Browsing Category

ରାଜ୍ୟ

ରାଜ୍ୟରେ ଗୋଟିଏ ଦିନରେ ୬୬୪୭ କରୋନା ଆକ୍ରାନ୍ତ ଚିହ୍ନଟ

-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୧୩୪୧ ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୬୬୪୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦୧୩୪୧ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି । ରାଜ୍ୟରେ…

ଇସ୍ପାତ୍ କାରଖାନାରୁ ମେଡିକାଲ ଅକ୍ସିଜେନ୍ ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌

ଏବେ ସୁଦ୍ଧା୧.୪୩ ଲକ୍ଷ ମେଟ୍ରିକ୍ ଟନ୍ ମେଡ଼ିକାଲ ଅକ୍ସିଜେନ ଉପଲବ୍ଧ କରାଯାଇଛି - ଧର୍ମେନ୍ଦ୍ର ପ୍ରଧାନ - ରାଷ୍ଟ୍ରାୟତ ଇସ୍ପାତ୍ ଉଦ୍ୟୋଗ ଗୁଡ଼ିକ ୩୯ ହଜାର ମେଟ୍ରିକ୍ ଟନରୁ ଅଧିକ ଅକ୍ସିଜେନ ଯୋଗାଇଛନ୍ତି ନୂଆଦିଲ୍ଲୀ/ଭୁବନେଶ୍ୱର : ସାରା ଭାରତବର୍ଷର ଇସ୍ପାତ୍ କାରଖାନା ଗୁଡ଼ିକ ପକ୍ଷରୁ…

ରେଳଷ୍ଟେସନ୍ ରେ ପଶ୍ଚିମବଙ୍ଗ ଫେରନ୍ତାଙ୍କ ଉପରେ କଡା ନଜର

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଟ୍ରିପଲ ମ୍ୟୁଟେଂଟକୁ କଡା ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ରେଳଷ୍ଟେସନ୍ ରେ ଯାଂଚକୁ କଡାକଡି କରାଯାଇଛି । ଭୁବନେଶ୍ୱର ରେଳ ଷ୍ଟେସନରେ ବିଏମସି ସହ ସମନ୍ୱୟ ରକ୍ଷା କରି ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏବଂ ଯାତ୍ରୀଙ୍କ ଦୃଷ୍ଟିରୁ ଆବଶ୍ୟକୀୟ ସମସ୍ତ ବ୍ୟବସ୍ଥା…

ଏସସିବି କୋଭିଡ଼୍ କେୟାର୍ ହସ୍ପିଟାଲ ବେଡ୍ ସଂଖ୍ୟା ୫୦୦ କୁ ବୃଦ୍ଧି

କଟକ : କଟକ ଏସସିବି କୋଭିଡ଼୍ କେୟାର୍ ହସ୍ପିଟାଲ ବେଡ୍ ସଂଖ୍ୟା ୫୦୦ କୁ ବୃଦ୍ଧି କରାଯାଇଛି । ନୂଆ ମେଡ଼ିସିନ ୱାର୍ଡ଼କୁ ସମ୍ପୂର୍ଣ୍ଣ ଭାବେ କୋଭିଡ଼୍ କେୟାର ହସ୍ପିଟାଲ ଘୋଷଣା କରାଯାଇଛି । ପୂର୍ବରୁ ଏସସିବି କୋଭିଡ଼୍ ହସ୍ପିଟାଲର ବେଡ୍ ସଂଖ୍ୟା ୩୧୫ ଥିଲା । ପୂର୍ବରୁ ଆଇସିୟୁ ବେଡ୍ ସଂଖ୍ୟା ୪୩…

