Browsing Category

ରାଜ୍ୟ

୩ ବର୍ଷ ମଧ୍ୟରେ ସଡ଼କ ଦୃଘଟଣାରେ ୧୮୬ ଜଣଙ୍କ ଜୀବନ ଯାଇଛି

ମାଲକାନଗିରି:  ମାଲକାନଗିରି ଜିଲ୍ଲାରେ ଗତ  ୩  ବର୍ଷରେ ମୋଟ ୩୭୩ଟି ଦୁର୍ଘଟଣା ଘଟି ୧୮୬ ଜଣଙ୍କର ଜୀବନ ଯାଇଥିବା ଜଣାପଡିଛି ।  ୨୦୧୮ ମସିହାର ପୁଲିସ ରିପୋର୍ଟ ଅନୁଯାୟୀ  ୧୩୩ଟି ଦୁର୍ଘଟଣା ଘଟିଥିବା ବେଳେ ୬୧ ଜଣଙ୍କର ମୃତ୍ୟୁ ହୋଇଥିଲା। ୩୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ୩୯ ଜଣ ସାମାନ୍ୟ…

ଗୋଟିଏ ଦିନରେ ୭୦ କରୋନା ଆକ୍ରାନ୍ତ ଚିହ୍ନଟ

-ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୮୫୦ ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ  ୭୦ ଜଣ ନୂଆ  କରୋନା  ଆକ୍ରାନ୍ତ ଚିହ୍ନଟ ହେବା ପରେ  ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା   ୩୩୪୮୫୦ କୁ ବୃଦ୍ଧି ପାଇଛି ।  ସୂଚନା ଓ ଲୋକ ସମ୍ପର୍କ  ବିଭାଗ ପକ୍ଷରୁ ଟ୍ୱିଟ କରି  ସୂଚନା ଦିଆ  ଯାଇଛି । …

ଜିଲ୍ଲାପାଳଙ୍କ ପିଏ ମୁର୍ତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ମାଲକାନଗିରି: ପୁଣି ଚର୍ଚ୍ଚାରେ ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ଘଟଣା । ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନିଷ ଅଗ୍ରଓ୍ବାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ଆଉ ଏକ ନୂଆ ମୋଡ ଆସିଛି । ଏହି ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚକୁ…

କରୋନାରେ ଦେଶରେ ଗତ ୨୪ ଘଂଟାରେ ୧୮,୮୫୫ ନୂଆ ମାମଲା

ନୂଆଦିଲ୍ଲୀ:  ଦେଶରେ ଗତ ୨୪ଘଂଟା  ମଧ୍ୟରେ    ୧୮,୮୫୫ ଟି ନୂଆ କରୋନା ମାମଲା ସାମନାକୁ ଆସିଛି ।  ଏହି ସମୟ ମଧ୍ୟରେ ମୋଟ  ୧୬୩       ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି ।  ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ  ସଂଖ୍ୟା  ୧,୦୭,୨୦,୦୪୮ ପହଂଚିଛି । ଆଜି   ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ…

ୱାର୍ଲଡ୍ ଇକୋନୋମିକ୍ ଫୋରମର ‘ଡାଭୋସ ଏଜେଣ୍ଡା’ରେ କେନ୍ଦ୍ରମନ୍ତ୍ରୀ

-ଦେଶରେ ଅଧିକ ମାନବସମ୍ବଳ ପାଇଁ ଦକ୍ଷତାକୁ ପ୍ରାଧାନ୍ୟ ଦେଉଛନ୍ତି ପ୍ରଧାନମନ୍ତ୍ରୀ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର: ବିଶ୍ୱବ୍ୟାପୀ ଦୃଶ୍ୟପଟ୍ଟକୁ ନଜରରେ ରଖି ମୋଦି ସରକାର ନୀତି ଏବଂ କ୍ରିୟାନ୍ୱୟନ ସ୍ତରରେ ସୁଯୋଗର ଲାଭ ଉଠାଇ ରିସ୍କିଲିଂ ଏବଂ ଅପ୍ ସ୍ଲିଲିଂ ଇକୋସିଷ୍ଟମକୁ…

