Browsing Category

ରାଜ୍ୟ

ଆବାସ ଯୋଜନାରେ ଘର ଖଣ୍ଡିଏ ଲାଗି ଶ୍ରୀବତ୍ସର ଆକୁଳ ନିବେଦନ

ଢେଙ୍କାନାଳ : କେନ୍ଦ୍ର ଏବଂ ରାଜ୍ୟ ସରକାର ଦେଶର ସମସ୍ତ ନାଗରିକଙ୍କୁ ପକ୍କାଘରେ ରହିବାର ସୁବିଧା ସୁଯୋଗ ସହିତ ଖୁସିରେ ଜୀବନଯାପନ ଲାଗି ଆବାସ ଯୋଜନା/ବିଜୁ ପକ୍କାଘର ଭଳି ଲୋକାଭିମୂଖୀ ଯୋଜନା ପ୍ରଣୟନ କରିଛନ୍ତି । ଯେଉଁଥିରେ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ପ୍ରକୃତ ଗରୀବ ହିତାଧିକାରୀଙ୍କୁ…

କ୍ୟାବିନେଟର ଅର୍ଥବିଲ୍‌-୨୦୨୧ର ସଂଶୋଧନକୁ ଅନୁମୋଦନ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅର୍ଥବିଲ୍‌-୨୦୨୧ ସଂଶୋଧନକୁ ପିଛିଲାଭାବେ ଅନୁମୋଦନ କରାଯାଇଛି । ୨୦୨୧ ଅର୍ଥ ଆଇନ ଭାବେ ଏହି ଅର୍ଥ ବିଲ୍ ୨୦୨୧ମାର୍ଚ୍ଚ ୨୨ରେ ପ୍ରଣୀତ ହୋଇଥିଲା । ଅର୍ଥବିଲ୍‌ରେ ଯେଉଁସବୁ…

ପ୍ରଧାନମନ୍ତ୍ରୀଙ୍କ ସମ୍ବେଦନଶୀଳ ବାର୍ତ୍ତା ଦେଶବାସୀଙ୍କ ମଧ୍ୟରେ ନୂଆ ଆଶା, ବିଶ୍ୱାସ ଏବଂ ସକରାତ୍ମକର ସଂଚାର ଆଣିବ…

ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ · ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କ ମନୋବଳକୁ ବଢ଼ାଇବ · ଦେଶବାସୀଙ୍କୁ ଏହି କଠିନ ସମୟରେ ଧୈର୍ଯ୍ୟର ସହ ସାମ୍ନା କରିବା ପାଇଁ ପ୍ରେରିତ କରିବ ନୂଆଦିଲ୍ଲୀ/ଭୁବନେଶ୍ୱର :…

ଆମେ ଏବେ ଭୀଷଣ ବିପଦର ସାମ୍ନା କରୁଛେ : ନବୀନଙ୍କ ୬ ସୂତ୍ରୀ ମନ୍ତ୍ର

-କୋଭିଡ୍ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କର -ଅକ୍ସିଜେନ୍ ଯୋଗାଣକୁ କଡ଼ାକଡ଼ି ତଦାରଖ କର -ଯଥେଷ୍ଟ କୋଭିଡ୍ ଔଷଧ ମହଜୁଦ ରଖ -ମାରାତ୍ମକତା ନେଇ ସଚେତନତା ସୃଷ୍ଟି କର -ରାଜ୍ୟରେ ଏନ୍ଫୋସର୍୍ମେଣ୍ଟ ବୃଦ୍ଧି କର -ପ୍ରବାସୀ ଶ୍ରମିକଙ୍କ ଫେରିବା ନେଇ ପ୍ରସ୍ତୁତ ରୁହ ଭୁବନେଶ୍ୱର :…

