Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଜୟପୁର ରେଜବତ ନକଲି ମଦ ଜଣେ ଗିରଫ
କୋରାପୁଟ : ଜୟପୁର ରେ ଜବତ ନକଲି ବିଦେଶୀ ମଦ। ସୂଚନା ପାଇ ଅତ୍ରକିତ ଚଢ଼ାଉ କଲା ଜୟପୁର ଅବକାରୀ ବିଭାଗ । ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡ ର ନକଲି ମଦ ଜବତ । ଜବତ ମଦର ମୂଲ୍ୟ ଆନୁମାନିକ ୫୦ ହଜାର ଟଙ୍କାରୁ ଅଧିକା ହୋଇଥିବାର ଅନୁମାନ । ଦୀର୍ଘ ଦିନ ଧରି ଜୟପୁର ବେଡାସାହି ରେ ଚାଲିଥିଲା ଏହି…
ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଶୀ
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଗ୍ରାମର ମା ଠାକୁରାଣୀ ଙ୍କ ବାର୍ଷିକ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗ…
କୋଟପାଡ଼ରେ ଟ୍ରାଫିକ ସମସ୍ୟା ପରିଷଦର ଅବହେଳା ଯୋଗୁଁ ରାସ୍ତା କଡ଼ରେ ମାଛବିକ୍ରି
କୋରାପୁଟ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ସହର ରେ ଦିନ କୁ ଦିନ ଟ୍ରାଫିକ ସମସ୍ୟା ବଢି ଚାଲିଛି l ଗାନ୍ଧୀଛକ ଠାରୁ ଦୁଲପୁର ସାହି ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଚାରି ଚକିଆ ଯାନ ଦିନ ରାତି ପାର୍କିଙ୍ଗ ହୋଇ ରହୁଛି ଏବଂ ଦୁଲପୁର ସାହିରେ ଦୁଇଟି ବ୍ୟାଙ୍କ ଓ ଗୋଟିଏ ମନାପୁର…
କୋଟପାଡ଼ରେ ଟ୍ରାଫିକ ସମସ୍ୟା ପରିଷଦର ଅବହେଳା ଯୋଗୁଁ ରାସ୍ତା କଡ଼ରେ ମାଛବିକ୍ରି
କୋରାପୁଟ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ସହର ରେ ଦିନ କୁ ଦିନ ଟ୍ରାଫିକ ସମସ୍ୟା ବଢି ଚାଲିଛି l ଗାନ୍ଧୀଛକ ଠାରୁ ଦୁଲପୁର ସାହି ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଚାରି ଚକିଆ ଯାନ ଦିନ ରାତି ପାର୍କିଙ୍ଗ ହୋଇ ରହୁଛି ଏବଂ ଦୁଲପୁର ସାହିରେ ଦୁଇଟି ବ୍ୟାଙ୍କ ଓ ଗୋଟିଏ ମନାପୁର…
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ସୁଧ ମୁକ୍ତ ୠଣ ବ୍ୟବସ୍ଥା ଜାରି ରହିବ
ଭୁବନେଶ୍ୱର, : ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କ ପାଇଁ ସୁଧମୁକ୍ତ ୠଣ ବ୍ୟବସ୍ଥାକୁ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ଏହି ସୁଧ ମୁକ୍ତ…
ୱାକଫ୍ ବିଲ୍ ପରେ ୟୁନିଫର୍ମ ସିଭିଲ୍ କୋଡ୍ ପାଇଁ ପ୍ରସ୍ତୁତ ହେଉଛନ୍ତି ମୋଦି ସରକାର
