Browsing Category

ମୁଖ୍ୟ ଖବର

କଡ଼ ଲେଉଟାଇଲାଣି କରୋନା ମୁମ୍ୱାଇରେ ୫୩ ପିଜିଟିଭି, ୨ ମୃତ

ମୁମ୍ବାଇ, : ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ । ପୁଣି ଜୀବନ ନେଲା କରୋନା ଭାଇରସ୍ । ମୁମ୍ବାଇରେ କରୋନା ଆତଙ୍କ ଦେଖିବାକୁ ମିଳିଛି । ୫୩ଜଣ ପଜିଟିଭ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର କେଇଏମ୍ ହସ୍ପିଟାଲରେ ଦୁଇ କରୋନା ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ସୂଚନା…

ମନରେଗା ଶ୍ରମିକ ଙ୍କୁ ଉତ୍ସାହିତ କରିବା ପାଇଁ ମାଟି ବୋହିଲେ ଜୟନ୍ତପୁର ମହିଳା ସରପଞ୍ଚ

ଧର୍ମଗଡ଼ : ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରାଜ୍ୟ ରେ ଗ୍ରାମାଞ୍ଚଳରେ ଥିବା ଶ୍ରମିକ ପରିବାର କୁ ରୋଜଗାର ଯୋଗାଉଥିବା ବେଳେ ପ୍ରତି ପଞ୍ଚାୟତ ରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନା ରେ ଅନେକ ସମୟରେ ଶ୍ରମିକଙ୍କ ମଜୁରୀ ମିଳିବାରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳୁଥିବା…

ପାକିସ୍ତାନ ଗୁଇନ୍ଦା ସଂସ୍ଥା ପାଇଁ କାମ କରୁଥିବା ୟୁପି ଯୁବକ ଗିରଫ

ନୂଆଦିଲ୍ଲୀ,: ପାକିସ୍ତାନକୁ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଆଉ ଜଣେ ଭାରତୀୟ ବ୍ୟକ୍ତି ଗିରଫ ହୋଇଛନ୍ତି । ପାକିସ୍ତାନର ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ପାଇଁ ଗୁପ୍ତଚର କାର୍ଯ୍ୟରେ ସମ୍ପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କୁ ଉତ୍ତର ପ୍ରଦେଶ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ (ଏଟିଏସ୍‌)…

ବାଂଲାଦେଶରୁ ଆସୁଥିବା ୪୨% ଉତ୍ପାଦ ଉପରେ ରୋକ୍ ଲଗାଇଲା ଭାରତ

ନୂଆଦିଲ୍ଲୀ,: ଭାରତ ବାଂଲାଦେଶରୁ ଆସୁଥିବା ୪୨% ସାମଗ୍ରୀକୁ ନିଷେଧ କରିଛି । ଏହା ପ୍ରାୟ ୭୭୦ ନିୟୁତ ଡଲାର (ପ୍ରାୟ ୬୬ ହଜାର କୋଟି ଟଙ୍କା) ମୂଲ୍ୟର ସାମଗ୍ରୀ କାରବାରକୁ ପ୍ରଭାବିତ କରିବ । ଏହାର ଅର୍ଥ ହେଉଛି ଯେ ଭାରତ ଏବେ ବାଂଲାଦେଶରୁ କିଛି ଜିନିଷ କମ୍‌ ପରିମାଣରେ କିଣିବ । ଏହି…

ଭାରତୀୟ ଆମ୍ବକୁ ଆମେରିକାର ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,: ଆମେରିକା ଭାରତୀୟ ରପ୍ତାନୀକାରୀଙ୍କୁ ଝଟ୍‌କା ଦେବା ଭଳି କାର୍ଯ୍ୟ କରିଛି । ଭାରତରୁ ଲସ୍‌ଏଞ୍ଜେଲ୍ସ, ସାନ୍ ଫ୍ରାନ୍ସିସ୍କୋ ଓ ଆଟଲାଣ୍ଟା ବିମାନବନ୍ଦରରେ ୧୫ କଣ୍ଟେନରରେ ପହଞ୍ଚିବା ଆମ୍ବକୁ କାଗଜପତ୍ରରେ ତ୍ରୁଟି ଥିବା ଦର୍ଶାଇ ଆମେରିକୀୟ କର୍ତ୍ତୃପକ୍ଷ ପ୍ରତ୍ୟାଖ୍ୟାନ…

୨୪ ମେ\’ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ସତର୍କ ସୂଚନା

ଭୁବନେଶ୍ୱର, : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୨୪ ମେ\' ପର୍ଯ୍ୟନ୍ତ ବଜ୍ରପାତ, କୁଆପଥର ବର୍ଷା ଏବଂ ପ୍ରବଳ ପବନ ସହିତ ମଧ୍ୟମରୁ ହାଲୁକା ବର୍ଷା ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ମଙ୍ଗଳବାର…

ଭାରତ ଧର୍ମଶାଳା ନୁହେଁ: ସୁପ୍ରିମକୋଟ

ନୂଆଦିଲ୍ଲୀ, : ଭାରତ ଗୋଟିଏ ଧର୍ମଶାଳ ନୁହେଁ । ଯାହା ବିଶ୍ୱର ବିଭିନ୍ନ ସ୍ଥାନରୁ ଆସୁଥିବା ଶରଣାର୍ଥୀଙ୍କ କଥା ବୁଝିବ । ଏମିତି କିଛି କହି ଜଣେ ଶ୍ରୀଲଙ୍କା ନାଗରିକଙ୍କ ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି । ଶ୍ରୀଲଙ୍କାର ନାଗରିକ ଜଣଙ୍କ ଭାରତରେ ଶରଣାର୍ଥୀ ଭାବେ ରହିବାକୁ…

ଚକ ଅଖ ଡେରା ନୀତି ସମ୍ପନ

ପୁରୀ, : ପରମ୍ପରା ଅନୁଯାୟୀ ପବିତ୍ର ଭଉଁରୀ ତିଥିରେ ସମ୍ପନ୍ନ ହୋଇଛି ଚକ ଅଖ ଡେରା ନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ, ପ୍ରଭୁ ବଳଭଦ୍ର ତାଳଧ୍ୱଜ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପ ଦଳନ ରଥର ଦୁଇଟି ଲେଖାଏଁ ନାହାକଚକ ଅଖରେ ସଂଯୋଗ କରାଯାଇଛି । ଚକ ଡେରା ନୀତି ପାଇଁ ସୋମବାର…

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଭୁଟାନ ଗସ୍ତ

ଭୁବନେଶ୍ୱର, : ବିଶ୍ୱବ୍ୟାଙ୍କ ଦ୍ୱାରା ଆୟୋଜିତ ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସରେ ଯୋଗଦେବାକୁ ଭୁଟାନ ଗସ୍ତରେ ଗଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ଆସନ୍ତା ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ଦକ୍ଷିଣ ଏସିଆ ଲେବର୍ ମୋବିଲିଟି କନଫରେନ୍ସ ଭୁଟାନର ଥିମ୍ପୁ ଠାରେ…

ପୋଲାଭରମ୍ ପ୍ରକଳ୍ପର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, : ଖୁବ୍‌ଶୀଘ୍ର ତୁଟିବ ପୋଲାଭରମ୍ ବିବାଦ । ମେ ୨୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ସାମିଲ ହେବେ ଓଡ଼ିଶା, ଛଡ଼ିଶଗଡ଼, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଆଭାସୀ ମାଧ୍ୟମରେ ୪ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ…