Browsing Category

ରାଜ୍ୟ

ମେ\’୧ରୁ ଲାଗୁ ହେବ ନୂଆ ଟୋଲ ସିଷ୍ଟମ?

ନୂଆଦିଲ୍ଲୀ,:ସାଟେଲାଇଟ-ଆଧାରିତ ଟୋଲିଂ ସିଷ୍ଟମ ୧ ମଇ, ୨୦୨୫ ରୁ ଆରମ୍ଭ ହେବ । ଏହି ସିଷ୍ଟମ ପୂର୍ବରୁ ଥିବା ଆଧାରିତ ଟୋଲ ସଂଗ୍ରହ ସିଷ୍ଟମକୁ ବଦଳାଇବ । ଆଜିକାଲି ଏପରି ଅନେକ ଖବର ଦ୍ରୁତ ଗତିରେ ପ୍ରସାରିତ ହେଉଛିୟ ଏ ସମ୍ପର୍କରେ ସରକାରଙ୍କ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି…

ଶ୍ରୀଜିଉଙ୍କ ଦର୍ଶନକଲେ ରାଜ୍ୟପାଳ

ପୁରୀ, : ଶୁକ୍ରବାର ଅପରାହ୍ନରେ ରାଜ୍ୟପାଳ ଡ.ହରିବାବୁ କୁମ୍ଭବପାଟି ଶସ୍ତ୍ରିକ ରାଜ୍ୟପାଳଙ୍କ ଦର୍ଶନ କରିଛନ୍ତି । ରାଜ୍ୟପାଳ ଓଡ଼ିଶାର ଫାଷ୍ଟ ଲେଡି ଜୟଶ୍ରୀ କୁମ୍ଭବପାଟିଙ୍କ ସହିତ ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କ ସମେତ…

ଜୁନାଗଡ଼ ରୋଡ- ନବରଙ୍ଗପୁର ସ୍ବତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ ରୋଡ଼ ଷ୍ଟେସନ ସହରରୁ ଅଳ୍ପ ଦୂରରେ ସ୍ଥାପନ ହେବ।

ଧର୍ମଗଡ଼ : ଜୁନାଗଡ଼ ରୋଡ- ନବରଙ୍ଗପୁର ସ୍ବତନ୍ତ୍ର ରେଳପଥ ପ୍ରକଳ୍ପରେ ଧର୍ମଗଡ ରୋଡ଼  ଷ୍ଟେସନ  ସହରରୁ ଅଳ୍ପ ଦୂରରେ ସ୍ଥାପନ କରିବା ପାଇଁ  ମାନ୍ୟବର ଧର୍ମଗଡ଼ ବିଧାୟକ ଶ୍ରୀ ସୁଧିର ପଟ୍ଟଯୋଷି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଙ୍କ ହସ୍ତକ୍ଷେପ ଲୋଡ଼ିବା ଓ ରେଳ ମନ୍ତ୍ରୀ ଶ୍ରୀ…

ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ

ଧର୍ମଗଡ, : କଳାହାଣ୍ଡି ଜିଲା ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ତପନ କୁମାର ତ୍ରିପାଠୀଙ୍କ ଘରେ ବୁଧବାର ସକାଳୁ ଭିଜିଲାନ୍ସ କଟକ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ତ୍ରିପାଠୀଙ୍କ ଶ୍ୱଶୁର ଅନୁଗୋଳ…

ବିଧାୟକ ବାଣ୍ଟିଲେ ଆୟୁଷ୍ମାନକାର୍ଡ

ଜନାର୍ଦ୍ଦନପୁର ଓ ଉତ୍ତର କୂଳ ରେ କଟକ ସଦର ବିଧାୟକ ବାଣ୍ଟିଲେ ଆୟୁଷ୍ମାନକାର୍ଡ ସାଲେପୁର କଟକ ସଦର ନିର୍ବାଚନ ମଣ୍ଡଳୀ ରେ ଆୟୁସ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା , ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ନୂତନ ଏକକ କାର୍ଡ ବିତରଣ ଓ ଆୟୁସ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ ଉତ୍ସବ କଟକ…

