Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଗତ ୭ ବର୍ଷରେ ୨୨୬ ମିଲିୟନ ଭାରତୀୟ ଦାରିଦ୍ର୍ୟରୁ ମୁକ୍ତ: ବିଶ୍ୱ ବ୍ୟାଙ୍କ ରିପୋଟ
ନୂଆଦିଲ୍ଲୀ,: ଭାରତ ଗତ ୭ ବର୍ଷ ମଧ୍ୟରେ ଦାରିଦ୍ର୍ୟ ର୍ନିମୂଳନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ବିଶ୍ୱ ବ୍ୟାଙ୍କର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ୨୦୧୫- ୧୬ ରୁ ୨୦୨୨-୨୩ ମଧ୍ୟରେ ପ୍ରାୟ ୨୨୬ ମିଲିୟନ ଭାରତୀୟ ଅତି ଦାରିଦ୍ର୍ୟରୁ ମକ୍ତି ପାଇଛନ୍ତି । ଏହି ଅଭୂତପୂର୍ବ…
ଗୋଟିଏ ବର୍ଷରେ ୫୦% ବଢିଛି ସୁନା ଦର
ନୂଆଦିଲ୍ଲୀ,: ସୁନାରେ ନିବେଶ କରୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ସମୟ କାରଣ ଏକ ସୁରକ୍ଷିତ ସମ୍ପତ୍ତି ଭାବରେ ଏହାର ଚାହିଦା ନିରନ୍ତର ବୃଦ୍ଧି ପାଉଛିୟ ପ୍ରତିବର୍ଷ ସୁନା ଦର ଦ୍ରୁତ ଗତିରେ ବଢିଚାଲିଛି । ସୁନରେ ନିବେଶ କରୁଥିବା ଲୋକଙ୍କ ପାଇଁ ଏହା ଏକ ଭଲ ସମୟ କାରଣ ଏକ ସୁରକ୍ଷିତ ସମ୍ପତ୍ତି…
ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ଭୁବନେଶ୍ୱର, ୮ା୬ : ବିଜେପି ସରକାରଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଲୋକସେବା ଭବନର ସମ୍ମିଳନୀ କକ୍ଷରେ ବିଭିନ୍ନ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାର ଉନ୍ନତିରେ ଅଂଶୀଦାର ଥିବାରୁ ମୁଖ୍ୟମନ୍ତ୍ରୀ ଶିଳ୍ପପତି ଓ ଉଦ୍ୟୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ଓଡ଼ିଶା…
କଳାହାଣ୍ଡିରେ ପଛୁଆ ବର୍ଗ(OBC)ମଞ୍ଚର କର୍ମକର୍ତ୍ତା ଚୟନ ଓ ସାମ୍ବାଦିକ ସମ୍ମିଳନୀ।
ଧର୍ମଗଡ଼: ଭବାନୀପାଟଣା ଅମଲା ଭବନ ଠାରେ ପଛୁଆ ବର୍ଗ(OBC)ମଞ୍ଚ କଳାହାଣ୍ଡି କର୍ମକର୍ତ୍ତା ଚୟନ ଓ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କଳାହାଣ୍ଡି ଜିଲ୍ଲା ପଛୁଆ ବର୍ଗ(OBC)ମଞ୍ଚ ଜିଲ୍ଲା ସଭାପତି ଭାବେ ଡମ୍ବରୁଧର ଲହଜଲ, କାର୍ଯ୍ୟକାରୀ ସଭାପତି ସଚ୍ଚିଦାନନ୍ଦ ମହାଖୁଡ, ଉପ-ସଭାପତି…
ବସ ଦୁର୍ଘଟଣାରେ ପରିବା ବିକାଳୀ ଗୁରୁତର ଘଟଣା,ଚିକିତ୍ସା ସହାୟତା ଦାବିରେ ବସକୁ ଅଟକ ରଖି ରାସ୍ତା ଅବରୋଧ
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ବିଜୁ ଏକ୍ସପ୍ରେସୱେର କୋକସରା ବ୍ଲକ ସାନପୋଡାଗୁଡା ଛକ ନିକଟରେ ଶନିବାର ସକାଳେ ବାଲେଶ୍ୱର ରୁ ଜୟପୁର ଯାଉଥିବା ଓଏସ୍ଆରଟିସି ଭଲବୋ ବସ ଜଣେ ପରିବା ବିକାଳୀଙ୍କୁ ଦୁର୍ଘଟଣା ଘଟାଇ ଫେରାର ହୋଇଥିଲା। ଦୁର୍ଘଟଣାରେ ଗୋତମୁଣ୍ଡା ଗ୍ରାମର ପରିବା ବିକାଳୀ ମହେନ୍ଦ୍ର ପଟେଲ…
