Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସ୍ୱାସ୍ଥ୍ୟ ଯୋଦ୍ଧାଙ୍କୁ କୋଭିଡ୍-୧୯ ଟିକାକରଣର ଦ୍ୱିତୀୟ ଡୋଜ :୧୫୬୧ ଜଣଙ୍କୁ ଟୀକାକରଣ
ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ୩ଟି ବ୍ଲକ ନୂଆଗଡ, ରାୟଗଡ ଓ ଗୋଷାଣୀରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ କୋଭିଡ ଟୀକାକରଣର ଦ୍ୱିତୀୟ ଡୋଜ ଟୀକାକରଣର ଗତକାଲି ସୁଦ୍ଧା ୧୫୬୧ ଜଣଙ୍କୁ ସ୍ୱାସ୍ଥ୍ୟ ବିଭାଗ ଓ ଆଇସିଡିଏସ୍…
ପୋଲିସ ଆଖିରେ ଧୂଳି ଦେଇ କାର ଛାଡି ଚମ୍ପଟ, ୮୧କେଜି ଗଞ୍ଜେଇ ଜବତ
ପାରଳାଖେମୁଣ୍ଡି: ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ପେଟ୍ରୋଲିଂ କରୁଥିବାବେଳେ ପୋଲିସ ଆଖିରେ ଧୂଳି ଦେଇ ଗଞ୍ଜେଇ ଚୋରା ଚାଲାଣକାରୀମାନେ ଚମ୍ପଟ ମାରିଛନ୍ତି । ଏହି ଘଟଣାରେ ପୋଲିସ କାର ସହ କେବଳ ୮୧ କେଜି ଗଞ୍ଜେଇକୁ ଜବତ କରିଛନ୍ତି । ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାପାଳ ଅନୁପମ ସାହା ଓ ଆରକ୍ଷୀ…
ଅନୁମତି ନନେଇ ଯାତ୍ରା ପରିବେଷଣ: ବନ୍ଦ କଲା ଜିଲ୍ଲା ପ୍ରଶାସନ
ଖୋର୍ଦ୍ଧା: ଅନୁମତି ନନେଇ ଯାତ୍ରା ପରିବେଷଣ କରିବା ମହଙ୍ଗା ପଡିଛି । ଏନେଇ ଅଭିଯୋଗ ହେବା ପରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବେଗୁନିଆ ତହସିଲଦାର ଓ ଆଇଆଇସି ଯାତ୍ରା ବନ୍ଦ କରିଛନ୍ତି । ଅଧିକ ସଂଖ୍ୟାରେ ଦର୍ଶକ ଏକତ୍ରିତ ନହେବା ଏବଂ କରୋନା ସଂକ୍ରମଣକୁ ଏଡାଇବାକୁ ଯାଇ ଯାତ୍ରା…
ହୋଟେଲରୁ ୧୭୫ ଗ୍ରାମ୍ ବ୍ରାଉନସୁଗାର ଜବତ: ହୋଟେଲ ମାଲିକ ସମେତ ଦୁଇ ଗିରଫ
କଟକ: କ୍ରାଇମବ୍ରାଂଚ ଏସଟିଏଫ ପକ୍ଷରୁ ପୁରୁଣା କଟକ - ସମ୍ବଲପୁର ରାସ୍ତାର ଆଙ୍କୁଲା ଠାରେ ଥିବା ହୋଟେଲରେ ଚଢ଼ଉ କରାଯାଇ ୧୭୫ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ଘଟଣାରେ ହୋଟେଲ ମାଲିକଙ୍କ ସହ ଜଣେ କର୍ମଚାରୀଙ୍କୁ ଗିରଫ କରିଛି ଏସଟିଏଫ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୭ ଲକ୍ଷରୁ…
ଆସନ୍ତା କାଲି ଉପସ୍ଥାପିତ ହେବ ରାଜ୍ୟ ବଜେଟ
ଭୁୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ସୋମବାର ଦିନ ଉପସ୍ଥାପିତ ହେବ । ରାଜ୍ୟ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ସୋମବାର ଦିନ ଦ୍ୱିତୀୟାର୍ଧ ବୈଠକରେ ଏହି ବଜେଟ ଉପସ୍ଥାପନ କରିବେ ।
ସ୍ୱାମୀ ଜୀବନମୁକ୍ତନନ୍ଦ ପୁରୀଙ୍କୁ ସୁରକ୍ଷା ଓ ଧମକ ଦେଉଥିବା ଲୋକଙ୍କୁ କଠୋର ଦଣ୍ଡ ଦିଆ ଯାଉ – ଭିଏଚପି
-ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାରୀ ଓ ଷଡଯନ୍ତ୍ରକାରୀଙ୍କୁ ମଧ୍ୟ ଗିରଫ କରା ଯାଉ
ଭୁୁବନେଶ୍ୱର: କନ୍ଧମାଳ ଜଳେଶପେଟା କନ୍ୟାଶ୍ରମର ପରିଚାଳନା ଦାୟିତ୍ୱରେ ଥିବା ସ୍ୱାମୀ ଜୀବନ ମୁକ୍ତାନନ୍ଦପୁରୀଙ୍କୁ ଯେଉଁ ଭଳି ଭାବେ ଧମକ ଦିଆ ଯାଇଛି ତାହା ନିନ୍ଦନୀୟ । ଏହି ମାମଲାରେ ରାଜ୍ୟ…
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ଗୁରୁତର
ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ କର୍ତନପାଲି ପଚାଂୟତ ସ୍ଥିତ ଗୋଗାପଦର ଠାରେ ଆଜି ସକାଳେ ଏକ ଲ୍ୟାଣ୍ଡ ବିସ୍ଫୋରଣରେ ଜଣେ ବିଏସଏଫ ଯବାନ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ପ୍ରାପ୍ତ ସୂଚନା ମୁତାବକ, କର୍ତନପାଲି ଠାରେ ମାଓ ଦମନ ପାଇଁ ମୁତୟନ ହୋଇଥିବା ସୀମା…
ଜଲେଶପଟ୍ଟା କନ୍ୟାଶ୍ରମ ପରିଚାଳକଙ୍କୁ ହତ୍ୟା ଧମକ ପରେ ଆଶ୍ରମରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି: ବିଜେପି ଓ ବିଏଚପି ଟିମ୍…
କନ୍ଧମାଳ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ଜଲେଶପଟ୍ଟା କନ୍ୟାଶ୍ରମ ପରିଚାଳକ ସ୍ୱାମୀ ଜୀବନମୁକ୍ତା ନନ୍ଦଙ୍କୁ ଆଜି ସକାଳେ ପୁଣି ଥରେ ଫୋନ୍ କଲ୍ ମାଧ୍ୟମରେ କେହି ଦୁର୍ବୃତ ହତ୍ୟା ଧମକ ଦେଇଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଜିଲ୍ଲା ପୋଲିସ ପକ୍ଷରୁ…
ନିର୍ମାଣ ନାଁରେ ଗ୍ରାମରାସ୍ତା ଖୋଳିଦେଲେ ଠିକାଦାର
କୋରାପୁଟ: ନନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୭ ନ ୱାର୍ଡ ଓ ୧୮ ନ ୱାର୍ଡକୁ ନେଇ ଖଡ଼ଗପୁର ଠାରୁ ଗଡିଆଲିବନ୍ଦ ନିକଟରୁ ଗ୍ରାମ କୁ ଯିବା ଆସିବା କରିବା ପାଇଁ ପକା ରାସ୍ତା ଟିଏ ରହିଛି । ଏହି ରାସ୍ତା ଦେଇ ସହ ସହ ଲୋକ ଯିବା ଆସିବା କରୁଛନ୍ତି । ବର୍ତ୍ତମାନ ଉକ୍ତ ରାସ୍ତା କଡ଼ରେ ନନ୍ଦପୁର…
କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୪,୨୬୪ ନୂଆ ମାମଲା
ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଂଟା ମଧ୍ୟରେ ୧୪,୨୬୪ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଏହି ସମୟ ମଧ୍ୟରେ ମୋଟ ୯୦ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୯,୯୧,୬୫୧ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…