତରୀଣ ସରକାରଙ୍କ ଶାସନରେ ପଡ଼ୋଶୀ ଦେଶର ସଂଖ୍ୟାଲଘୁଙ୍କ ପ୍ରତି ବ୍ୟବସ୍ଥିତ ଉତ୍ପୀଡ଼ନ ଢାକାର ଏକା ଏକ ଅଂଶବିଶେଷ ବୋଲି ନୂଆଦିଲ୍ଲୀ କହିଛି ।…