ଭାରତରେ କରୋନାରୁ ସୁସ୍ଥତା ହାର ୯୭%, ବିଶ୍ୱରେ ଅନ୍ୟତମ ସର୍ବାଧିକ

ନୂଆଦିଲ୍ଲୀ:  ଦେଶରେ କରୋନାରୁ ସୁସ୍ଥଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବାରୁ ଦେଶରେ ସୁସ୍ଥତା ହାର ୯୭% ପାଖାପାଖି ରହିଛି । ଭାରତର ସୁସ୍ଥତା ହାର ଏବେ ବିଶ୍ୱରେ ଅନ୍ୟତମ ସର୍ବାଧିକ ରହିଛି ।  ୧,୦୩,୭୩,୬୦୬ ଜଣ ଏ ପର୍ର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି । ବିଗତ ୨୪ ଘଂଟା ମଧ୍ୟରେ ୧୪,୩୦୧ ଜଣ…

କରୋନାରେ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ନିକଟତର ହେଲା ୧୦.୧୯ କୋଟି ଆକ୍ରାନ୍ତ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନାରେ ମୃତ୍ୟୁ ସଂଖ୍ୟା ୨୨ ଲକ୍ଷ ନିକଟତର ହୋଇଛି । ସେହିଭଳି ଆକ୍ରାନ୍ତଙ୍କ ସଂଖ୍ୟା ୧୦ କୋଟି ୧୯ ଲକ୍ଷରେ ପହଂଚିଛି । କରୋନା ମହାମାରୀ ଯୋଗୁଁ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୧୦ କୋଟି ୧୯ ଲକ୍ଷ ୯୬ ହଜାର ୧୬୫ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୧ ଲକ୍ଷ ୯୮…

ନୂତନ ମୁଦିରସ୍ତଙ୍କୁ ଶାଢ଼ୀ ବନ୍ଧା ନୀତି ସମ୍ପନ୍ନ

ପୁରୀ:  ଗଜପତିଙ୍କ ଶ୍ରୀନହରରେ ଆଜି ଗୁରୁବାର ସକାଳେ ନୂତନ ମୁଦିରସ୍ତଙ୍କୁ ଶାଢ଼ୀ ବନ୍ଧା ନୀତି ଅନୁଷ୍ଠିତ ହୋଇଯାଇଛି l ଗଜପତିଙ୍କ ପ୍ରତିନିଧି ରୂପେ ମୂଦିରସ୍ତ ମହାପ୍ରଭୁଙ୍କ ସମସ୍ଥ ନୀତିକାନ୍ତି କରିଥାନ୍ତି ।  ଜଣେ ନାବାଳକ ସେବାୟତ ଏହି ମୁଦିରସ୍ତ ସେବା କରିଥାନ୍ତି । ଆଜି ସେହି କ୍ରମରେ ଜଣେ…

ମାଓବାଦୀଙ୍କ ଯୋଜନା ପଣ୍ଡ : ଲ୍ୟାଣ୍ଡମାଇନ ନିଷ୍କ୍ରିୟ କରାଗଲା , ଅଳ୍ପକେ ବର୍ତ୍ତିଲେ ୩0 ଯବାନ

ମାଲକାନଗିରି:  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକମା ଜିଲ୍ଲାରେ ମାଓବାଦୀଙ୍କ ଏକ ବଡ ଧରଣର ହିଂସାକାଣ୍ଡ ଯୋଜନା ପଣ୍ଡ ହେବାସହ ୩0 ଜଣ ଯବାନ ଅଳ୍ପକେ ବର୍ତ୍ତିଛନ୍ତି । ଚିନ୍ତଲନାର ଗାଁ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ ଆଜି ଏସଟିଏଫ ଓ ଡିଆରଜି ଯବାନ ମାନେ ଅପେରସନରେ…

ନିର୍ମାଣାଧିନ ପୋଲର ଟନେଲ ଧସି ଶ୍ରମିକ ମୃତ, ଜଣେ ଗୁରୁତର : ଉତ୍ୟକ୍ତ ଶ୍ରମିକଙ୍କ ମାଡରେ ସୁପରଭାଇଜର ଗୁରୁତର, ଠିକା…

ବାରିପଦା: ବାରିପଦା-ବଡ଼ସାହି ରାସ୍ତାର ଓରାନାଳ ସେତୁ କାମ ବେଳେ ଘଟିଛି ଅଘଟଣ । ଆଜି ସକାଳେ ନିର୍ମାଣାଧିନ ପୋଲର ଟନେଲ ଧସି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତ ଶ୍ରମିକ ହେଲେ ଦୀପକ ସିଂ (୩୨) । ଦୀପକଙ୍କ ଘର ରାସଗୋବିନ୍ଦପୁର ଥାନା…