Browsing Category

ରାଜ୍ୟ

ଚାରି ରାଜ୍ୟର ସାମ୍ବାଦିକଙ୍କ ଆନ୍ଦୋଳନ ପରେ ଆଲୋଚନା ପାଇଁ ଡାକିଲା ମାଓ ସଂଗଠନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦୁଇ ଜଣ ସାମ୍ବାଦିକଙ୍କୁ ମାଓବାଦୀ ଟାର୍ଗେଟ କରିବା ପରେ ଗତ ୧୮ ତାରିଖ ଦିନ ଜଗଦଲପୁର ଠାରେ ଚାରି ରାଜ୍ୟର ସାମ୍ବାଦିକ ଏକତ୍ର ହୋଇ ମାଓବାଦୀ ଙ୍କ ବିରୋଧରେ ରାଲି ଓ ସାଧାରଣ ସଭାର ଆୟୋଜନ କରିଥିଲେ। ଏହା ପୂର୍ବରୁ ବସ୍ତର ଡିଭିଜନର ଦକ୍ଷିଣ…

‘ଆମ ଲୋକକଳା ଓ ଆମ ସଂସ୍କୃତି’ କାର୍ଯ୍ୟକ୍ରମ

-ସମ୍ବର୍ଦ୍ଧିତ ହେଲେ କଳାହାଣ୍ଡିର ବଜାସାଲ ନୃତ୍ୟଦଳ ଭୁବନେଶ୍ୱର: ଚଳିତ ବର୍ଷର ପ୍ରଥମ ‘ଆମ ଲୋକକଳା ଓ ଆମ ସଂସ୍କୃତି’ କାର୍ଯ୍ୟକ୍ରମ ଉତ୍କଳ ମଣ୍ଡପଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ…

ମାତୃଭାଷାକୁ କାଳଜୟୀ କରିବାକୁ ଉଦ୍ୟମ କରିବା – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ଆନ୍ତର୍ଜାତିକ ମାତୃଭାଷା ଦିବସରେ ମାତୃଭାଷାକୁ ମାତୃଭାଷାକୁ କାଳଜୟୀ କରିବା ଦିଗରେ ଆମର ଉଦ୍ୟମକୁ ଆହୁରି ଦୃଢ କରିବାକୁ ଆହ୍ବାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକ ଟ୍ବିଟ କରି କହିଛନ୍ତି ଯେ - ସଂସ୍କୃତି ଓ ଐତିହ୍ୟକୁ ସୁରକ୍ଷିତ ରଖିବା ସହ ଏହାର…

ଆନ୍ତର୍ଜାତିକ ମାତୃଭାଷା ଦିବସରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର:  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ତର୍ଜାତିକ ମାତୃଭାଷା ଦିବସରେ ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ କରି କହିଛନ୍ତି ଯେ - ଆନ୍ତର୍ଜାତିକ ମାତୃଭାଷା ଦିବସ ଅବସରରେ ମୋ ମାତୃଭାଷା ଓଡ଼ିଆ ଭାଷାଭାଷୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଆସନ୍ତୁ ଆମ ଓଡ଼ିଆ ଭାଷାର ସୁରକ୍ଷା ଓ…

ଆନ୍ଦୋଳନରତ ଚାଷୀ ନେତାଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ

ନୂଆଦିଲ୍ଲୀ:  କେନ୍ଦ୍ରୀୟ କୃଷି ବିଲ ଫେରାଇ ନେବା ଦାବିରେ ଦିଲ୍ଲୀ ସୀମାରେ  ଆନ୍ଦୋଳନ କରୁଥିବା ଚାଷୀ ନେତା ମାନଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଭେଟିବାକୁ ଯାଉଛନ୍ତି । କେଜ୍ରିୱାଲ ଚାଷୀ ନେତାଙ୍କ ସହ ମଧ୍ୟାହ୍ନ ଭୋଜନ ସମୟରେ ଆଲୋଚନା କରିବେ । ଏହି ଆଲୋଚନା ତିନି…

