Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ହତ୍ୟା ନାଁ ଷଡ଼ଯନ୍ତ୍ର, ଶବକୁ ଖୋଯୁଛି ପୋଲିସ୍
ପାରାଦୀପ , :- ବିହାର ଶ୍ରମିକ ହତ୍ୟା ଘଟଣା। ସାଥି ଶ୍ରମିକର ମୁଣ୍ଡକୁ ତାଓ୍ବାରେ ପିଟି ହତ୍ୟା କରିଥିଲା ଅଭିଯୁକ୍ତ। ଦୋଛକି ନିକଟ ବିଏସ୍ ହେବି ଇଣ୍ଡଷ୍ଟ୍ରିସ୍ କମ୍ପାନୀ ପଛ ପଟେ ଜେସିବି ଲଗାଇ ମୃତ ଦେହକୁ ଖୋଜୁଛି ବିହାର ଓ ପାରାଦ୍ଵୀପ ପୋଲିସ।ଗତ ଫେବୃଆରୀ ମାସରେ ବିହାର ର ଗୋରଖ କୁମାର…
ବିଜୁ ଏକ୍ସପ୍ରେସ ୱେ ରେ ଅଜଣା ଗାଡି ଧକ୍କା ରେ ବୃଦ୍ଧା ମୃତ୍ୟୁ,ପୁଲିସ ର ତଦନ୍ତ ଜାରି
ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ରୁ ଧର୍ମଗଡ଼ ବ୍ଲକ କୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ରାସ୍ତା ର ଭୁର୍ଷାଗୁଡା ଛକ ନିକଟରେ ସୋମବାର ମଧ୍ୟାହ୍ନ ରେ ସ୍ଥାନୀୟ ଗ୍ରାମ ର ଜଣେ ବିଧବା ବୃଦ୍ଧା ମହିଳା ହାରାବତୀ ଧଙ୍ଗଡା ମାଝୀ ରାସ୍ତା ପାର ହେଉଥିବା ବେଳେ ଦ୍ରୁତ ଗତି ରେ…
କୋହଲିଙ୍କ ରେକର୍ଡ ଭାଙ୍ଗିବାର ନିକଟତର କେଏଲ ରାହୁଲ
ନୂଆଦିଲ୍ଲୀ, : ଦିଲ୍ଲୀ କ୍ୟାପିଟାଲ୍ସର ୱିକେଟକିପର ବ୍ୟାଟସମ୍ୟାନ୍ କେଏଲ ରାହୁଲଙ୍କୁ ତାଙ୍କ ଟି-୨୦ କ୍ୟାରିୟରରେ ୮୦୦୦ ରନ ପୂରଣ କରିବା ପାଇଁ ମାତ୍ର ୩୩ ରନ ଆବଶ୍ୟକ, ସେ ଏହା କରିବା ମାତ୍ରେ ବିରାଟ କୋହଲିଙ୍କ ଏକ ବଡ଼ ରେକର୍ଡ ଭାଙ୍ଗିବେ । ରାହୁଲ ଏହି ସିଜିନରେ ବହୁତ ଭଲ ଫର୍ମରେ ଅଛନ୍ତି ।…
ମାଡାମ ତୁସାଦରେ ଅଭିନେତାଙ୍କ ସହ ପୋଷା କୁକୁରର ମହମ ପ୍ରତିମୂର୍ତ୍ତି ଉନ୍ମୋଚିତ
ନୂଆଦିଲ୍ଲୀ, : ଫିଲ୍ମ \"ଆର୍ଆର୍ଆର୍\'ର ସଫଳତା ପରେ ଗ୍ଲୋବାଲ୍ ଷ୍ଟାର୍ ପାଲଟି ଯାଇଛନ୍ତି ସାଉଥ୍ ସୁପରଷ୍ଟାର୍ ରାମଚରଣ । ଏବେ ତାଙ୍କ ସଫଳ କ୍ୟାରିୟରରେ ଆଉ ଏକ ଉପଲବ୍ଧି ଯୋଡି ହୋଇଛି । ଲଣ୍ଡନର ଫେମସ୍ ୱାକ୍ସ ମ୍ୟୁଜିୟମ୍ ମାଡାମ ତୁସାଦରେ ପୋଷା କୁକୁର ରାଇମ ସହିତ ରାମଚରଣଙ୍କ ଏକ ମହମ…
ମିଥୁନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କଲା ବିଏମସ
ମୁମ୍ବାଇ, : ବିଏମସି ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି । ତେବେ ଅଭିନେତାଙ୍କୁ ଏହି ନୋଟିସ ବେଆଇନ ନିର୍ମାଣ ଅଭିଯୋଗରେ ଜାରି କରାଯାଇଛି । ବେଆଇନ ନିର୍ମାଣ ସମ୍ପର୍କରେ ବିଏମସି ଦ୍ୱାରା ପଠାଯାଇଥିବା ନୋଟିସରେ ଜବାବ ପାଇଁ ମାତ୍ର ୭ ଦିନର ସମୟ ଦିଆଯାଇଛି ।…
