Browsing Category

ରାଜ୍ୟ

କରୋନାରେ ଦେଶରେ ଗତ ୨୪ ଘଂଟାରେ ୨,୫୯,୧୭୦ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୨,୫୯,୧୭୦ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧,୭୬୧ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୩,୨୧,୦୮୯ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ବିଶେଷଙ୍କୁ ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା କରୋନା ଟୀକାକରଣର ତୃତୀୟ ପର୍ଯ୍ୟାୟରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ବିଶେଷଙ୍କୁ ଟିକାକରଣ ପାଇଁ ଯେଉଁ ଘୋଷଣା କରିଛନ୍ତି ତାହା କରିବାକୁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ…

ଗୋଟିଏ ଦିନରେ ୪୭୬୧ କରୋନା ଆକ୍ରାନ୍ତ ଚିହ୍ନଟ, ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୭୪୬୪

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୪୭୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୭୭୪୬୪କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୩୪୭୬୩୭ ରୋଗୀ ସୁସ୍ଥ ହୋଇ…

କରୋନା ସଂକ୍ରମଣର ଭୟଙ୍କର ରୂପ : ଦିନକରେ ୨.୭୩ ଲକ୍ଷରୁ ଊଦ୍ଧ୍ୱର୍ ସଂକ୍ରମିତ, ୧୬୧୯ ମୃତ

ନୂଆଦିଲ୍ଲୀ : ଦିନକୁ ଦେଶରେ ଅସମ୍ଭାଳ ହେଲାଣି କରୋନା ସ୍ଥିତି । ପ୍ରତିଦିନ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସମସ୍ତଙ୍କୁ ଅଡ଼ୁଆରେ ପକାଇଛି । ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ରାଜ୍ୟ ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ସବୁ ରାଜ୍ୟରେ ଦୈନିକ ରେକର୍ଡ ବ୍ରେକିଂ ଆକ୍ରାନ୍ତ…

ସଂକ୍ରମଣ ରୋକିବାକୁ କଡ଼ା କଟକଣା : ୨୪ରୁ ରାଜ୍ୟରେ ସପ୍ତାହନ୍ତ ସଟ୍ଡାଉନ

କ’ଣ ଖୋଲା, କ’ଣ ବନ୍ଦ : -ଜାରି ରହିବ ଜରୁରି ସେବା -ଢାବା ଖୋଲିବ, କିନ୍ତୁ ପାର୍ସଲ ଦେଇପାରିବେ ଦୋକାନୀ -ଗଣମାଧ୍ୟମ କର୍ମଚାରୀଙ୍କୁ ଯାଆସ ଅନୁମତି -ଆବଶ୍ୟକ କାଗଜ ଦେଖାଇ ରୋଗୀ ଯାଇପାରିବେ -ଜାରି ରହିବ ନାଇଟ୍ କର୍ଫ୍ୟୁ, ବିବାହରେ ୫୦ -ଯାତ୍ରା, ରଙ୍ଗମଞ୍ଚ ଓ ଅପେରା ଉପରେ କଟକଣା…

ମା ବୁଢ଼ୀ ଠାକୁରାଣୀଙ୍କ ମେଲାଣି ପର୍ବ ଆରମ୍ଭ : ଆଜି ବିଳମ୍ବିତ ରାତିରେ ଅସ୍ଥାୟୀ ମଣ୍ଡପରୁ ମନ୍ଦିରକୁ ଯାତ୍ରା କରିବେ

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ବୁଢ଼ୀ ଠାକୁରାଣୀଙ୍କ ଦ୍ୱିବାର୍ଷିକ ଯାତ୍ରା ଆଜି ଉଦଯାପିତ ହେବାକୁ ଯାଉଛି । ଭାବ ବିହ୍ୱଳ ପରିବେଶ ମଧ୍ୟରେ ୧୪୪ ଧାରା ମଧ୍ୟରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ବିଳମ୍ବିତ ରାତିରେ ମାଆ ସାଆନ୍ତାଣୀ ବାପାଘରୁ ନିଜ ମନ୍ଦିରକୁ ପ୍ରତ୍ୟାବର୍ତନ…

ଟିକା ନେବା ପରେ ବି ହୋଇପାରେ ସଂକ୍ରମଣ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଟିକା ନେଲେ ବି ହୋଇପାରେ କୋଭିଡ ସଂକ୍ରମଣ । ତେଣୁ ନିୟମ ମାନି ଲୋକ କାମ କରନ୍ତୁ । ଟିକା ନେଲେ ମୃତ୍ୟୁହାର କମିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି ଯେ କିଛି ଜିଲ୍ଲାରେ ଟିଏମ୍‌ସି ଖୋଲିଛି । ଆଉ ଛତିଶଗଡ଼ ସୀମାନ୍ତ…

ପିପିଲିରେ ନିର୍ବାଚନୀ ସଭା , ରାଲି କରିବନି ବିଜେଡି

ଭୁବନେଶ୍ୱର : ପିପିଲି ଉପନିର୍ବାଚନରେ କୌଣସି ପ୍ରକାର ଶୋଭାଯାତ୍ରା ବା ସଭା କରିବନି ବିଜେଡି । ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋମବାର ଦିନ ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି ଯେ “…

ରାଜ୍ୟରେ ଅଛି ୯୦୦୮ କୋଭିଡ୍ ବେଡ୍

ଭୁବନେଶ୍ୱର : ରାଜ୍ୟରେ କୋଭିଡ ରୋଗୀଙ୍କ ପାଇଁ ୯ ହଜାର ୮ଟି ବେଡ୍ ରହିଛି । ସେଥିରୁ ୧୭.୫୦% ବେଡ୍ ବ୍ୟବହାର ହୋଇଛି , ଅର୍ଥାତ୍ ସମୁଦାୟ ୧୫୭୬ ଜଣ ରୋଗୀ ଅଛନ୍ତି । ବର୍ତମାନ ସୁଦ୍ଧା ଘରୋଇ ହସ୍ପିଟାଲରେ ୪୬୪୦ ବେଡ୍ ଓ ସରକାରୀ ହସ୍ପିଟାଲରେ ୪୩୬୮ ବେଡ୍ ରହିଛି । ଘରୋଇ ହସ୍ପିଟାଲରେ ୭୫୩ ଜଣ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୨,୭୩,୮୧୦ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ ଗତ ୨୪ଘଂଟା ମଧ୍ୟରେ ୨,୭୩,୮୧୦ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୧,୬୧୯ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦,୬୧,୯୧୯ ପହଂଚିଛି । ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…