Browsing Category

ରାଜ୍ୟ

ନକଲି ସସ୍ କାରଖାନା ଉପରେ ଚଢ଼ଉ: ୩୦୦୦ ବୋତଲ ସସ୍ ଜବତ, ଜଣେ ଗିରଫ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରର ବଡ଼ବଜାର ଥାନା ଅନ୍ତର୍ଗତ ସୋମନାଥ ନଗରରେ ଥିବା ଏକ ନକଲି ସସ୍ କାରଖାନା ଉପରେ ବଡ଼ବଜାର ଥାନା ପୋଲିସ ଚଢ଼ଉ କରିଛି । ସେଠାରୁ ସସ୍ ପାଇଁ ବ୍ୟବହୃତ ହେଉଥିବା ଆରାରୁଟ୍ ପାଉଡର, ଆଳୁ, ବିଭିନ୍ନ ଫୁଡ୍ କେମିକାଲ ରଙ୍ଗ, ପ୍ୟାକିଂ ମେସିନ୍ ଜବତ କରିଛି ।…

କାର୍ ଦୁର୍ଘଟଣାରେ ଜଣେ ମୃତ, ଦୁଇ ଆହତ

ଗଞ୍ଜାମ:  ଆଜି ସକାଳେ ଜାତୀୟ ରାଜପଥର ରମ୍ଭା ନିକଟରେ ଏକ କାର୍ ଦୁର୍ଘଟଣାରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । କାର୍ ଟି ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ରମ୍ଭା ନିକଟରେ ଏହାର ଚକା ଫାଟି ଯିବାରେ କାର୍ ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ…

ପୌଷ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ପବିତ୍ର ସୁନାବେଶ : ୫ ଘଂଟା ବିଳମ୍ବରେ ଆରମ୍ଭ ହେଲା ବେଶ , ନୀତିରେ ବିଳମ୍ବ,…

ପୁରୀ:  ଆଜି ପବିତ୍ର ପୌଷ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ପବିତ୍ର ସୁନାବେଶ ତଥା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଯାଇଛି । ତେବେ ସେବାୟତଙ୍କ ମଧ୍ୟରେ ବିବାଦ କାରଣରୁ ନିର୍ଦ୍ଧାରୀତ ସମୟ ଠାରୁ ୫ ଘଂଟା ବିଳମ୍ବରେ ଆରମ୍ଭ ହୋଇଥିଲା ସୁନାବେଶ । ଉଭୟ ପକ୍ଷ ମଧ୍ୟରେ ଆପୋଷ…

ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ଚାଷୀଙ୍କ ସହ ଧାରଣାରେ ବିଜେପି ନେତା ବିଡ଼ିଓଙ୍କ ପ୍ରତିଶୃତି ପରେ ଧାରଣା…

ଖୋର୍ଦ୍ଧା : ବିଜେପି ତରଫରୁ ମଣ୍ଡି ଚାଲ ଅଭିଯାନ କ୍ରମରେ ଟାଙ୍ଗୀ ଧାନ ମଣ୍ଡିକୁ ବିଜେପି ନେତା କାଳୁଚରଣ ଖଣ୍ଡେଇତରାୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ପରିଦର୍ଶନରେ ଯିବା ବେଳେ ଚାଷୀଙ୍କ ଅଭିଯୋଗ ଯେ, ମଣ୍ଡିରେ କୁଇଂଟାଲ ପିଛା ୨.୫୦୦କି.ଗ୍ରା ଧାନ କଟନୀ ଛଟନୀ ହେଉଥିବାରୁ ଏବଂ ଧାନର…

ଶିକାରୀ ଜାଲରେ ଫସିଲା କଲରାପତରି ବାଘ

ବୁଗୁଡା:  ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ମାଣିତରା ସେକ୍ସନର ମାଣିତରା ବିଟର କୁଣ୍ଡାଖାଇ ପାହାଡରେ ଶିକାରୀ ବରାହ ପାଇଁ ପକାଇଥିବା ଫାସରେ ପଡିଲା କଲରାପତିରି ବାଘ। ବନାଞ୍ଚଳ ଏହିକାରୀ ଫକୀର ଚରଣ ବେହେରା, ମାଣିତରା ବନପାଳ ସରସ୍ୱତୀ ନାୟକଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀ ଜାଲ ଦ୍ୱାରା…

