Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ପ୍ରଶଂସକଙ୍କୁ ନିଜର ଲାମ୍ବୋର୍ଗିନୀ ଦେଲେ ରୋହିତ ଶର୍ମା
ମୁମ୍ବାଇ,: ଭାରତୀୟ କ୍ରିକେଟ ଦଳର ଅଧିନାୟକ ତଥା ମୁମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଖେଳାଳି ରୋହିତ ଶର୍ମା ଏକ ହୃଦୟସ୍ପର୍ଶୀ ଅଙ୍ଗଭଙ୍ଗୀରେ ସମସ୍ତଙ୍କ ମନ ଜିଣିଛନ୍ତି । ସେ ନିଜର ଆଇକନିକ ନୀଳ ଲାମ୍ବୋର୍ଗିନୀ ଉରୁସ, ଯାହାର ମୂଲ୍ୟ ପ୍ରାୟ ୪ କୋଟି ଟଙ୍କା, ଡ୍ରିମ୍ ୧୧ ଫ୍ୟାଣ୍ଟାସି କ୍ରିକେଟ…
ଫେରିଲା କରୋନା: ପଜିଟିଭ୍ ଚିହ୍ନଟ ହେଲେ ଶିଳ୍ପା ସିରୋଦକର
ନୂଆଦିଲ୍ଲୀ, : ମସିହାରେ ସାରା ବିଶ୍ୱରେ କରୋନା ତାଣ୍ଡବ ସୃଷ୍ଟି କରିଥିଲା । ଏସିଆରେ ଏବେ ପୁଣି ଥରେ କରୋନା ଫେରିବାରେ ଲାଗିଛି । ଦେଶରେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହେବାର ଖବର ହସ୍ତଗତ ହେବାରେ ଲାଗିଲାଣି । ଏବେ ଏହି ଭୟଙ୍କର ଆକ୍ରମଣର ଶିକାର ହୋଇଛନ୍ତି ଅଭିନେତ୍ରୀ ଶିଳ୍ପା ସିରୋଦକର୍ ।…
ଖୁବ୍ଶୀଘ୍ର ରିଲିଜ୍ ହେବ “ଦି ଗର୍ଲଫ୍ରେଣ୍ଡ
ହାଇଦ୍ରାବାଦ, : ଅଭିନେତ୍ରୀ ରଶ୍ମିକା ମନ୍ଦାନା ସମ୍ପ୍ରତି ନିଜର ଆଗାମୀ ରୋମାଣ୍ଟିକ ଡ୍ରାମା ଫିଲ୍ମ "ଦି ଗର୍ଲଫ୍ରେଣ୍ଡ'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମକୁ ନେଇ ରଶ୍ମିକାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି । ଫିଲ୍ମକୁ ଯଥାଶୀଘ୍ର ରିଲିଜ୍ କରିବା ପାଇଁ ସେମାନେ…
ଗ୍ୟାଙ୍ଗମ୍ୟାନ୍ ରୁ ଆଇପିଏସ
ବରଗଡ, : ରେଳ ଧାରଣାରେ କାମ କରୁଥିଲେ । ମୁଣ୍ଡ ଉପରେ ଥିଲା ପରିବାରର ବୋଝ । ତା\' ସତ୍ତ୍ୱେ ସ୍ୱପ୍ନ ଦେଖିବା ଛାଡ଼ିନଥିଲେ । ଗୋଟିଏ ପରେ ଗୋଟିଏ ଚାକିରି କରି ନିଜ ଲକ୍ଷ୍ୟ ପଛରେ ଧାଇଁଥିଲେ । ଶେଷରେ ୨୦୧୬ରେ ୟୁପିଏସସି ପରୀକ୍ଷାରେ ସଫଳତା ହାସଲ କରି ୨୦୧୭ ବ୍ୟାଚ୍ ଆଇପିଏସ୍ ହୋଇଥିଲେ ବରଗଡ଼…
ମାଟି ମାଫିଆଙ୍କ ଭୂ-ସ୍ୱର୍ଗ ପାଲଟିଛି ବନ୍ଦର ନଗରୀ ପାରାଦ୍ୱୀପ
