Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କିଶୋରନଗର ବିଶ୍ୱାଳପଡା ସ୍ଥିତ ଶୀତଳଭଣ୍ଡାରରୁ ଗ୍ୟାସ ଲିକ
ସାଲେପୁର: କିଶନନଗର ବିଶ୍ଵାଳପଡ଼ା ଶୀତଳଭଣ୍ଡାରରୁ ଗ୍ୟାସ୍ ଲିକ ଲୋକେ ଭୟଭୀତ । ଗ୍ୟାସ୍ କୁ ଆୟତ କରିବା ପାଇଁ ୫ ଗୋଟି ଦମକଳ ଗାଡ଼ି ସହ କିଶନନଗର ପୋଲିସ ଉପସ୍ଥିତ ଥିବା ଜଣାପଡ଼ିଛି । ପୁର୍ବରୁ ମଧ୍ୟ ଏପରି ଅନେକ ବାର ଗ୍ୟାସ ଲିକ ହୋଇ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଛନ୍ତି ସ୍ଥାନୀୟ…
ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଆଜି ମଧ୍ୟରାତ୍ରରେ ଶୁଭ ଖୁଂଟି ସ୍ଥାପନ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ଆଜି ମଧ୍ୟ ରାତ୍ରରେ ପରମ୍ପରା ଅନୁଯାୟୀ ରୀତିନୀତି ମୁତାବକ ଶୁଭଖୁଂଟି ସ୍ଥାପନ କରାଯିବ । ପ୍ରଥମେ ବୁଢ଼ୀ ଠାକୁରାଣୀଙ୍କ ନିକଟରେ ଶୁଭ ଖୁଂଟି ପୂଜା କରାଯାଇ ଏହାକୁ ଏକ ବିରାଟ ପଟୁଆରରେ ଆଣି ଦେଶି ବେହେରାଙ୍କ ଘର…
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ବାଟ ଫିଟିଲା : ଆଜିଠାରୁ ସ୍ୱାଭାବିକ୍ ହେବ ବିଧାନସଭା !
-ଗୃହରେ ଉତ୍ତର ରଖିବେ ଯୋଜନା ମନ୍ତ୍ରୀ
ଭୁବନେଶ୍ୱର: ବିଧାନସଭା ଅଚଳ ପ୍ରସଙ୍ଗରେ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହସ୍ତକ୍ଷେପ ପରେ ବସିଥିବା ସର୍ବଦଳୀୟ ବୈଠକ ସଫଳ ହୋଇଛି । ଆସନ୍ତାକାଲିଠାରୁ ବିଧାନସଭା ଚାଲିବ ଏବଂ ଆସନ୍ତାକାଲି…
ହଜାର କୋଟିର ଲାଭାଂଶ ଦେଲା ଓଏମ୍ସି
ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୨୦-୨୧ ବର୍ଷ ପାଇଁ ମଧ୍ୟବର୍ତୀକାଳୀନ ଲାଭାଂଶ ବାବଦରେ ଏକ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓଡ଼ିଶା ଖଣି ନିଗମ ପକ୍ଷରୁ ୧୦୦୦…
କଟକରେ ପୁଣି କରୋନା ଆତଙ୍କ ହଷ୍ଟେଲରୁ ୧୨ପଜିଟିଭ୍ ଚିହ୍ନଟ
କଟକ: କଟକରେ ଚିନ୍ତା ବଢାଇଲା କରୋନା ସଂକ୍ରମଣ । ସିଏମ୍ସି ଅଞ୍ଚଳରୁ ଆଜି ୨୫ ଆକ୍ରାନ୍ତ ଚିହ୍ନଟ ହେବା ସହିତ ଗୋଟିଏ ହଷ୍ଟେଲରୁ ୧୨ଜଣ କରୋନା ପଜିଟିଭ୍ ପରେ ଆକ୍ସନ ମୋଡ଼କୁ ଆସିଛି ପ୍ରଶାସନ । ତୁରନ୍ତ ହଷ୍ଟେଲ୍ରେ ବାସ କରୁଥିବା ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ସମସ୍ତ ଛାତ୍ରଛାତ୍ରୀଙ୍କୁ…
ନୂଆ ପରମ୍ପରା ସୃଷ୍ଟି କଲେ ମୁଖ୍ୟମନ୍ତ୍ରୀ : ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍ ରେ ବିରୋଧୀଙ୍କ ସବୁ ଅଙ୍କ ଫେଲ୍
