ଏସସିବି କୋଭିଡ଼୍ କେୟାର୍ ହସ୍ପିଟାଲ ବେଡ୍ ସଂଖ୍ୟା ୫୦୦ କୁ ବୃଦ୍ଧି

189

କଟକ : କଟକ ଏସସିବି କୋଭିଡ଼୍ କେୟାର୍ ହସ୍ପିଟାଲ ବେଡ୍ ସଂଖ୍ୟା ୫୦୦ କୁ ବୃଦ୍ଧି କରାଯାଇଛି । ନୂଆ ମେଡ଼ିସିନ ୱାର୍ଡ଼କୁ ସମ୍ପୂର୍ଣ୍ଣ ଭାବେ କୋଭିଡ଼୍ କେୟାର ହସ୍ପିଟାଲ ଘୋଷଣା କରାଯାଇଛି । ପୂର୍ବରୁ ଏସସିବି କୋଭିଡ଼୍ ହସ୍ପିଟାଲର ବେଡ୍ ସଂଖ୍ୟା ୩୧୫ ଥିଲା । ପୂର୍ବରୁ ଆଇସିୟୁ ବେଡ୍ ସଂଖ୍ୟା ୪୩ ରହିଥିବା ବେଳେ ଏବେ ଏହି ସଂଖ୍ୟା ୬୩କୁ ବୃଦ୍ଧି କରାଯାଇଛି । ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ଏହି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.