Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଓଡ଼ିଶାରେ କଳାଜୀରା ଭଳି ପୋଷଣଯୁକ୍ତ ଚାଉଳରୁ ପ୍ରସ୍ତୁତ ହେବ କୁକିଜ୍
ଭୁବନେଶ୍ୱର,: ଚାଉଳ ମୂଲ୍ୟ ବୃଦ୍ଧି ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ଶୀର୍ଷକ କର୍ମଶାଳା ଆଜି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ (ଡିଏଏଫ୍ଇ) ଏବଂ ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ମିଳିତ ସହଭାଗିତାରେ…
୨୦୪୭ ସୁଦ୍ଧା ୩୫୦ ବିଲିୟନ ଡଲାର ଫାର୍ମାସ୍ୟୁଟିକାଲ ରପ୍ତାନି ଆକଳନ
ଭୁବନେଶ୍ୱର,: ୨୦୨୩ରେ ଭାରତର ଫାର୍ମାସ୍ୟୁଟିକାଲ ରପ୍ତାନି ପରିମାଣ ପ୍ରାୟ ୨୭ ବିଲିୟନ ଡଲାର ଥିବାବେଳେ ୨୦୩୦ ସୁଦ୍ଧା ଏହା ୬୫ ବିଲିୟନ ଡଲାରରେ ବୃଦ୍ଧି ପାଇବ । ୨୦୪୭ ସୁଦ୍ଧା ୩୫୦ ବିଲିୟନ ଡଲାରରେ ପହଞ୍ଚିପାରେ ବୋଲି ଆକଳନ କରାଯାଇଛି । ସର୍ବଭାରତୀୟ ସ୍ତରରେ ଜେନେରିକ ମେଡିସିନ୍ ଯୋଗାଣକାରୀ…
୨୦୨୬ ସୁଦ୍ଧା ୫ ଜଳମାର୍ଗ ପ୍ରକଳ୍ପ
ଭୁବନେଶ୍ୱର, : ରାଜ୍ୟରେ ବିକାଶ କରାଯାଉଥିବା ୫ଟି ଅନ୍ତର୍ଦେଶୀୟ ଜଳମାର୍ଗ ପ୍ରକଳ୍ପ ୨୦୨୬ ଏପ୍ରିଲ୍ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ସଂସଦରେ କେନ୍ଦ୍ର ବନ୍ଦର, ଜାହାଜ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ୨୦୨୪-୨୫ ଆର୍ଥିକ ବର୍ଷର ଜାତୀୟ ଜଳମାର୍ଗ…
୨୦୨୪ରେ ଉଚ୍ଚସ୍ତରରେ ପହଞ୍ଚିଛି ବିଶ୍ୱ ସୁନା ଚାହିଦା
ଭୁବନେଶ୍ୱର,: ୱାଲ୍ଡ ଗୋଲ୍ଡ କାଉନସିଲର ଚତୁର୍ଥ ତ୍ରୈମାସି ଏବଂ ୨୦୨୪ର ଗୋଲ୍ଡ ଡିମାଣ୍ଡ ଟ୍ରେଣ୍ଡ ରିପୋର୍ଟରୁ ଜଣାପଡିଛି ଯେ କେନ୍ଦ୍ରୀୟ
ବ୍ୟାଙ୍କର ଦୃଢ଼, ନିରନ୍ତର କ୍ରୟ ଏବଂ ନିବେଶ ଚାହିଦାରେ ବୃଦ୍ଧି ଯୋଗୁଁ ମୋଟ ବାର୍ଷିକ ସୁନା ଚାହିଦା (ଓଟିସି ସମେତ) ୪, ୯୭୪ଟନର ରେକର୍ଡ ସ୍ତରରେ…
ଖିିଦତ୍ମ ଫାଉଣ୍ଡେସନ ହାଇଦ୍ରାବାଦ୍ ପକ୍ଷରୁ ଟେଲରିଙ୍ଗ ମେସିନ୍ ପ୍ରଦାନ
ନିଶ୍ଚିନ୍ତକୋଇଲି, : ଗାଁ ଗହଳିରେ ବସବାସ କରୁଥିବା ଝିଅ ବୋହୂମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ ନେଇ ଏକପାଦ ଆଗେରେ ଏବେ ଖିଦତ୍ମ ଫାଉଣ୍ଡେସନ ଜାହାର ମୁଖ୍ୟ କାର୍ଯ୍ୟଳୟ ସୁଦୂର ହାଇଦ୍ରାବାଦ୍ ଠାରେ ଅବସ୍ଥିତ । ଏହି ସଂସ୍ଥା ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ତାର ସଂସ୍ଥା ଖୋଲିବା ସହ ଗାଁ…
ଟାଏକୋଣ୍ଡ ପ୍ରତିଯୋଗୀଙ୍କ ପାଇଁ ଦମ୍ଭ ସାଜିଲା ଓମ୍ଫେଡ୍