ନବ ବିବାହିତା ଙ୍କୁ ନିର୍ଯ୍ୟାତନା ଅଭିଯୋଗ,ମୃତ୍ୟୁ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର, ପୁଲିସ ର ତଦନ୍ତ ଜାରି।
ଧର୍ମଗଡ଼ : ବିବାହ କୁ ୩ ମାସ ମଧ୍ୟ ପୁରିନାହିଁ, ମନରେ ଅସୁମାରୀ ସ୍ୱପ୍ନ ଓ ଏକ ସୁନ୍ଦର ଘର ଗଢିବାକୁ ଯେଉଁ ହୋମ ନିଆଁ ରେ ଦୁହେଁ ଅଗ୍ନି କୁ ସାକ୍ଷୀ ରଖି ସାତ ଜନମ ର ସାଥି ହେବାକୁ ଶପଥ ନେଇଥିଲେ, ହେଲେ ବିବାହ ର ୩ ମାସ ନ ପୁରୁଣୁ ସବୁ ସ୍ୱପ୍ନ ବାସ୍ତବତା ର ରୂପ ନେବା ପୂର୍ବରୁ ଅଧା ରେ…
ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସାଲେ ଗିରଫ
ବେଙ୍ଗାଲୁରୁ, : ଜୁନ୍ ୪ ତାରିଖରେ ଏମ୍ ଚିତ୍ତାସ୍ୱାମୀ ଷ୍ଟାଡିୟମ ବାହାରେ ହୋଇଥିବା ଦଳାଚକଟା ଘଟଣାରେ ଦୀର୍ଘ ୨ ଦିନ ପରେ ବେଙ୍ଗାଲୁରୁ ପୁଲିସ୍ ଆରସିବିର ମାର୍କେଟିଂ ମୁଖ୍ୟ ନିଖିଲ ସୋସାଲେଙ୍କୁ ଗିରଫ କରିଛି । ସେ ମୁମ୍ବାଇ ଯାଉଥିବା ବେଳେ ଡିଆଜିଓ ଇଣ୍ଡିଆରେ ଆରସିବିର ମାର୍କେଟିଂ ଏବଂ…
୬୫୦ କୋଟି ଟଙ୍କା ଆୟ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର
ନୂଆଦିଲ୍ଲୀ, : ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସ୍ୱପ୍ନ ଆଇପିଏଲ ୨୦୨୫ରେ ସାକାର ହୋଇଥିଲା । ୧୮ତମ ସିଜିନରେ ଆରସିବି ପ୍ରଥମ ଟ୍ରଫି ଜିତିଥିଲା । ଦଳ ମଧ୍ୟ ଏହାକୁ ବହୁତ ଉତ୍ସାହର ସହିତ ପାଳନ କରିଥିଲା । ଆରସିବିକୁ ଆଇପିଏଲ ଦ୍ୱାରା ୨୦ କୋଟି ଟଙ୍କାର ପୁରସ୍କାର ରାଶି ଦିଆଯାଇଥିଲା । ତେବେ…
ବିବାହ ବନ୍ଧନରେ ବାନ୍ଧିହେଲେ ସୁପରଷ୍ଟାର ନାଗାର୍ଜୁନଙ୍କ ସାନ ପୁଅ ଅଖିଲ ଆକ୍କିନେନ
ନୂଆଦିଲ୍ଲୀ, : ସାଉଥ ସୁପରଷ୍ଟାର ନାଗାର୍ଜୁନ ଏବଂ ଅମାଲା ଆକ୍କିନେନିଙ୍କ ସାନ ପୁଅ ତଥା ଅଭିନେତା ଅଖିଲ ଆକ୍କିନେନି ଜୈନବ ରାଓଜୀଙ୍କୁ ବିବାହ କରିଛନ୍ତି ଏବଂ ସେମାନଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଆଜି ହାଇଦ୍ରାବାଦରେ ପ୍ରେମୀଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।…
ବିଶୁଦ୍ଧ ନାଁରେ ବଜାରରେ ମିଳୁଛି ନକଲି ପିଇବା ପାଣ
ଜଟଣୀ,: ଖରା ବଢିବା ସାଙ୍ଗକୁ ବଜାରରେ ପିଇବା ଥଣ୍ଡା ପାଣିର ଚାହିଦା ମଧ୍ୟ ବଢିଛି । ଏଥିପାଇଁ ଏବେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ଦୋକାନରେ ମିଳୁଛି ପାଣି ବୋତଲ । ଏପରିକି ସହରର ବିଭିନ୍ନ ସ୍ଥାନରେ ବେଆଇନ ପାଣି କାରଖାନା ଗଢି ଉଠିଛି । ଖୋର୍ଦ୍ଧା ସହରର ସାହି…