ଆସନ୍ତା କାଲି ଉପସ୍ଥାପିତ ହେବ ରାଜ୍ୟ ବଜେଟ

170

ଭୁୁବନେଶ୍ୱର:  ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ ସୋମବାର ଦିନ ଉପସ୍ଥାପିତ ହେବ । ରାଜ୍ୟ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ସୋମବାର ଦିନ ଦ୍ୱିତୀୟାର୍ଧ ବୈଠକରେ ଏହି ବଜେଟ ଉପସ୍ଥାପନ କରିବେ ।

Leave A Reply

Your email address will not be published.