୨୨ ଫେବୃଆରୀରେ ପ୍ରଧାନମନ୍ତ୍ରୀଙ୍କ ଆସାମ ଏବଂ ପଶ୍ଚିମବଙ୍ଗ ଗସ୍ତ

-ପ୍ରଧାନମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ତୈଳ ଓ ଗ୍ୟାସ ପ୍ରକଳ୍ପର ଉଦ୍‍ଘାଟନ ସହ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ ଏବଂ ଆସାମରେ ଇଞ୍ଜିୟନିରିଂ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିବେ -ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ଅନେକ ରେଳ ପ୍ରକଳ୍ପର ଉଦଘାଟନ କରିବେ ନୂଆଦିଲ୍ଲୀ:  ୨୨ ଫେବୃଆରୀ ୨୦୨୧…

କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ କଡା ଚିଠି

- କୋଟିଆ ଓଡିଶାର ଥିଲା ରହିଛି ରହିବ , ସୀମା ଦଖଲରୁ ବିରତ ରହିବାକୁ ନିର୍ଦ୍ଦେଶ ଦିଅନ୍ତୁ  ଭୁବନେଶ୍ୱର:  କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ କଡା ଭାଷାରେ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ବିଜୟାନଗରମ, ବିଶାଖାପଟନମ ଓ ଶ୍ରୀକାକୁଲମ ଜିଲ୍ଲା…

ଆଖୁବୋଝଇ ଟ୍ରକ ଓଲଟି ଡ୍ରାଇଭର ଆହତ

ସାଲେପୁର: ଆଜି ମଧ୍ୟାହ୍ନରେ ଏକ ଆଖୁ ବୋଝଇ ଟ୍ରକ ମହାନଦୀ ଚିତ୍ରୋତ୍ପଳା ଦ୍ୱିପାଞ୍ଚଳ ଦାମୋଦରପୁର- ସମିତଙ୍ଗା ରାସ୍ତାରେ ଓଲିଟି ପିଡ଼ିବାରୁ ଡ୍ରାଇଭର ଆହାତ ହୋଇଥିବା ଜଣାପଡିଛି । ବିବରଣୀରୁ ପ୍ରକାଶ ଯେ ପୁରୁଣାହାଟ ପଞ୍ଚାୟତ ସମିତଙ୍ଗା ଗ୍ରାମର ବଟେଇହୁଡା ନିକଟରେ ଆଖୁକିଆରିରୁ ଆଖୁବୋଝଇ କରି…

କଂଟେନର ପଛରେ ଧକ୍କା ଦେଲା ଆମ୍ବୁଲାନ୍ସ : ତିନି ମୃତ, ୩ ଗୁରୁତର

କଟକ:  ପଶ୍ଚିମବଙ୍ଗରୁ କଟକ ଏସସିବି ମେଡିକାଲକୁ ରୋଗୀ ନେଇ ଆସୁଥିବା ବେଳେ ଏକ ଆମ୍ବୁଲାନ୍ସ ଆଜି ସକାଳେ ୧୬ ନଂ ଜାତୀୟ ରାଜପଥର ଟାଙ୍ଗୀ ବନ୍ଦାଳୋ ଟୋଲ୍ ଗେଟ୍ ନିକଟରେ ଅନ୍ୟ ଏକ କଂଟେନର ପଛରେ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଆମ୍ବୁଲାନ୍ସରେ ଥିବା ରୋଗୀ ସମେତ ୩ ଜଣଙ୍କ ମୃତ୍ୟୁ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୩,୯୯୩ ନୂଆ ମାମଲା

ନୂଆଦିଲ୍ଲୀ:  ଦେଶରେ ଗତ ୨୪ଘଂଟା  ମଧ୍ୟରେ    ୧୩,୯୯୩ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ  ୧୦୧   ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା  ୧,୦୯,୭୭,୩୮୭ ପହଂଚିଛି । ଆଜି   ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…