କାମାକ୍ଷାନଗର କଲେଜ ଅଧ୍ୟକ୍ଷଙ୍କ ନାମରେ ଅନିୟମିତତା ପ୍ରସଙ୍ଗ: କଲେଜରେ ପହଂଚିଲେ ଲୋକାୟୁକ୍ତ ତଦନ୍ତକାରୀ ଟିମ୍

201

ଢ଼େଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର କଲେଜ ଅଧ୍ୟକ୍ଷଙ୍କ ନାମରେ ଅନିୟମିତତା ପ୍ରସଙ୍ଗରେ ତଦନ୍ତ ପାଇଁ ଆଜି କଲେଜରେ ପହଂଚିଛନ୍ତି ଲୋକାୟୁକ୍ତ ତଦନ୍ତକାରୀ ଟିମ୍ । ଏହି ଟିମ୍ ସେଠାରେ ଏ ସମ୍ପର୍କିତ କାଗଜପତ୍ର ଯାଂଚ୍ କରିବା ସହ କର୍ମଚାରୀଙ୍କୁ ପଚରା ଉଚୁରା ଜାରୀ ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.