ଓଡ଼ିଶାର ସ୍କୁଲ ଶିକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ: ରାଜ୍ୟସରକାରଙ୍କ ଉଦ୍ୟମକୁ କଲେ ପ୍ରଶଂସା
ନୂଆଦିଲ୍ଲୀ,: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓଡ଼ିଶାର ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଛନ୍ତି ଯେଉଁଥିରେ ରାଜ୍ୟରେ ସ୍କୁଲ ଶିକ୍ଷାର ବିଭିନ୍ନ ପଦକ୍ଷେପ ଉପରେ ବିସ୍ତାର ଭାବେ ଆଲୋଚନା କରାଯାଇଛି । ବୈଠକରେ ସ୍କୁଲ…
ପରିବା କମିଲା : ଅଟା, ଚିନି, ସୁଜି, ନଡ଼ିଆ ତେଲ ମହଙ୍ଗା
ଭୁବନେଶ୍ୱର,: କିଛି ମାସ ତଳେ ପିଆଜ, ଅଦା, ରସୁଣ ଦର ମହଙ୍ଗା ଥିଲା । ଏବେ ପୂର୍ବ ତୁଳନାରେ ଏସବୁର ଦର କମିଛି । ରସୁଣ କେଜି ୪୦୦ଟଙ୍କାରୁ ଖସି ୧୦୦ଟଙ୍କାରେ ପହଞ୍ଚିଛି । ଅଦା ପୂର୍ବରୁ କେଜି ୨୫୦ଟଙ୍କାରେ ବିକ୍ରି ହେଉଥିଲା । ଏବେ କେଜି ୭୦ଟଙ୍କା । ପିଆଜ ୨୫, ଆଳୁ ୨୦ଟଙ୍କାରେ ବିକ୍ରି ହେଉଛି…
ଆସିବ ନୂଆ ୨୦ ଟଙ୍କିଆ ନୋଟ
ନୂଆଦିଲ୍ଲୀ,: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ନୂଆ ୨୦ ଟଙ୍କିଆ ନୋଟ୍ ଜାରି କରିବ । ମହାତ୍ମାଗାନ୍ଧୀ (ନୂଆ) ସିରିଜରେ ଏହି ନୋଟଗୁଡ଼ିକ ଆସିବ । ଏଥିରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଦସ୍ତଖତ ରହିବ । ବର୍ତ୍ତମାନ ପ୍ରଚଳନରେ ଥିବା ୨୦ ଟଙ୍କିଆ ନୋଟ୍ ଭଳି ନୂଆ ନୋଟଗୁଡିକ…
ଶ୍ରୀମନ୍ଦିର ସମ୍ପତ୍ତି ପାଇଁ ଗାଇଡଲାଇନ ଆଣିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପୁରୀ,: ଶ୍ରୀମନ୍ଦିର ସମ୍ପତ୍ତି ହସ୍ତାନ୍ତର ପାଇଁ ଗାଇଡଲାଇନ ଆଣିବାକୁ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଜଗନ୍ନାଥ ମନ୍ଦିରର ସମ୍ପତ୍ତିର ସୁରକ୍ଷା ଏବଂ ପରିଚାଳନା ସମ୍ପର୍କରେ ହାଇକୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନିର୍ଦ୍ଦେଶନାମାରେ ମନ୍ଦିରର…
ଅବକାରୀ ବିଭାଗ ଦ୍ୱାରା ସୋରଡ଼ା ଓ ବଡଗଡ଼ ଅଂଚଳରେ ଚଢ଼ାଉ ରେ ଲକ୍ଷଧିକ ଟଙ୍କାର ମହୁଲ ଓ ବିଦେଶୀ ମଦ ଜବତସହିତ 2…
ସୋରଡ଼ା : ଗଞ୍ଜାମ ଜିଲ୍ଲା ସୋରଡ଼ା ଅବକାରୀ ଥାନା କୁ ମିଳିଛି ବଡ଼ ସଫଳତା ବଡଗଡ଼ ଥାନା ଅଞ୍ଚଳ ର ଗୌଡ଼ଗୋଠ ରେ ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ବେଆଇନ ଭାବେ ମହୁଲ ଗୋଦାମ ଉପରେ ଗୌଡ଼ଗୋଠ ଅଂଚଳର ବ୍ୟବସାୟୀ ଶିଶିର କାନ୍ତ ସିବୁଦ୍ଧି ଅନେକକିଛି ବର୍ଷରୁ ନିଜର ବେଆଇନ ମହୁଲ…