Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ମା\’ ବୁଢ଼ା ଠାକୁରାଣୀ ମାଆଙ୍କ ପାଖରେ ନାହିଁ ଭେଦଭାବ
ବ୍ରହ୍ମପୁର, : ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପରମ୍ପରାରେ ନାହିଁ ଜାତି ଭେଦଭାବ । ମାଆଙ୍କ ନୀତିକାଠି ଓ ସେବାରେ ସମର୍ପିତ ବହୁ ପରିବାର ଓ ଜାତି । କେହି ଅସ୍ଥାୟୀ ମଣ୍ଡପ ତିଆରି କରେ ତ କେହି ବାଜା ବଜାଏ । କେହି ଘଟ ତିଆରି କରେ ତ, କେହି ସେଥିରେ ଚିତ୍ର ଆଙ୍କୁଥାଏ । ଏହି ପରି ମାଆଙ୍କ…
ଆଜି ପଇତାଲାଗି, ଶ୍ରୀମନ୍ଦିରରେ ୫ଘଣ୍ଟା ଦର୍ଶନ ବନ୍ଦ
ପୁରୀ, : ସୋମବାର ବୈଶାଖ କୃଷ୍ଣ ଅଷ୍ଟମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ମହାପ୍ରଭୁଙ୍କ ଏହି ନୀତି ସମ୍ପାଦନ କରାଯିବ । ମହାପ୍ରଭୂଙ୍କ ଏହି ଗୁପ୍ତ ନୀତି ପାଇଁ ଆପାତତଃ ଅପରାହ୍ନ ୫ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ…
କୁଆପଥର ମାଡ଼ ସହ ଭୂସ୍ଖଳନ ୩ ମୃତ, ଉଦ୍ଧାର କାର୍ଯ୍ୟ ଜାର
ଜମ୍ମୁ-କାଶ୍ମୀର, : ଜମ୍ମୁକଶ୍ମୀରରେ ପାଗ ପୁଣି ଥରେ ତାଣ୍ଡବ ରଚିଛି । ପ୍ରବଳ ବର୍ଷା, କୁଆପଥର ବର୍ଷା ଏବଂ ପ୍ରବଳ ପବନ ରାଜ୍ୟର ଅନେକ ଅଞ୍ଚଳରେ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରିଦେଇଛି । କିଛି ସ୍ଥାନରେ, ନଦୀଗୁଡ଼ିକ ଗାଁଗୁଡ଼ିକୁ ବୁଡ଼ାଇ ଦେଇଥିବା ବେଳେ, ଅନ୍ୟ ସ୍ଥାନରେ ଭୂସ୍ଖଳନ…
ସାଲେପୁର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ
ସାଲେପୁର : ସାଲେପୁରର ସୁନାମଧନ୍ୟ ତଥା ବିଗତ ବର୍ଷରେ ସି.ବି.ଏସ୍.ଇ. ବୋର୍ଡ ପରୀକ୍ଷାରେ ଗ୍ରାମାଞ୍ଚଳ ସି.ବି.ଏସ୍.ଇ. ଅନୁବନ୍ଧିତ ବିଦ୍ୟାଳୟମାନଙ୍କ ମଧ୍ୟରେ ସର୍ବୋତ୍ତମ ଫଳାଫଳ ଆଣି ସିଟି ସ୍ତରରେ ପୁରସ୍କୃତ ସାଲେପୁର ପବ୍ଲିକ୍ ସ୍କୁଲ ତା'ର ୨୩ତମ ବାର୍ଷିକ ଉତ୍ସବ ‘ସିନର୍ଜିଆ’ ଗତ କାଲି…
ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଖଡ଼ିଆଳ, : ନୂଆପଡ଼ା ଜିଲ୍ଲା ଖଡ଼ିଆଳର ସର୍ବ ପୁରାତନ ପିଏମଶ୍ରୀ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ବହୁ ଆଡମ୍ବର ସହିତ ପାଳିତ ହୋଇଯାଇଛି । ଏହି ବାର୍ଷିକ ଉତ୍ସବର ସାସ୍କୃତିକ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ର ଅଧକ୍ଷତା କରିଥିବା…