ଆସନ୍ତାକାଲିଠୁ ସବୁ ସହରାଂଚଳରେ ସପ୍ତାହାନ୍ତ ଶଟ୍ ଡାଉନ୍ , ଘଂଟାଏ ପାଇଁ କୋହଳ

ଭୁବନେଶ୍ୱର : ଆସନ୍ତାକାଲି (ଶନିବାର)ଠାରୁ ରାଜ୍ୟର ସମସ୍ତ ସହରାଂଚଳରେ ସପ୍ତାହାନ୍ତ ଶଟ୍ ଡାଉନ୍ ଆରମ୍ଭ ହେଉଛି । ଉଭୟ ଶନିବାର ଓ ରବିବାର ଶଟ୍‌ଡାଉନ୍ ହେବାକୁ ଥିବା ବେଳେ ଏହି ଦୁଇ ଦିନ ସକାଳ ୫ଟାରୁ ୬ଟା ପର୍ଯ୍ୟନ୍ତ ଘଂଟାଏ ଲାଗି କଟକଣା କୋହଳ କରାଯାଇଛି । ଏହି ସମୟ ମଧ୍ୟରେ ଲୋକେ ମର୍ଣ୍ଣିଂ…

ବୃକ୍ଷରୋପଣ କରାନଯାଇ ୪୫ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ବ୍ରହ୍ମପୁର ଉନ୍ନୟନ ନିଗମ (ବିଡ଼ିଏ) ପକ୍ଷରୁ ବୃକ୍ଷରୋପଣ କରାନଯାଇ ୪୫ ଲକ୍ଷ ଟଙ୍କା ଆତ୍ମସାତ୍ କରାଯାଇଥିବା ଅଭିଯୋଗ ହେଉଛି । ବ୍ୟକ୍ତିଗତ ଉଦ୍ୟମରେ କିମ୍ବା ଅନ୍ୟ ଅନୁଷ୍ଠାନ ଦ୍ୱାରା ଲଗାଯାଇଥିବା ଗଛକୁ ତାର ଜାଲି ଦ୍ୱାରା ଆବୃତ କରିବା ପାଇଁ ୪୫…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୩,୩୨,୭୩୦ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୩,୩୨,୭୩୦ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୨,୨୬୩ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା : ୧,୬୨,୬୩,୬୯୫ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…

ଓଡିଶାରେ ବର୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଂଟ ଚିହ୍ନଟ ହୋଇନାହିଁ

ଭୁବନେଶ୍ୱର : ଓଡିଶାରେ ବର୍ତମାନ ସୁଦ୍ଧା ଟ୍ରିପଲ ମ୍ୟୁଟାଂଟ ଚିହ୍ନଟ ହୋଇଥିବା ଜଣାପଡ଼ିନାହିଁ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼ରେ ଚିହ୍ନଟ ଏହା ହୋଇଛି । ଏହି ନୂଆ ଭୂତାଣୁ ଶୀଘ୍ର ବ୍ୟାପୁଛି ।…

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ

-ତାଳଚେର ଏମସିଏଲ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ ଭାବେ କାର୍ଯ୍ୟ କରିବା ସହ -୧୦୦ଟି ଭେଂଟିଲେଟର ବ୍ୟବସ୍ଥା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର : ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍‌-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେର ସ୍ଥିତ…

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ୧୪ ଦିନିଆ କ୍ୱାରେଂଟାଇନ୍ ବାଧ୍ୟତାମୂଳକ

- କ୍ଲଷ୍ଟର ଟିଏମସି କିମ୍ବା ଦେୟଯୁକ୍ତ ସଙ୍ଗରୋଧ କେନ୍ଦ୍ରରେ ରହିବେ , - ଆରଟିପିସିଆର ନେଗେଟିଭ୍ ରିପୋର୍ଟ , ଟିକାର ୨ଟି ଡୋଜ୍ ନେଇଥିଲେ ମିଳିବ ହୋମ୍ କ୍ୱାରେଂଟାଇନ୍ ଅନୁମତି - ସୀମା ସିଲ୍ ପାଇଁ ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଭୁବନେଶ୍ୱର : ଏଣିକି…