Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଶ୍ରୀମଦ୍ ଭଗବତ ଗୀତା, ନାଟ୍ୟଶାସ୍ତ୍ର ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ସାମିଲ
ନୂଆଦିଲ୍ଲୀ, : ଶ୍ରୀମଦ୍ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ୟୁନେସ୍କୋ ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ସାମିଲ କରାଯାଇଛି । ପ୍ରଧାନମନ୍ତ୍ରୀ ମୋଦି ଏହା ଉପରେ ଖୁସି ପ୍ରକାଶ କରିଛନ୍ତି । ସେ ଏହାକୁ ବିଶ୍ୱର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ ବୋଲି…
ଶ୍ରୀଜିଉଙ୍କ ଦର୍ଶନକଲେ ରାଜ୍ୟପାଳ
ପୁରୀ, : ଶୁକ୍ରବାର ଅପରାହ୍ନରେ ରାଜ୍ୟପାଳ ଡ.ହରିବାବୁ କୁମ୍ଭବପାଟି ଶସ୍ତ୍ରିକ ରାଜ୍ୟପାଳଙ୍କ ଦର୍ଶନ କରିଛନ୍ତି । ରାଜ୍ୟପାଳ ଓଡ଼ିଶାର ଫାଷ୍ଟ ଲେଡି ଜୟଶ୍ରୀ କୁମ୍ଭବପାଟିଙ୍କ ସହିତ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସମେତ…
ଜୁନାଗଡ଼ ରୋଡ- ନବରଙ୍ଗପୁର ସ୍ବତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ ରୋଡ଼ ଷ୍ଟେସନ ସହରରୁ ଅଳ୍ପ ଦୂରରେ ସ୍ଥାପନ ହେବ।
ଧର୍ମଗଡ଼ : ଜୁନାଗଡ଼ ରୋଡ- ନବରଙ୍ଗପୁର ସ୍ବତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ ରୋଡ଼ ଷ୍ଟେସନ ସହରରୁ ଅଳ୍ପ ଦୂରରେ ସ୍ଥାପନ କରିବା ପାଇଁ ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀ ସୁଧିର ପଟ୍ଟଯୋଷି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଙ୍କ ହସ୍ତକ୍ଷେପ ଲୋଡ଼ିବା ଓ ରେଳ ମନ୍ତ୍ରୀ ଶ୍ରୀ…
ଅଭିଜିତଙ୍କୁ ଏଆର ରହମାନଙ୍କ ପାଲଟା ଜବାବ
ମୁମ୍ବାଇ, : ନିକଟରେ ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ ସଙ୍ଗୀତ ନିର୍ଦ୍ଦେଶକ ଏଆର ରହମାନଙ୍କ ବିରୋଧରେ ଲାଇଭ୍ ବାଦ୍ୟଯନ୍ତ୍ର ବ୍ୟବହାର କରିବା ପରିବର୍ତ୍ତେ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସଙ୍ଗୀତ ନିର୍ମାଣ କରିବାର ଅଭିଯୋଗ ଆଣିଥିଲେ । ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ତାଙ୍କ ଯୋଗୁଁ ଅନେକ…
୩୮ବର୍ଷ ପରେ ଶ୍ରୀନଗରରେ ହେବ ଫିଲ୍ମର ପ୍ରିମିୟର
ମୁମ୍ବାଇ,: \"ଗ୍ରାଉଣ୍ଡ ଜିରୋ\'ର ଶ୍ରୀନଗର, କଶ୍ମୀରରେ ହେବାକୁ ଯାଉଛି ପ୍ରିମିୟର । ଏହି ପ୍ରୟାସ ଅଛି କି ସବୁଠାରୁ ପ୍ରଥମେ ଏହି ଫିଲ୍ମ ସେହି ଯବାନମାନଙ୍କୁ ଦେଖାଯିବ ଯେଉଁମାନେ ସୀମାରେ ଠିଆ ହୋଇ ଆମମାନଙ୍କୁ ସୁରକ୍ଷା ଦେଉଛନ୍ତି । ଏକ୍ସେଲ ଏଣ୍ଟଟେନମେଣ୍ଟର ଆଗାମୀ ଆକ୍ସନ ଥ୍ରୀଲର ଗ୍ରାଉଣ୍ଡ…