କଟକ, ଭୁବନେଶ୍ୱର, ପୁରୀ ମଧ୍ୟରେ ଚାଲିବ ହାଇ-ଟେକ୍ ଇଲେକ୍ଟ୍ରିକ ବସ୍
ଭୁବନେଶ୍ୱର, : ସ୍ଥାୟୀ ଏବଂ ହାଇଟେକ୍ନୋଲୋଜି ସମ୍ପନ୍ନ ସାର୍ବଜନୀନ ପରିବହନ ଆଡ଼କୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ, କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶାରେ ଫ୍ଲାସ୍-ଚାର୍ଜିଂ ଇଲେକ୍ଟ୍ରିକ ବସ୍ ପରିଚାଳନର ପ୍ରସ୍ତାବ ଦେଇଛନ୍ତି । ଏହି ପଦକ୍ଷପ ଦ୍ୱାରା…
ମାଲେସିଆ ଗସ୍ତରେ ଗଲେ ଓଡ଼ିଶାର କୃଷକ ଓ ଅଧିକାରୀ
ଭୁବନେଶ୍ୱର, : ଓଡ଼ିଶା ଜଳବାୟୁ ସହନଶୀଳ କୃଷି ପାଇଁ ସମନ୍ୱିତ ଜଳସେଚନ ପ୍ରକଳ୍ପ (ଓଆଇଆଇପିସିଆର୍ଏ) ଅଧୀନରେ ୨୮ ଜଣିଆ କୃଷକ ଏବଂ ଅଧିକାରୀଙ୍କ ପ୍ରଶିକ୍ଷଣ ଭିତ୍ତିକ ମାଲେସିଆ ଗସ୍ତକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି, ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ…
କୈବର୍ତ୍ତ ମହାସଂଘ ଚୈତ୍ର ମହୋତ୍ସବ ରେ ଯୋଗଦେଲେ କଟକ ସାଂସଦ ଭର୍ତ୍ତୃହରି
ସାଲେପୁର ,କଟକ ସଦର ଅନ୍ତର୍ଗତ ଜନାର୍ଦ୍ଦନ ପୁର ଠାରେ କୈବର୍ତ୍ତ ମହାସଂଘ ର ଚୈତ୍ର ଉତ୍ସବ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି | ଏହି ପର୍ବୋତ୍ସବ ଅବସରରେ ଇଷ୍ଟଦେବୀମା ବାସୁଲେଇ ଙ୍କ ପୂଜାର୍ଚନା କାରାଯାଇ ପ୍ରତ୍ୟେକ କୈବର୍ତ୍ତ ପରିବାରରେ ଭୋଗ ନୈବେଦ୍ୟ ଅର୍ପଣକରି ଶ୍ରଦ୍ଧା ଭକ୍ତିର ସହ…
ପୁରୀ ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହେବା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ
ଭୁବନେଶ୍ୱର, : ଚଳିତ ବର୍ଷ ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହେବା ପାଇଁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଅପରାହ୍ଣରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା ପ୍ରସ୍ତୁତିରେ ଯେପରି କୌଣସି…
ଦ୍ରୁତ ଗତିରେ ଆଗେଇ ଚାଲିଛି ଭାରତର ଅର୍ଥନୀତି
ନୂଆଦିଲ୍ଲୀ,: ଭାରତର ଅର୍ଥନୀତି ଆଗାମୀ ତିନି ବର୍ଷ ମଧ୍ୟରେ ଜର୍ମାନୀ ଓ ଜାପାନକୁ ପଛରେ ପକାଇ ଦେବ ଏବଂ ୨୦୪୭ ସୁଦ୍ଧା ଏହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେବାର ସମ୍ଭାବନା ରହିଛି । ନୀତି ଆୟୋଗର ମୁଖ୍ୟ କାର୍ଯ୍ୟର୍ନିବାହୀ ଅଧିକାରୀ (ସିଇଓ) ବି.ଭି.ଆର. ସୁବ୍ରହ୍ମଣ୍ୟମ ଗୁରୁବାର ଏକ…