-ଓଡ଼ିଶା ଇତିହାସରେ ରୋଚକ ଦୃଶ୍ୟ
ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆଜି ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ । ମଣ୍ଡି ସମସ୍ୟା ଓ ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ନବୀନ ନିବାସ ଆଗରେ ଧାରଣାରେ ବସିଥିବା ବିଜେପି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ନିଜେ ଆସି ଧାରଣା ପ୍ରତ୍ୟାହୃତ କରି ଆଲୋଚନା…
ଭାରତର ଜବରଦସ୍ତ ବିଜୟ : ସିରିଜ୍ ୨-୨ରେ ବରାବର
ଅହମଦାବାଦ : ମୋଟାରାର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଥିବା ଚତୁର୍ଥ ଟି-୨୦ରେ ଟିମ୍ ଇଣ୍ଡିଆର ଦମଦାର ବିଜୟ । ଭ୍ରମଣକାରୀ ଦଳ ଇଂଲଣ୍ଡକୁ ମାତ ଦେଇ ୨-୨ରେ ସିରିଜ୍ ବରାବର କରିଛି ବିରାଟ ବାହିନୀ । ସିରିଜ୍ ର ଶେଷ ମ୍ୟାଚ୍ ବାକି ଥିବା ବେଳେ ଟିମ୍ ଇଣ୍ଡିଆ ଦୁଇଟି ମ୍ୟାଚ୍ ଜିତିଛି ।…
ଚନ୍ଦକା ଜଙ୍ଗଲରେ ଅଗ୍ନିକାଣ୍ଡରେ କୌଣସି ବନ୍ୟଜନ୍ତୁ ମୃତାହତ ହୋଇନାହାନ୍ତି
ଭୁବନେଶ୍ୱର: ଚନ୍ଦକା ଜଙ୍ଗଲରେ କ୍ରମାଗତ ଅଗ୍ନି କିମ୍ବା କୌଣସି ବନ୍ୟଜନ୍ତୁ ମୃତାହତ ହେବା ଦୃଷ୍ଟି ଗୋଚର ହୋଇନାହିଁ । ଅପରପକ୍ଷରେ ରାଜ୍ୟରେ ବର୍ତମାନର ବନାଗ୍ନି ପରିସ୍ଥିତିକୁ କ୍ଷେତ୍ରସ୍ତରରେ ଓ କ୍ଷେତ୍ରାଧିକାରୀଙ୍କ ସହ ନିରନ୍ତର ତଦାରଖ ଓ ସମୀକ୍ଷା କରିବା ଜାରି ରହିଛି ବୋଲି ଫରେଷ୍ଟ ଫାୟାର…
୨୦ରେ ବିଧାନସଭା ଘେରିବ ବିଜେପି
ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ବିଧାନସଭା ଘେରିବ ବିଜେପି । ମାହାଙ୍ଗା ଡବଲ ମର୍ଡର ଘଟଣା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ପ୍ରତିବାଦରେ ବିଧାନସଭା ଘେରାଉ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି…
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲେ ବିଜେପି ସଦସ୍ୟ
-ଚାଲି ଚାଲି ନବୀନ ନିବାସ ଗଲେ ବିଜେଡି-ବିଜେପି ବିଧାୟକ
- ମୁଖ୍ୟମନ୍ତ୍ରୀ ସାମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି, ମଣ୍ଡିରୁ ଧାନ ଉଠିଲେ ଗୃହ ଚାଲିବ : ବିରୋଧୀ ଦଳ ନେତା
ଭୁବନେଶ୍ୱର: ମଣ୍ଡିରୁ ଧାନ ଉଠିବାକୁ ନେଇ ଦେଖାଦେଇଥିବା ସମସ୍ୟା ଏବଂ ବିଧାୟକଙ୍କ ସାନିଟାଇଜର ପିଇ ଆତ୍ମହତ୍ୟା…