ଚାନ୍ଦୁଆ କାରିଗର ସୁରେଶଙ୍କୁ ସମ୍ବର୍ଦ୍ଧନା

ପିପିଲି:  ରାଜ୍ୟ ସ୍ତରୀୟ ‘କଳାକୃତି ସମ୍ମାନ’ପାଇଥିବା ପିପିଲିର ଜଣାଶୁଣା ଯୁବ ଚାନ୍ଦୁଆ କାରିଗର ତଥା ସମାଜସେବୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ମାନିତ କରାଯାଇଛି । ସ୍ଥାନୀୟ ହୋଟେଲ ରାଂଚ ପରିସରରେ ଆୟୋଜିତ ଏକ ଉତ୍ସବରେ ଶ୍ରୀ…

ମୌଳିକ ସୁବିଧାରୁ ବଞ୍ଚିତ ଚକ୍ରକଳାଙ୍ଗ ଗାଁ

କଲ୍ୟାଣ ସିଂହପୁର:  ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସିକରପାଇ ପଞ୍ଚାୟତର ଚକ୍ର କଲାଙ୍ଗ ଗାଁ ସରକାରଙ୍କ ମୌଳିକ ସୁବିଧାରୁ ବଞ୍ଚିତ । ବ୍ଳକ କାର୍ଯାଳୟ ଠାରୁ  ମାତ୍ର ୨୪ କିମି ଦୂର ପାହାଡ ଭିତରେ ଏହି ଗାଁ ରହିଛି । ଆଜି ପଯ୍ୟନ୍ତ ଏହି ଗାଁକୁ ଗମନା ଗମନ ପାଇଁ…

ଯୋଗୀ ଆଦିତ୍ୟନାଥ ଗୋରକ୍ଷ ପୀଠ ତରଫରୁ ରାମ ମନ୍ଦିର ପାଇଁ ଦେଲେ ଏକ କୋଟି ଟଙ୍କାର ସମର୍ପଣ ରାଶି

ଗୋରଖପୁର: ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଗୋରଖପୁର ସ୍ଥିତ ଗୋରକ୍ଷପୀଠର ପୀଠାଧୀଶ୍ୱର ଯୋଗୀ  ଆଦିତ୍ୟ ନାଥ  ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ  ଏକ କୋଟି ଟଙ୍କାର ସମର୍ପଣ ରାଶି ପ୍ରଦାନ କରିଛନ୍ତି । ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ସଚିବ ପ୍ରଫେସର ଚମ୍ପତ ରାୟ ଏହି…

ଦିଲ୍ଲୀରେ କଳାହାଣ୍ଡିର ‘ବଜାସାଲ’ କଳାକାରଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

-ଓଡ଼ିଶା ଓ କଳାହାଣ୍ଡିକୁ ନୂଆ ପରିଚୟ ଦେଇଛି  ‘ବଜାସାଲ’ ଲୋକନୃତ୍ୟ - ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀ/ଭୁବନେଶ୍ୱର:  ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ରାଜପଥରେ ଓଡ଼ିଶା କଳାହାଣ୍ଡି ଜିଲ୍ଲାର ଗୌରବମୟ ଲୋକନୃତ୍ୟ ‘ବଜାସାଲ’ ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଥିବା ସାଂସ୍କୃତିକ ଅନୁଷ୍ଠାନ…

ପଶ୍ଚିମ ଓଡ଼ିଶାରେ ପୁଷ ପୁନୀ ତିହାର ପାଳିତ

ମ.ରାମପୁର:  ଆଜି ହେଉଛି "ପୁଷ ପୁନୀ" । ଖାସ୍ କରି ଶ୍ରମଜୀବୀ ଙ୍କ ପାଇଁ ଦିନଟି ବେଶ୍ ମନୋରମ। ଭୋଜି ଭାତ ଆସର ହଉ କି ନାଚ ଗୀତ । ଛେର୍ ଛେର  ଛେର୍ଚ୍ଛେରା ...... ଇ ଘର ବୁଢ଼ୀ କାହିଁ ଗଲା......(ଲୋକଗୀତ) । ପଶ୍ଚିମ ଓଡ଼ିଶାର ବିଭିନ୍ନ ପର୍ବପର୍ବାଣି ମଧ୍ୟରେ ‘ପୁଷ୍ ପୁନୀ’ ଅନ୍ୟତମ । ପୈାଷ…