ହାଇଦର୍ ଫେରାର୍ ଘଟଣା : କନଷ୍ଟେବଳଙ୍କ ସମେତ ଦୁଇ ଗିରଫ

କଟକ : ଗ୍ୟାଙ୍ଗଷ୍ଟର ହାଇଦର୍ ଫେରାର୍ ଘଟଣାରେ କନଷ୍ଟେବଳ ମହମ୍ମଦ ମୌସିମଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କନଷ୍ଟେବଳ ମହମ୍ମଦ ମୌସିମଙ୍କ ସହିତ ସମ୍ବଲପୁର ଜେଲ୍ ର ଜଣେ ୱାର୍ଡ଼ର ମଧ୍ୟ ଗିରଫ ହୋଇଛନ୍ତି । ଉଭୟଙ୍କୁ ଗିରଫ କରିଛି ମଙ୍ଗଳବାଗ ଥାନା ପୋଲିସ । ହାଇଦର ଫେରାର୍…

ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସକୁ ନେଇ ଚିନ୍ତାରେ ପୌରବାସୀ : ରାଜନୈତିକ ବଡପଣ୍ଡାଙ୍କ ନିରବତାକୁ ନେଇ ଚର୍ଚ୍ଚା ଜୋର୍ ଧରିଲା

କେନ୍ଦୁଝର : କେନ୍ଦୁଝର ଗଡ଼ ପୌରପାଳିକା ସମେତ ଜିଳ୍ଲାର ଅନ୍ୟ ସହରାଂଚଳରେ ଚଳିତ ଏପ୍ରିଲ ମାସରେ ରିହାତି ଦରରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ହେଉଛି । ପୌରାଚଂଳ ପାଇଁ ରହିଥିବା ବିଧି ବ୍ୟବସ୍ଥା ଅନୁଶାରେ ଏପ୍ରିଲ ମାସରେ ହୋଲ୍ଡିଂ ଟ୍ୟାକ୍ସ ପୈଠ କରୁଥିବା ପୌରବାସୀଙ୍କୁ ଶତକଡ଼ା ୨୦ ପ୍ରତିଶତ ଏବଂ…

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଆତ୍ମଦାହ ଉଦ୍ୟମ ; ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲରେ…

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଦିନବନ୍ଧୁ ମିଶ୍ର ନାମକ ଜନୈକ ବ୍ୟକ୍ତି ଦେହରେ କିରୋସିନି ଢ଼ାଳି ଆତ୍ମଦାହ ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ…

ନାବାଳିକା ଗଣଦୁଷ୍କର୍ମ ମାମଲା : ସାବାଳକ ଦୋଷୀକୁ ଆଜୀବନ ଓ ନାବାଳକ ଦୋଷୀକୁ ୨୦ ବର୍ଷ ଜେଲ୍

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଘଷିପୁରା ବ୍ଲକ୍ ଅଂଚଳରେ ଗତ ୨୦୧୯ ରେ ଘଟିଯାଇଥିବା ଏକ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କୁ ଆଜୀବନ ଜେଲ୍ ଦଣ୍ଡରେ ଦଣ୍ଡିତ କରିବା ସହ ଅନ୍ୟ ଜଣଙ୍କୁ ୨୦ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କେନ୍ଦୁଝର ଜିଲ୍ଲା…

କାଲିଠାରୁ ଭୁବନେଶ୍ୱରର ସବୁ ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ । କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରାଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର ପ୍ରେମ୍ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭୁବନେଶ୍ୱରରେ କରୋନା ପଜିଟିଭ୍ ସଂଖ୍ୟା…

ମଙ୍ଗଳବାର ତାରିଣୀ ଦର୍ଶନ ବନ୍ଦ, ନିରାଶରେ ଫେରିଲେ ଭକ୍ତ : କରୋନା କଟକଣାକୁ ବେଖାତିର୍ କରି ଚୁଳପକା

ଘଟଗାଁ/ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ସ୍ଥିତ ମା ତାରିଣୀଙ୍କ ମନ୍ଦିର ପ୍ରତି ଶନିବାର, ରବିବାର ଓ ମଙ୍ଗଳବାର ବନ୍ଦ ରହିବା ନେଇ ଗତକାଲି ଠାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ଆଜିଠୁ ଏହି କଟକଣା କଡ଼ାକଡ଼ି ଲାଗୁ ହେବାକୁ ଥିବା ବେଳେ ଆଜି ସେଠାରେ…