Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଧାନ କିଣା ଓ ଚାଷୀ ସମସ୍ୟାକୁ ନେଇ ବିଧାନସଭାରେ ପୁଣି ହଟ୍ଟଗୋଳ
-କେବଳ ୮ ମିନିଟ ପାଇଁ ଚାଲିଲା ପ୍ରଥମାର୍ଧ ବୈଠକ
ଭୁୁବନେଶ୍ୱର: ଚାଷୀ ମାନଙ୍କର ଉତ୍ପାଦିତ ଧାନ କିଣା ସମସ୍ୟାକୁ ନେଇ ଆଜି ବିଧାନସଭାରେ ଆଜି ତୃତୀୟ ଦିନ ଗୃହରେ ବିରୋଧୀ ଦଳ ପକ୍ଷରୁ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରା ଯାଇଥିଲା । ହଟ୍ଟଗୋଳ କାରଣରୁ ଗୃହର ପ୍ରଥମାର୍ଧ…
ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ବିବୃତି
ଭୁୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିିଥିଲେ ଯେ ଋାଜ୍ୟରେ ଖରିଫ ଧାନ କ୍ରୟରେ ଚଳିତ ମାସ ୧୯ ତାରିଖ ସୁଦ୍ଧା ମୋଟ ୫୫.୦୩ ଲକ୍ଷ ମେଟ୍ରିକ ଟନ ଧାନ କ୍ରୟ କରା ଯାଇଛି । ବର୍ତମାନ ସୁଦ୍ଧା ଧାନ କ୍ରୟରେ ୨୧ ପ୍ରତିଶତ ବୃଦ୍ଧି ଘଟିଛି ।…
କେରଳରେ ବହୁ ଗୁରୁତ୍ୱପୂର୍ଣ୍ଣ ଶକ୍ତି ଓ ସହରାଞ୍ଚଳ କ୍ଷେତ୍ରର ପ୍ରକଳ୍ପ ଉଦଘାଟନ କରିବା ସହିତ ଶିଳାନ୍ୟାସ କଲେ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ କେରଳର ପୁଗାଲୁର-ତ୍ରିଶୁର ବିଦ୍ୟୁତ ସଞ୍ଚାରଣ ପ୍ରକଳ୍ପ, କାସାରଗୋଡ଼ ସୌର ଶକ୍ତି ପ୍ରକଳ୍ପ ଏବଂ ଆରୁଭିକ୍କରା ଠାରେ ଜଳ ପରିଚାଳନା ପ୍ରକଳ୍ପକୁ ଉଦଘାଟନ କରିଛନ୍ତି। ସେ ମଧ୍ୟ ଏହି କାର୍ଯ୍ୟକ୍ରମ ଅବସରରେ…
ସୃଜନଶୀଳତା ଓ ଜ୍ଞାନର କୌଣସି ସୀମା ନାହିଁ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ସମାରୋହକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ପଶ୍ଚିମ ବଙ୍ଗର ରାଜ୍ୟପାଳ ଶ୍ରୀ ଜଗଦୀପ ଧନଖଡ଼, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ଏବଂ…
ସାର୍ବଜନୀନ ଟୀକାକରଣ ଲକ୍ଷ୍ୟ : ପରିବର୍ଦ୍ଧିତ ମିଶନ ଇନ୍ଦ୍ରଧନୁଷ (ଆଇଏମଆଇ) ୩.୦ର ଶୁଭାରମ୍ଭ କଲେ ଡ. ହର୍ଷବର୍ଦ୍ଧନ
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ପରିବର୍ଦ୍ଧିତ ମିଶନ ଇନ୍ଦ୍ରଧନୁଷ ୩.୦ର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ଏବଂ ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ଭିଡିଓ…
ଡିଆରଡିଓ ଦ୍ଵାରା ବିକଶିତ ଆଣ୍ଟି ଟ୍ୟାଙ୍କ ଗାଇଡେଡ ମିଶାଇଲ ସିଷ୍ଟମ୍ସ ‘ହେଲିନା’ ଏବଂ ‘ଧ୍ରୁବାସ୍ତ୍ର’ର ସଫଳ ବ୍ୟବହାରିକ…