ବିଛିନାଞ୍ଚଳ ରେ ମାଉଲିକୋଟ ମନ୍ଦିର ଯାତ୍ରା ଯୋଗ ଦେଲେ କଂଗ୍ରେସର ବରିଷ୍ଠ ନେତା

କୋରାପୁଟ  :  କୋଟପାଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଛତର୍ଲା ଗ୍ରାମପଞ୍ଚାୟତ ରେ ଥିବା ବିଛିନାଞ୍ଚଳ ରେ ଥିବା ଫଟକିକୁମ୍ବି ଗ୍ରାମରେ ମାଉଲିକୋଟ ମନ୍ଦିର ରେ ଯାତ୍ରା ମହା ଆଡ଼ମ୍ବର ରେ ଅନୁଷ୍ଠିତ ହୋଇଯାଇଛି. କୋଟପାଡ଼ ଓ କୁନ୍ଦ୍ରା ବ୍ଲକର ସତାଧିକ ଭକ୍ତ ମା ମାଉଲି ଙ୍କ ଆଶ୍ରିବାଦ…

ଜ୍ଞାନୋଦୟ ବିଦ୍ୟା ନିକେତନ ସ୍କୁଲ ର ଶୁଭାରମ୍ଭ,ଉଦଘାଟନ ଉତ୍ସଵ ଅନୁଷ୍ଠିତ।

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡ଼ହଗାଁ ପଞ୍ଚାୟତ ଡ଼ହଗାଁ ଗ୍ରାମ ହାଇସ୍କୁଲ ନିକଟରେ ବୁଧବାର ନୂତନ ଶିକ୍ଷାନୁଷ୍ଠାନ ଜ୍ଞାନୋଦୟ ବିଦ୍ୟା ନିକେତନ ସ୍କୁଲ ର ଶୁଭାରମ୍ଭ ଉଦଘାଟନି ଉତ୍ସଵ ଅନୁଷ୍ଠିତ ହୋଇଯାଇଛି। ଜ୍ଞାନୋଦୟ ବିଦ୍ୟା ନିକେତନ ର ଅଧ୍ୟକ୍ଷ ଶୁଭମ କୁମାର ପଣ୍ଡା ଙ୍କ…

ଜୟପୁର ରେଜବତ ନକଲି ମଦ ଜଣେ ଗିରଫ

କୋରାପୁଟ : ଜୟପୁର ରେ ଜବତ ନକଲି ବିଦେଶୀ ମଦ। ସୂଚନା ପାଇ ଅତ୍ରକିତ ଚଢ଼ାଉ କଲା ଜୟପୁର ଅବକାରୀ ବିଭାଗ । ବିଭିନ୍ନ ନାମୀ ଦାମୀ ବ୍ରାଣ୍ଡ ର ନକଲି ମଦ ଜବତ । ଜବତ ମଦର ମୂଲ୍ୟ ଆନୁମାନିକ ୫୦ ହଜାର ଟଙ୍କାରୁ ଅଧିକା ହୋଇଥିବାର ଅନୁମାନ । ଦୀର୍ଘ ଦିନ ଧରି ଜୟପୁର ବେଡାସାହି ରେ ଚାଲିଥିଲା ଏହି…

ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଲେ ଧର୍ମଗଡ଼ ବିଧାୟକ ସୁଧୀର ପାଟ୍ଟଯୋଶୀ

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଞ୍ଚାୟତ ଡେଙ୍ଗାଗୁଡା ଗ୍ରାମର ମା ଠାକୁରାଣୀ ଙ୍କ ବାର୍ଷିକ ଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ବେଳେ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ ଯୋଗ…

କୋଟପାଡ଼ରେ ଟ୍ରାଫିକ ସମସ୍ୟା ପରିଷଦର ଅବହେଳା ଯୋଗୁଁ ରାସ୍ତା କଡ଼ରେ ମାଛବିକ୍ରି

କୋରାପୁଟ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ସହର ରେ ଦିନ କୁ ଦିନ ଟ୍ରାଫିକ ସମସ୍ୟା ବଢି ଚାଲିଛି l ଗାନ୍ଧୀଛକ ଠାରୁ ଦୁଲପୁର ସାହି ଛକ ପର୍ଯ୍ୟନ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ଚାରି ଚକିଆ ଯାନ ଦିନ ରାତି ପାର୍କିଙ୍ଗ ହୋଇ ରହୁଛି ଏବଂ ଦୁଲପୁର ସାହିରେ ଦୁଇଟି ବ୍ୟାଙ୍କ ଓ ଗୋଟିଏ ମନାପୁର…