ନୂଆଦିଲ୍ଲୀ, : ୱାକଫ୍ ସଂଶୋଧନ ବିଲ୍ରେ ସଂସଦରେ ସମର୍ଥନ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବେ ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ପ୍ରଣୟନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସୂଚନା ଅନୁଯାୟୀ, ଏହା ସରକାରଙ୍କ ପ୍ରାଥମିକତା ତାଲିକାରେ…
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ : ସୃଷ୍ଟି ହେଲା ୨,୫୦୦ ଗୃହରକ୍ଷୀ ପଦବୀ
ଭୁବନେଶ୍ୱର,: ରାଜ୍ୟରେ ସୃଷ୍ଟି ହୋଇଛି ୨,୫୦୦ ଗୃହରକ୍ଷୀ ପଦବୀ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ।ରାଜ୍ୟରେ ବର୍ତ୍ତମାନ ଗୃହରକ୍ଷୀ ପଦବୀ ସଂଖ୍ୟା ୧୭,୬୭୫ ଅଛି । ୨,୫୦୦ ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା…
ପ୍ରସିଦ୍ଧ ଶୈବପୀଠ ଗଙ୍ଗେଶ୍ୱର ଓ ଅନନ୍ତେଶ୍ୱର ଙ୍କ ପୀଠ ରେ ଶ୍ରଦ୍ଧା ଭକ୍ତିର ସହ ପାଟୁଆ ଓ ଝାମୁଯାତ୍ରାଅନୁଷ୍ଠିତ
ସାଲେପୁର / କଟକ ଜିଲ୍ଲାର ସାଲେପୁରର ମିର୍ଜାପୁର ପଞ୍ଚାୟତ ର ଗଙ୍ଗେଶ୍ୱରପୀଠ ଓ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ୟତମ ପ୍ରମୁଖ ପ୍ରସିଧ୍ୟ ଶୈବପୀଠ ଅନନ୍ତେଶ୍ୱର ମହାଦେବ ଙ୍କ ପୀଠରେ ଚଳିତ ବର୍ଷ ଝାମୁଯାତ୍ରା ଓ ପାଟୁଆଯାତ୍ରା ର ଆଜି ସମାପ୍ତି ଘଟିଛି ।ପ୍ରତିବର୍ଷ…
ବୈପାରିଗୁଡାର ଜଙ୍ଗଲରେ ଥିବା ବୀରଖମ୍ବ ମନ୍ଦିରରେ ପୂଜା ଚାଲିଥିବା ବେଳେ ମହୁମାଛି ଆକ୍ରମଣରେ ୩୦ରୁ ଉର୍ଦ୍ଧ୍ବ…
କୋରାପୁଟ : ବୈପାରିଗୁଡାର ବୀରଖମ୍ବ ମନ୍ଦିରରେ ପୂଜା ଚାଲିଥିବା ବେଳେ ହଠାତ ମହୁମାଛି ଆକ୍ରମଣ କରିବାରୁ ୩୦ ରୁ ଉର୍ଦ୍ଧ ଶ୍ରଦ୍ଧାଳୁ ଆହତ ହୋଇଥିବା ଜଣାପଡିଛି। ଆହତଙ୍କ ମଧ୍ୟରୁ ପୂଜକଙ୍କ ସମେତ ୧୨ ଜଣ ଗୁରୁତର ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଅଣାଯାଇ ବୈପାରିଗୁଡା ମେଡିକାଲରେ ଭର୍ତ୍ତି…
ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି କୁ ନିଆ ଲଗେଇବା ଘଟଣାରେ କୋରାପୁଟ ବିଜୁ ଜନତା ଦଳର ପ୍ରତିବାଦ
କୋରାପୁଟ : ବଲାଙ୍ଗିର ଜିଲ୍ଲା ପାଟଣାଗଡରେ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି କୁ ନିଆ ଲଗେଇ ପୋଡିବା ଘଟଣା ରେ କୋରାପୁଟ ବିଜୁ ଜନତା ଦଳ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। କୋରାପୁଟ ବିଜୁଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରୁ ଏକ ରାଲି ବହାରି ବିଜୁ ଜନତା ଦଳର ନେତା କର୍ମୀ…