ଭୁବନେଶ୍ୱର;:୧୨ତମ ଓପନ୍ ଇଣ୍ଟରନାସନାଲ ଫୁଜୈରାହ ଜି -୨ ଟାଏକଣ୍ଡୋ ପ୍ରତିଯୋଗିତାରେ ଭାଗନେବ ଓଡିଶା । ଭାରତୀୟ ଟାଏକୋଣ୍ଡ ଦଳରେ ଓଡ଼ିଶାରୁ ୫ ଜଣିଆ ଟିମ୍ ଅଂଶଗ୍ରହଣ କରିବା ପାଇଁ ଗୁରୁବାର ଦିନ ୟୁ.ଏ. ଇ. ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ପ୍ରତିଯୋଗିତାରେ ପୁରୁଷ…
ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ଉଦଳା ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ
ଭୁବନେଶ୍ୱର, : ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢି ତୋଳିବାକୁ ବିଜେପି ସରକାର ବଦ୍ଧ ପରିକର । ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ବିଜେଡି ଉପରୁ ଆସ୍ଥା ହରାଇ ଶୁକ୍ରବରେ ଉଦଳା ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା ବିଶ୍ୱାଳ ଆନୁଷ୍ଠାନିକ ଭାବେ…
ହୋମ୍ ଲୋନ୍ ଏକ୍ସପୋ ମାଧ୍ୟମରେ ପିଏନ୍ବିର ୬,୦୦୦କୋଟି ଟଙ୍କାର ବ୍ୟବସାୟିକ ଲକ୍ଷ୍ୟ
ଭୁବନେଶ୍ୱର, : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ ଚନ୍ଦ୍ର ଏଠାରେ ବ୍ୟାଙ୍କର ଭୁବନେଶ୍ୱର କାର୍ଯ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ହୋମ୍ ଲୋନ୍ ଏକ୍ସପୋକୁ ଉଦ୍ଘାଟନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ମାସ ୭ ଏବଂ ୮…
ସତ୍ୟବାଦୀ ବକୁଳବନର ଐତିହ୍ୟକୁ ସୁରକ୍ଷିତ ରଖି ଏହାର ପୁନରୁଦ୍ଧାର ଓ ବିକାଶ କରାଯିବ
ଭୁବନେଶ୍ୱର, : ବକୁଳବନର ଐତିହ୍ୟ ଓ ପରମ୍ପରା ସଂପର୍କରେ ଆଜିର ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ଏହାର ମୌଳିକ ଢାଞ୍ଚା ଅନୁରୂପ ବିକାଶ କରିବା ସହିତ ପାରିପାଶ୍ୱିର୍କ ଅଞ୍ଚଳର ବିକାଶ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନଠାରେ ବିଦ୍ୟାଳୟ ଓ…
ନାକ୍ ରେଟିଂ ବୃଦ୍ଧି ମାମଲାରେ ପ୍ରଫେସର ବୁଲୁ ମହାରଣା ନିଲମ୍ୱିତ।
ସମ୍ବଲପୁର- ଏକ ଘରୋଇ ବିଶ୍ବବଦ୍ୟାଳୟକୁ ନାକ୍ ଟିମ ଦ୍ବାରା ରେଟିଂ ଦେବାରେ ଅନିୟମିତତା ଅଭିଯୋଗର ସିବିଆଇ ଖୋଳତାଡ଼ କରୁଛି । ଏହି ମାମଲାରେ ୧୦ଜଣଙ୍କୁ ଗିରଫ କରାଯାଇଛି । ଏଭଳି ସ୍ଥଳେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଲାଇବ୍ରେରୀ ସାଇନ୍ସ ବିଭାଗର ପ୍ରଫେସର ବୁଲୁ ମହାରଣାଙ୍କୁ…