ବିବାହର ୮ ବର୍ଷ ପରେ ବାପା ହେଲେ ଜାହିର ଖାନ
ନୂଆଦିଲ୍ଲୀ,: କ୍ରିକେଟ୍ ଜଗତରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଟିମ୍ ଇଣ୍ଡିଆର ପୂର୍ବତନ କିମ୍ବଦନ୍ତୀ ଦ୍ରୁତ ବୋଲର ଜହିର ଖାନ ପିତା ହୋଇଛନ୍ତି । ଯାହା ସେ ନିଜେ ନିଶ୍ଚିତ କରିଛନ୍ତି । ୪୬ ବର୍ଷୀୟ ପୂର୍ବତନ କ୍ରିକେଟର ଇନଷ୍ଟାଗ୍ରାମରେ ତାଙ୍କ ପତ୍ନୀ ଗାରିକା ଘାଟଗେଙ୍କ ସହ ଏକ ଚିତ୍ର ସେୟାର…
ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ
ଧର୍ମଗଡ, : କଳାହାଣ୍ଡି ଜିଲା ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ତପନ କୁମାର ତ୍ରିପାଠୀଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ କଟକ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ତ୍ରିପାଠୀଙ୍କ ଶ୍ୱଶୁର ଅନୁଗୋଳ…
ବିଧାୟକ ବାଣ୍ଟିଲେ ଆୟୁଷ୍ମାନକାର୍ଡ
ଜନାର୍ଦ୍ଦନପୁର ଓ ଉତ୍ତର କୂଳ ରେ କଟକ ସଦର ବିଧାୟକ ବାଣ୍ଟିଲେ ଆୟୁଷ୍ମାନକାର୍ଡ ସାଲେପୁର କଟକ ସଦର ନିର୍ବାଚନ ମଣ୍ଡଳୀ ରେ ଆୟୁସ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା , ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂତନ ଏକକ କାର୍ଡ ବିତରଣ ଓ ଆୟୁସ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ ଉତ୍ସବ କଟକ…
ବିଛିନାଞ୍ଚଳ ରେ ମାଉଲିକୋଟ ମନ୍ଦିର ଯାତ୍ରା ଯୋଗ ଦେଲେ କଂଗ୍ରେସର ବରିଷ୍ଠ ନେତା
କୋରାପୁଟ : କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତର୍ଲା ଗ୍ରାମପଞ୍ଚାୟତ ରେ ଥିବା ବିଛିନାଞ୍ଚଳ ରେ ଥିବା ଫଟକିକୁମ୍ବି ଗ୍ରାମରେ ମାଉଲିକୋଟ ମନ୍ଦିର ରେ ଯାତ୍ରା ମହା ଆଡ଼ମ୍ବର ରେ ଅନୁଷ୍ଠିତ ହୋଇଯାଇଛି. କୋଟପାଡ଼ ଓ କୁନ୍ଦ୍ରା ବ୍ଲକର ସତାଧିକ ଭକ୍ତ ମା ମାଉଲି ଙ୍କ ଆଶ୍ରିବାଦ…
ଜ୍ଞାନୋଦୟ ବିଦ୍ୟା ନିକେତନ ସ୍କୁଲ ର ଶୁଭାରମ୍ଭ,ଉଦଘାଟନ ଉତ୍ସଵ ଅନୁଷ୍ଠିତ।
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ଡ଼ହଗାଁ ଗ୍ରାମ ହାଇସ୍କୁଲ ନିକଟରେ ବୁଧବାର ନୂତନ ଶିକ୍ଷାନୁଷ୍ଠାନ ଜ୍ଞାନୋଦୟ ବିଦ୍ୟା ନିକେତନ ସ୍କୁଲ ର ଶୁଭାରମ୍ଭ ଉଦଘାଟନି ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଜ୍ଞାନୋଦୟ ବିଦ୍ୟା ନିକେତନ ର ଅଧ୍ୟକ୍ଷ ଶୁଭମ କୁମାର ପଣ୍ଡା ଙ୍କ…