ନୂଆଦିଲ୍ଲୀ: ହେଲିନା (ସ୍ଥଳସେନା ସଂସ୍କରଣ) ଏବଂ ଧ୍ରୁବାସ୍ତ୍ର (ବାୟୁସେନା ସଂସ୍କରଣ) କ୍ଷେପଣାସ୍ତ୍ର ପ୍ରଣାଳୀ (ମିଶାଇଲ ସିଷ୍ଟମ୍ସ)ର ମିଳିତ ବ୍ୟବହାରିକ ପରୀକ୍ଷଣ ସଫଳ ହୋଇଛି । ଆଧୁନିକ ଲାଇଟ ହେଲିକପ୍ଟର (ଏଏଲଏଚ) ପ୍ଲାଟଫର୍ମରୁ ଡେଜଟ ରେଞ୍ଜରେ ଏହାର ପରୀକ୍ଷଣ କରାଯାଇଥିଲା । ଏହି…
ନେହେରୁ ଯୁବ କେନ୍ଦ୍ର ଦ୍ୱାରା ବର୍ଷା ଜଳ ସଂରକ୍ଷଣ ନେଇ ଭର୍ଚୁଆଲ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଧର୍ମଗଡ: କେନ୍ଦ୍ର ସରକାରଙ୍କ କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ଶ୍ରୀ ଲଙ୍କେଶ୍ୱରୀ କ୍ଲବ ସନ୍ଧିକୁଲିହାରୀର ମିଳିତ ଆନୁକୁଲ୍ୟରେ ବର୍ଷା ଜଳ ସଂରକ୍ଷଣକୁ ନେଇ ଏକ ଭର୍ଚୁଆଲ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜଳ ଯେଉଁଠାରେ ପଡେ ଓ…
ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ବିଗୁଡ଼ୁଚି ସେବା : ୧୯ ଜାଗାରେ ୬ଜଣ ଡାକ୍ତରକୁ ନେଇ ଚାଲିଛି ଉପଖଣ୍ଡ ଚିକିତ୍ସାଳୟ
-୧୫ ଦିନ ମଧ୍ୟରେ ପଦବୀ ପୂରଣ ନହେଲେ ଆନ୍ଦୋଳନ ଚେତାବନୀ-ଜିଲ୍ଲା ଯୁବକଂଗ୍ରେସ
ଧର୍ମଗଡ: ଧର୍ମଗଡ ଉପଖଣ୍ଡ ଚିକିତ୍ସାଳୟରେ ଅନୁମୋଦିତ ଡାକ୍ତର ପଦବୀ ସମେତ ସମସ୍ତ ଖାଲି ଥିବା ପଦବୀ ପୂରଣ କରିବାକୁ ଯୁବକଂଗ୍ରେସ ତରଫରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଳାପାଳ ଶରତ ଚନ୍ଦ୍ର ଶ୍ରୀ…
ବୁଗୁଡା କୋର୍ଟ ଏ.ଏସ.ଆଇ. ନିଲମ୍ବିତ, ଗିରଫ ଓ କୋର୍ଟ ଚାଲାଣ
ବୁଗୁଡା: ବୁଗୁଡା ବିଚାର ବିଭାଗୀୟ ଅଦାଲତଙ୍କ ବିଚାରପତିଙ୍କ ଜାଲ ସ୍ବାକ୍ଷର କରି ଜଣେ ବିଚାରାଧୀନ ବନ୍ଦୀକୁ ଜେଲରୁ ଖଲାସ କରିଥିବା ଅଭିଯୋଗ ନେଇ କୋର୍ଟ ଏଏସଆଇ ସୂର୍ଯ୍ୟ ନାରାୟଣ ବେହେରାଙ୍କ ବିରୁଦ୍ଧରେ ବୁଗୁଡା ଥାନା କେଶ ନଂ ୫୮/୨୧ ପ୍ରକାରେ ମାମଲା ରୁଜୁ ହୋଇଥିବା ବେଳେ ଆଜି ଭଞ୍ଜନଗର…
ପୋଖରୀ ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
ସାଲେପୁର: ପୋଖରୀ ପାଣିରେ ପଡିଯିବାରୁ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ରାଇସୁଙ୍ଗୁଡ଼ା ଗାଁ'ରେ । ମୃତକ ଜଣକ ହେଲେ ରଶ୍ମି ରଞ୍ଜନ ଶଢଙ୍ଗୀ । ପୋଖରୀ ପାଣିରେ ତାଙ୍କ ଶବ ଭାସୁଥିବାର ଲୋକେ ଦେଖି ଅଗ୍ନିଶମ ବିଭାଗ ଓ ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ…