Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସଡକଦୁର୍ଘଟଣା,୨ ଗୁରୁତର
ସାଲେପୁର: କଟକ ଜିଲ୍ଲା କୁଆଁପାଳ ସାଲେପୁର ରାସ୍ତାରେ ଏକ ସଡକ ଦୁର୍ଘଟଣା ଘଟିଛି । ବାଇକ ଓ ସ୍କୁଟି ଆରୋହୀଙ୍କ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଏଭଳି ଘଟଣା ଘଟିଛି ସାଲେପୁର କୁଅଁପାଳ ରାସ୍ତାର ଆଂନନ୍ଦ ପେଟ୍ରୋଲ ପମ୍ପ ନିକଟରେ । ଗାଡି ଚାଳକ ଦୁଇଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି…
ଭାରତ-ଅଷ୍ଟ୍ରେଲିଆ ସହଭାଗୀତା କୋଭିଡ ପରବର୍ତୀ ବିଶ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ:…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଆମର ବ୍ୟବହାର ପଦ୍ଧତି ଏବଂ ପରିବେଶ ଉପରେ ଏହାର ପ୍ରଭାବକୁ କିପରି ହ୍ରାସ କରାଯାଇପାରିବ ସେ ବିଷୟରେ ବିଚାର କରିବା ଆବଶ୍ୟକ ।ସେ କହିଛନ୍ତି ଏ କ୍ଷେତ୍ରରେ ଆସୁଥିବା ଅନେକ ଆହ୍ୱାନର ସମାଧାନ ଦିଗରେ ସର୍କୁଲାର ଇକୋନୋମୀ…
ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ ବଲିଉଡ଼୍ ଅଭିନେତ୍ରୀ କଙ୍ଗନା ରନାୱତ
ପୁରୀ: ବଲିଉଡ଼୍ ଅଭିନେତ୍ରୀ କଙ୍ଗନା ରନାୱତ ଆଜି ସକାଳେ ଶ୍ରୀକ୍ଷେତ୍ରରେ ପହଂଚି ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତିଙ୍କ ଦର୍ଶନ କରି ଫେରିଛନ୍ତି । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଂଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ପ୍ରଥମେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ…
କାମାକ୍ଷାନଗର କଲେଜ ଅଧ୍ୟକ୍ଷଙ୍କ ନାମରେ ଅନିୟମିତତା ପ୍ରସଙ୍ଗ: କଲେଜରେ ପହଂଚିଲେ ଲୋକାୟୁକ୍ତ ତଦନ୍ତକାରୀ ଟିମ୍
ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜ ଅଧ୍ୟକ୍ଷଙ୍କ ନାମରେ ଅନିୟମିତତା ପ୍ରସଙ୍ଗରେ ତଦନ୍ତ ପାଇଁ ଆଜି କଲେଜରେ ପହଂଚିଛନ୍ତି ଲୋକାୟୁକ୍ତ ତଦନ୍ତକାରୀ ଟିମ୍ । ଏହି ଟିମ୍ ସେଠାରେ ଏ ସମ୍ପର୍କିତ କାଗଜପତ୍ର ଯାଂଚ୍ କରିବା ସହ କର୍ମଚାରୀଙ୍କୁ ପଚରା ଉଚୁରା ଜାରୀ ରଖିଥିବା ସୂଚନା…
ପୁଣି ସାମ୍ନାକୁ ଆସିଲା ଆନ୍ଧ୍ରର ଦାଦାଗିରି: ଗଜପତି ଜିଲ୍ଲା ପ୍ରଶାସନର ବିରୋଧ ପରେ ବନ୍ଦ ହେଲା ବେଆଇନ ରାସ୍ତା ନିର୍ମାଣ…
ପାରଳାଖେମୁଣ୍ଡି: ପୁଣି ସାମ୍ନାକୁ ଆସିଛି ଆନ୍ଧ୍ରର ଦାଦାଗିରି । ବେଆଇନ ରାସ୍ତା ନିର୍ମାଣ । ତେବେ ଗଜପତି ଜିଲ୍ଲା ପ୍ରଶାସନର ବିରୋଧ ପରେ ବନ୍ଦ ହୋଇଛି ଏହି ରାସ୍ତା ନିର୍ମାଣ କାର୍ଯ୍ୟ ।
ସୂଚନା ଅନୁଯାୟୀ, ଗଜପତି ଜିଲ୍ଲାର କାଶୀନଗର ବ୍ଲକ୍ ଅନ୍ତର୍ଗତ ଛଅମାଇଲ୍ ନିକଟରେ ଆନ୍ଧ୍ର ପ୍ରଶାସନ…
ରାଉରକେଲା ସ୍ମାର୍ଟ ସିଟି ପାଇଁ ଖୁସି ଖବର: ଶ୍ରେଷ୍ଠ ୨୫ଟି ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା
ରାଉରକେଲା: ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ନର୍ଚରିଂ ନେଇବରହୁଡ ଚ୍ୟାଲେଞ୍ଜରେ ବାଜିମାତ କରିଛି ରାଉରକେଲା ସ୍ମାର୍ଟ ସିଟି। ସାରା ଦେଶରେ ଶ୍ରେଷ୍ଠ ୨୫ଟି ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇଛି।
ପ୍ରାକ୍ ଶୈଶବ କାଳ ଅର୍ଥାତ୍ ୫ ବର୍ଷ ବୟସ…
ଆଇପିଏଲ୍ ନିଲାମୀରେ କ୍ରିସ୍ ମୋରିସ୍ ଦାମୀ ଖେଳାଳି: ୧୬.୨୫ କୋଟିରେ କିଣିଲା ରାଜସ୍ଥାନ ରୟାଲସ୍
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ସବୁଠୁ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଆରମ୍ଭ ହୋଇଛି ପ୍ରାଥମିକ ପ୍ରସ୍ତୁତି । ଇଣ୍ଡିଆନ୍ ପ୍ରିମିୟର ଲିଗର ୨୦୨୧ ସଂସ୍କରଣ ପାଇଁ ଖେଳାଳି ନିଲାମୀ ଜାରି ରହିଛି । ଆଇପିଏଲ୍ ୨୦୨୧ ପାଇଁ ଆଜି ଚେନ୍ନାଇରେ ୨୯୧ ଜଣ ଖେଳାଳିଙ୍କ ଲାଗି ନିଲାମୀ ଆରମ୍ଭ କରାଯାଇଛି ।…
ସୁପ୍ରିମକୋର୍ଟରେ ଆଜି କୋଟିଆ ଶୁଣାଣି
ନୂଆଦିଲ୍ଲୀ: କୋଟିଆ ମାମଲାର ଆସନ୍ତାକାଲି ସୁପ୍ରିମ୍କୋର୍ଟରେ ଶୁଣାଣି ହେବ । ଆନ୍ଧ୍ର ବିରୋଧରେ ଓଡ଼ିଶା କରିଥିବା ଅଦାଲତ ଅବମାନନା ମାମଲାରେ ଆସନ୍ତାକାଲି ଶୁଣାଣି ହେବ । ତା’ପୂର୍ବରୁ ସର୍ବୋଚ୍ଚ ଅଦାଲତରେ ସତ୍ୟପାଠ ଦାଖଲ କରିଛନ୍ତି ବିଜୟନଗରମ୍ ଜିଲ୍ଲାପାଳ । ଏହି ସତ୍ୟପାଠରେ ଦର୍ଶାଯାଇଛି,…
ପହଞ୍ଚ, ପୁନଃସକ୍ରୀୟକରଣ, ସଂସ୍କାର ଏବଂ ଅକ୍ଷୟ ଶକ୍ତି ଉତ୍ପାଦନ ମନ୍ତ୍ର ଦ୍ୱାରା ପରିଚାଳିତ ହୋଇ ଏହି କ୍ଷେତ୍ରରେ ସରକାର…
ନୂଆଦିଲ୍ଲୀ: ଶକ୍ତି ଓ ଅକ୍ଷୟ ଶକ୍ତି କ୍ଷେତ୍ରରେ କେନ୍ଦ୍ର ବଜେଟରେ ଥିବା ବ୍ୟବସ୍ଥାର ସଫଳ ପ୍ରବର୍ତ୍ତନ ଲାଗି ପରାମର୍ଶ ନିମନ୍ତେ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଦବୋଧନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଶକ୍ତି ଓ ନୂତନ ତଥା ଅକ୍ଷୟ ଶକ୍ତି ରାଷ୍ଟ…
ଆଜି ବିଶ୍ୱ-ଭାରତୀ ସମାବର୍ତନ ସମାରୋହକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୧୧.୦୦ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିଶ୍ୱ-ଭାରତୀ ସମାବର୍ତନ ସମାରୋହକୁ ସମ୍ବୋଧିତ କରିବେ । ପଶ୍ଚିମବଙ୍ଗ ରାଜ୍ୟପାଳ ଶ୍ରୀ ଜଗଦୀପ ଧନଖଡ଼; କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିୟାଲ ନିଶଙ୍କ ଏବଂ କେନ୍ଦ୍ର ଶିକ୍ଷା…