Browsing Category

ରାଜ୍ୟ

ବରିଷ୍ଠ ସାମ୍ବାଦିକ ଅଦୈତ ପ୍ରସାଦ ବିଶ୍ୱାଳ ଆଉ ନାହାନ୍ତି

ରାଉରକେଲା : ରାଉରକେଲାର ପୁରାତନ ସାମ୍ବାଦିକ ଅଦୈତ ପ୍ରସାଦ ବିଶ୍ୱାଳଙ୍କର ଆଜି ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ପାଖାପାଖି ୮୦ ବର୍ଷ ହୋଇଥିଲା । ସ୍ୱର୍ଗତ ବିଶ୍ୱାଳ ଏକାଧାରାରେ ଜଣେ ସାମ୍ବାଦିକ ସହ ଲେଖକ ଓ ଶ୍ରମିକ ସଂଗଠନର ନେତା ମଧ୍ୟ ଥିଲେ । ସେ କେନ୍ଦ୍ରାପଡା ଜିଲ୍ଲା ନିବାସୀ ।…

କଟକ ସହରରେ ଅପରାହ୍ନ ୨ଟା ପରେ ଦୋକାନ ବଜାର ବନ୍ଦ : ସୋମବାର ଠାରୁ ଆଗାମୀ ୧୫ ଦିନ ପାଇଁ ଲାଗୁ ହେବ କଟକଣା

କଟକ : କଟକ ସହରରେ ଅପରାହ୍ନ ୨ଟା ପରେ ଦୋକାନ ବଜାର ବନ୍ଦ ରହିବ । ସୋମବାର ଠାରୁ ଲାଗୁ ହେବ ଏହି କଟକଣା । ଆଗାମୀ ୧୫ ଦିନ ପାଇଁ କଟକଣା ବଳବତର ରହିବ । ଏହି ସମୟରେ କେବଳ ଔଷଧ ଦୋକାନକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବନ୍ଦ ପାଇଁ ନିଷ୍ପତି ହୋଇଛି । ଲୋଡିଂ, ଅନଲୋଡିଂ ଛାଡି ମାଲଗୋଦାମ,…

ଗତ ୨୪ ଘଂଟାରେ ୨୧ ଲକ୍ଷରୁ ଅଧିକ ଡୋଜ ପ୍ରଦାନ କରାଯାଇଛି

-ଗତ ୨୪ ଘଂଟାରେ ୨.୬୯ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି -କୋଭିଡ ମୃତ୍ୟୁହାର ହ୍ରାସ ପାଇ ୧.୧୧% ହୋଇଛି -୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଂଚଳରେ ଗତ ୨୪ ଘଂଟାରେ କୋଭିଡ ମୃତ୍ୟୁ ହୋଇନାହିଁ ନୂଆଦିଲ୍ଲୀ : କୋଭିଡ ୧୯ ମହାମାରୀ ବିରୋଧୀ ଲଢେଇରେ ଭାରତ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଅତିକ୍ରମ…

ସେନାର ପଦକ୍ଷେପ ଓ ପ୍ରସ୍ତୁତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସେନାମୁଖ୍ୟ ଜେନେରାଲ ଏମ. ଏମ. ନରଭଣେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । କୋଭିଡ ପରିଚାଳନାରେ ସେନା ନେଉଥିବା ପଦକ୍ଷେପ ନେଇ ସେମାନେ ଆଲୋଚନା କରିଥିଲେ । ଜେନେରୋଲ ଏମ.ଏମ. ନରଭଣେ ସେନାର ମେଡିକାଲ ଷ୍ଟାଫ ବିଭିନ୍ନ ରାଜ୍ୟ ସରକାରଙ୍କୁ ସହାୟତା…

ରାଜ୍ୟରେ ଢେଉ ଖେଳୁଛି ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଏବେ ପ୍ଲାଟିଂ କର୍ଭ ବା ସମାନ୍ତରାଳ ସ୍ଥିତିରେ କରୋନା । ସମାନ୍ତରାଳ ଓ ଢେଉ ଭଳି ସ୍ଥିତିରେ ରହୁଛି । ରାଜ୍ୟରେ କରୋନା ସ୍ଥିତିକୁ ନେଇ ଡିଏମ୍ଇଟି ମୁଖ୍ୟ ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । କେତେବେଳେ ଉପରେ ତ ଆଉ କେତେବେଳେ ଡାଉନ ସ୍ଥିତିରେ ରହୁଛି ସଂକ୍ରମଣ ।…

ଯୁକ୍ତ ଦୁଇ ପରୀକ୍ଷା ବାତିଲ ନେଇ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ

ଧର୍ମଶାଳା : ରାଜ୍ୟରେ କରୋନାର ପ୍ରଥମ ଲହରୀ ପାଇଁ ଗତବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇପାରିଲା ନାହିଁ । ଚଳିତବର୍ଷ ମଧ୍ୟ କରୋନାର ଦ୍ୱିତୀୟ ଲହରୀ ଚାଲିଥିବା ବେଳେ ବିଦ୍ୟାଳୟରେ ପାଠପଢ଼ା ମଧ୍ୟ ବନ୍ଦ ହୋଇଛି । ଏସମୟରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିବା…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୮୬,୪୫୨ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩,୮୬,୪୫୨ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୩୪୯୮ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୮୭,୬୨,୯୭୬ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ସହିଦନଗରସ୍ଥିତ ରିଲାଏନ୍ସ ଟ୍ରେଣ୍ଡ୍ସ ୭ ଦିନ ପାଇଁ ସିଲ୍

ଭୁବନେଶ୍ୱର : ଭୁବନେଶ୍ୱରର ସହିଦନଗରସ୍ଥିତ ରିଲାଏନ୍ସ ଟ୍ରେଣ୍ଡ୍ସ ଷ୍ଟୋରକୁ ସିଲ୍ କରିଛି ବିଏମସି । ସେଠାରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହାକୁ ୭ଦିନ ପାଇଁ ସିଲ୍ କରାଯାଇଛି । ତେଣୁ ରିଲାଏନ୍ସ ଟ୍ରେଣ୍ଡ ଷ୍ଟୋର ଏପ୍ରିଲ ୨୯ ତାରିଖରୁ ମେ ୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।…

ପେଟ୍ରୋଲ ପମ୍ପରେ ପ୍ରେଟୋଲ ବଦଳରେ ପାଣି ବିକ୍ରୀ ଅଭିଯୋଗ : ହନ୍ତସନ୍ତ ହେଉଛନ୍ତି ଗାଡି ଚାଳକ ଯୋଗାଣ ଅଧିକାରୀ ଓ…

ଧର୍ମଶାଳା : ରାଜ୍ୟରେ ତେଲ ଦର ବୃଦ୍ଧି ପରେ ବୃଦ୍ଧି ଘଟୁଛି । ଏପରି ସ୍ଥଳେ ସାଧାରଣ ଦୁଇଚକିଆ ଗରିବ ମଧ୍ୟବିତଙ୍କ ଉପରେ ଏହାର ପ୍ରଭାବ ପଡୁଛି । ଅନ୍ୟ ପକ୍ଷେ ଅଧିକ ଲାଭ ଆଶାରେ ତେଲ ଟାଙ୍କିର କେତେକ ଅସାଧୁ କର୍ମୀଚାରୀ ତେଲ ଅପମିଶ୍ରମଣ କରିବା ସହ ପାଣି ମିଶାଇବାକୁ ପଛାଉନାହାନ୍ତି । ଫଳରେ…

ରାଜ୍ୟରେ ଗୋଟିଏ ଦିନରେ ୮୬୮୧ କରୋନା ଆକ୍ରାନ୍ତ ଚିହ୍ନଟ. ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୪୧୯୪

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୮୬୮୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୪୪୧୯୪ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୮୦୪୦୦ ରୋଗୀ ସୁସ୍ଥ ହୋଇ…