Browsing Category

ରାଜ୍ୟ

ଅକ୍ସିଜେନ୍ ପାଇଁ ହାହାକାର… : ମୋଦୀଙ୍କୁ ନବୀନଙ୍କ ପ୍ରତିଶ୍ରୁତି, କୋଭିଡ୍ ଯୁଦ୍ଧରେ ସହଯୋଗ କରିବ ଓଡ଼ିଶା

-ଦେଶର ଅକ୍ସିଜେନ୍ ପାଲଟିଛି ଓଡ଼ିଶା ଭୟଙ୍କର କୋଭିଡ୍ ମହାମାରୀରେ ଦେଶ ଜୁଝୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ନିଜକୁ ରାଷ୍ଟ୍ରନାୟକର ପରିଚୟ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟେଲିଫୋନ୍ କରି ସହଯୋଗର ହାତ ବଢ଼ାଇଛନ୍ତି । କୋଭିଡ୍ ଯୁଦ୍ଧରେ ଓଡ଼ିଶା ସବୁ…

ରାଜ୍ୟରେ ଗୋଟିଏ ଦିନରେ ୬୨୧୫ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୪୬୯୪

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୬୨୧୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୯୪୬୯୪ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୫୩୫୫୧ ରୋଗୀ ସୁସ୍ଥ ହୋଇ…

୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଥିଲା – ଏସପି : ମୁଖ୍ୟ ଅଭିଯୁକ୍ତ ସମେତ ୩ ଗିରଫ

ଯାଜପୁର : ଭୁବନେଶ୍ୱର ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟରୁ ପରଦା ହଟାଇଛି ପୋଲିସ । ୩୦ ହଜାର ଟଙ୍କା ପାଇଁ ଝରାଫୁଲକୁ ହତ୍ୟା କରାଯାଇଥିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପିଆର । ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ…

ପ୍ରଧାନମନ୍ତ୍ରୀ – ମୁଖ୍ୟମନ୍ତ୍ରୀ ଆଲୋଚନା

- କରୋନା ମୁକାବିଲାରେ ସହଯୋଗ କରିବ ଓଡିଶା ଭୁବନେଶ୍ୱର, ୨୨ ଏପ୍ରିଲ – ଦେଶର କୋଭିଡ ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତମାନ କୋଭିଡ୍ ସ୍ଥିତି ଯୁଦ୍ଧ ସ୍ଥିତି ସହ ସମାନ । ଜାତୀୟସ୍ତରରେ କୋଭିଡ ମୁକାବିଲା ପାଇଁ…

ପୁଣି ଘୁଂଚିଲା ପିପିଲି ଉପନିର୍ବାଚନ : ମେ ୧୩ ବଦଳରେ ୧୬ରେ ହେବ ଭୋଟ୍ ଗ୍ରହଣ , ୧୯ରେ ଗଣତି

- ୧୩ରୁ ବନ୍ଦ ହେବ ପ୍ରଚାର ଭୁବନେଶ୍ୱର : ପୁଣି ଥରେ ଘୁଂଚିଛି ପିପିଲି ଉପନିର୍ବାଚନ । ମେ’ ୧୬ ତାରିଖରେ ପିପିଲି ଉପନିର୍ବାଚନ ହେବ । ଏହାର ଦୁଇ ଦିନ ପରେ ଅର୍ଥାତ ୧୯ ତାରିଖରେ ଭୋଟ୍ ଗଣତି ହେବ । ପୂର୍ବରୁ ପିପିଲି ନିର୍ବାଚନ ପାଇଁ ମେ’ ୧୩ ତାରିଖ ଧାର୍ଯ୍ୟ କରାଯାଇଥିଲା । ୧୩ ତାରିଖରେ…

ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଏସଓପି ଜାରି କରିବେ ରାଜ୍ୟ ସରକାର

ଭୁବନେଶ୍ୱର : ମେ’ ପହିଲାରୁ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବ । ଏହି ପର୍ଯ୍ୟାୟରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ । ଏନେଇ ଏସଓପି ଜାରି କରିବେ ରାଜ୍ୟ ସରକାର । ୧୮ ରୁ ୪୫ ବର୍ଷ ଭିତରେ ୪୨ ପ୍ରତିଶତ ଲୋକ ରହିଛନ୍ତି । ତେଣୁ ଟିକାକରଣ କେନ୍ଦ୍ର ବଢ଼ାଯିବ । ଟିକାକରଣ…

ବ୍ରହ୍ମପୁର ଏମକେସିଜିରେ ବିରଳ ଶିଶୁ ଜନ୍ମ

ଗଞ୍ଜାମ : ଗତକାଲି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ହସ୍ପିଟାଲର ପ୍ରସୂତି ବିଭାଗରେ ଏକ ବିରଳ ଓ ଅଦ୍ଭୁତ କନ୍ୟା ସନ୍ତାନ ଜନ୍ମ ନେଇଛି । ତାର ଶରୀରରେ ହାଲି କାଇନ୍ ଇଥୋସିସରେ ଆକ୍ରାନ୍ତ ବୋଲି ଡ଼ାକ୍ତର ମାନେ କହିଛନ୍ତି । ଶିଶୁଟି ଦେଖିବାକୁ ଏଲିଅନ୍ ଭଳି । ଏ ଧରଣର…

କୋବି ବୋଝେଇ ପିକଅପ୍ ଭ୍ୟାନ୍ ରୁ ୧୦୮ କେଜି ଗଞ୍ଜେଇ ଜବତ : ୩ ଗିରଫ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫୁଲବାଣୀ ନିକଟସ୍ଥ ଗୁଦାରି ସାଧନ ଛକ ଠାରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ପତ୍ରକୋବି ବୋଝେଇ ହୋଇଥିବା ଏକ ପିକଅପ୍ ଭ୍ୟାନ୍ ରୁ ୧୦୮ କେଜି ଗଞ୍ଜେଇ ଜବତ ହୋଇଛି । ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । କୌଣସି ସୂତ୍ରରୁ ଖବର ପାଇ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୧୪,୮୩୫ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩,୧୪,୮୩୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୨,୧୦୪ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା : ୧,୫୯,୩୦,୯୬୫ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…

ଗୋଟିଏ ଦିନରେ ୬୧୬୪ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮୮୪୭୯

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୬୧୬୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮୮୪୭୯ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୫୧୩୮୬ ରୋଗୀ ସୁସ୍ଥ ହୋଇ…