ପାରାଦୀପ,: ମାଟି ମାଫିଆଙ୍କ ଭୂ-ସ୍ୱର୍ଗ ପାଲଟିଛି ପାରାଦୀପ । ଏହି ମାଟି ମାଫିଆମାନେ ଆଇନ କାନୁନକୁ ଜଳାଞ୍ଜଳି ଦେଇ ରାତି ଦିନ ଏକ କରି ଦୈନିକ ଶହ ଶହ ଟ୍ରିପ ମାଟି ବାଲି ଉଠାଇ ବିକ୍ରି କରୁଛନ୍ତି । ପାରାଦ୍ୱୀପ ଅଞ୍ଚଳ ମାଟି ମାଫିଆଙ୍କର ଚରା ଭୁଇଁ ପାଲଟିଛି । ଯାହା ଫଳରେ ସରକାରଙ୍କର କୋଟି…
ପ୍ରଧାନମନ୍ତ୍ରୀ ୨୯ ମଇରେ ସିକିମ ରାଜ୍ୟ ଦିବସ ସମାରୋହରେ ଯୋଗଦେବେ
ନୂଆଦିଲ୍ଲୀ,: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୨୯ ତାରିଖରେ ସିକିମର ରାଜ୍ୟ ଦିବସ ସମାରୋହରେ ଯୋଗଦେବେ । ପ୍ରଧାନମନ୍ତ୍ରୀଙ୍କ ସିକିମ ଗସ୍ତ ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ହେବ । ସିକିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ମଙ୍ଗଳବାର ଦିନ ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ…
ଏଜିଆର୍ ରିହାତି ମାମଲା: ଟେଲିକମ୍ କମ୍ପାନୀଙ୍କୁ ସୁପ୍ରିମକୋର୍ଟଙ୍କ ଝଟ୍କା
ନୂଆଦିଲ୍ଲୀ,: ଏଜିଆର୍ (ଆଡଜଷ୍ଟେଡ୍ ଗ୍ରସ ରେଭିନ୍ୟୁ) ରିହାତି ମାମଲାରେ ୩ ଘରୋଇ ଟେଲିକମ୍ କମ୍ପାନୀଙ୍କୁ ସୁପ୍ରିମକୋର୍ଟରୁ ଆଜି ବଡ଼ ଝଟ୍କା ଲାଗିଛି । ଏଜିଆର୍ରେ ରିହାତି ପାଇବା ପାଇଁ ଭୋଡାଫୋନ ଆଇଡିଆ ଓ ଏୟାରେଟଲ କରିଥିବା ଆବେଦନ ଏବଂ ଏଥିରେ ପକ୍ଷଭୁକ୍ତ ହେବାପାଇଁ ଟାଟା…
ସାମୁଦ୍ରିକ ଖାଦ୍ୟ ରପ୍ତାନୀରେ ଭାରତ ଚତୁର୍ଥ ସ୍ଥାନରେ
ନୂଆଦିଲ୍ଲୀ, : ସାମୁଦ୍ରିକ ଖାଦ୍ୟ ରପ୍ତାନୀରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି । ୨୦୧୪-୧୪ରେ ଭାରତରୁ ବିଶ୍ୱର ୧୦୫ଟି ଦେଶ ସାମୁଦ୍ରିକ ଖାଦ୍ୟ ଓ ଉତ୍ପାଦ ଆମଦାନୀ କରୁଥିବାବେଳେ ୨୦୨୪-୨୫ରେ ଏହି ସଂଖ୍ୟା ୧୩୦ରେ ପହଞ୍ଚିଛି । ୨୦୨୪-୨୫ରେ ଭାରତ ୧୬.୫୮ ଲକ୍ଷ ଟନ୍ ସାମୁଦ୍ରିକ ଖାଦ୍ୟ…
ଲଗାଣ ବର୍ଷାରେ ଆଣ୍ଠେଇଲା ବେଙ୍ଗାଲୁରୁ: ୩ ମୃତ, ଶହ ଶହ ଲୋକ ଜଳବନ୍ଦୀ
ବେଙ୍ଗାଲୁରୁ, : ଦେଶର ଆଇଟି ସହର ବେଙ୍ଗାଲୁରୁ ସ୍ଥିତି ଏବେ ବେହାଲ । ଲଗାଣ ବର୍ଷାରେ ଆଣ୍ଠେଇଛି ବେଙ୍ଗାଲୁରୁ ସହର । ରବିବାର ସନ୍ଧ୍ୟାରୁ ସୋମବାର ଭୋର ଅର୍ଥାତ ୧୨ ଘଣ୍ଟାରେ ୧୩୦ ମିମି ବର୍ଷା ଯୋଗୁ ବେଙ୍ଗାଲୁରୁରେ ସୃଷ୍ଟି ହୋଇଛି ଜଳବନ୍ଦୀ ସମସ୍ୟା । ସହରରେ ଲଗାଣ ବର୍ଷା ସୃଷ୍ଟି କରିଛି…